ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ କୋଭିଡ ସମୀକ୍ଷା: ଜନସାଧାରଣଙ୍କ ଜୀବିକା ଉପରେ ପ୍ରଭାବ ନପକାଇ ଉଚିତ ମାତ୍ରାରେ କଟକଣା ଜାରି କରିବାକୁ ପରାମର୍ଶ

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ କୋଭିଡ ସମୀକ୍ଷା ଜନସାଧାରଣଙ୍କ ଜୀବିକା ଉପରେ ପ୍ରଭାବ ନପକାଇ ଉଚିତ ମାତ୍ରାରେ କଟକଣା ଜାରି କରିବାକୁ ପରାମର୍ଶ ଭୁବନେଶ୍ୱର(ଏନ୍‌.ଏମ୍‌.): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍‌ଫରେନ୍‌ସିଂ ମାଧ୍ୟମରେ ରାଜ୍ୟର ବିଭିନ୍ନ ବିଭାଗର ମୁଖ୍ୟ ପଦାଧିକାରୀ ଓ ଜିଲ୍ଲାପାଳ ମାନଙ୍କ ସହିତ କୋଭିଡ ମୁକାବିଲା ସଂପର୍କରେ ସମୀକ୍ଷା କରି କୋଭିଡ ପ୍ରସ୍ତୁତିକୁ ତ୍ୱରାନ୍ୱିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଆସନ୍ତା ୧୦ଦିନ ମଧ୍ୟରେ ରାଜ୍ୟର ସରକାରୀ ତଥା ବେସରକାରୀ ସମସ୍ତ କୋଭିଡ ହସ୍‌ପିଟାଲଗୁଡିକୁ ପ୍ରସ୍ତୁତ…

Read More

ଭୁବନେଶ୍ୱର ଡିସିପି ଅଫିସରେ କରୋନା ପଜିଟିଭ: ସିଲ କଲା ବିଏମସି

ଭୁବନେଶ୍ୱର ଡିସିପି ଅଫିସରେ କରୋନା ପଜିଟିଭ: ସିଲ କଲା ବିଏମସି ଭୁବନେଶ୍ୱର(ଏନ୍‌.ଏମ୍‌.): ରାଜଧାନୀ ଭୁବନେଶ୍ୱରର ବାଣୀବିହାରସ୍ଥିତ ଡିସିପି ଅଫିସରେ ଏକାଧିକ କରୋନା ପଜିଟିଭ ଚିହ୍ନଟ ହୋଇଛି । ଅଫିସ କର୍ମଚାରୀଙ୍କ କରୋନା ପଜିଟିଭ ଥିବା ଜଣାପଡ଼ିବା ପରେ ଭୁବନେଶ୍ୱର ମହାନଗର ନିଗମ (ବିଏମସି) ଡିସିପି ଅଫିସକୁ ସିଲ୍ କରିଛି । ଦୁଇ ଦିନ ପାଇଁ ଏହି ଅଫିସକୁ ସିଲ୍ କରାଯାଇଥିବା ନେଇ ବିଏମସି ଦକ୍ଷିଣ ପୂର୍ବ ଜୋନାଲ୍ ଡେପୁଟି କମିଶନର ସୂଚନା ଦେଇଛନ୍ତି । ଡିସିପି କାର୍ଯ୍ୟାଳୟର…

Read More

ବୈପାରିଗୁଡା ଥାନାରେ ନୂତନ ଥାନା ଅଧିକାରୀ ଭାବେ ଯୋଗଦେଲେ ଅଶ୍ୱିନୀ ପଟ୍ଟନାୟକ

ବୈପାରିଗୁଡା ଥାନାରେ ନୂତନ ଥାନା ଅଧିକାରୀ ଭାବେ ଯୋଗଦେଲେ ଅଶ୍ୱିନୀ ପଟ୍ଟନାୟକ ବୈପାରିଗୁଡା(ଏନ୍‌.ଏମ୍‌.): କୋରାପୁଟ ଜିଲ୍ଲାର ବୈପାରିଗୁଡା ଥାନାରେ ନୂତନ ଥାନା ଅଧିକାରୀ ଭାବେ ଅଶ୍ୱିନୀ ପଟ୍ଟନାୟକ ଯୋଗଦାନ କରିବା ସହ କାର୍ଯ୍ୟଭାର ଗ୍ରହଣ କରିଛନ୍ତି । ଏହା ପୂର୍ବରୁ ସେ କୁନ୍ଦୁରା ଥାନାର ଜଣେ ଦକ୍ଷ ଅଧିକାରୀ ଭାବେ କାର୍ଯ୍ୟ ତୁଲାଉ ଥିବା ଜଣାପଡ଼ିଛି । ତେବେ ବୈପାରିଗୁଡା ଥାନା ଅଞ୍ଚଳରେ ଆଇନ ଶୃଙ୍ଖଳା ପରିସ୍ଥିତି ପ୍ରତି ସ୍ୱତନ୍ତ୍ର ଧ୍ୟାନ ଦେବା ସାଙ୍ଗକୁ ଜନସାଧାରଣ ଏବଂ…

Read More

ଫାସରେ ପଡ଼ି ପ୍ରାଣ ହାରିଲା କଲରାପତରିଆ ବାଘ

ଫାସରେ ପଡ଼ି ପ୍ରାଣ ହାରିଲା କଲରାପତରିଆ ବାଘ କଟକ(ଏନ୍‌.ଏମ୍‌.): ଫାସରେ ପଡ଼ି ଗୋଟିଏ କଲରାପତରିଆ ବାଘର ମୃତ୍ୟୁ ହୋଇଥିବା ଦେଖିବାକୁ ମିଳିଛି । କଟକ ଜିଲ୍ଲା ତିଗିରିଆ ବ୍ଲକ ଅଞ୍ଚଳ ଫୁଲବାଡ଼ି ତୋଟା ଠାରେ ଏହି କଲରାପତରିଆ ବାଘର ମୃତ୍ୟୁ ହୋଇଥିବା ଦେଖିବାକୁ ମିଳିଥିଲା । ଖବର ପାଇ ବନବିଭାଗ ଅଧିକାରୀ ଓ କର୍ମଚାରୀ ଘଟଣାସ୍ଥଳରେ ପହଞ୍ôଚ ତଦନ୍ତ ଆରମ୍ଭ କରିଛନ୍ତି । ତେବେ ବାରହା ଶିକାର ପାଇଁ ଜାଲ ବିଛାଇଥିବା ବେଳେ ସେଥିରେ କଲରାପତରିଆ ବାଘ…

Read More

ଟାଙ୍ଗୀ-ଚୌଦ୍ୱାର ଅଞ୍ଚଳରେ ପୁଣି ହାତୀ ଉପଦ୍ରବ: ଭାଙ୍ଗିଲେ ସ୍କୁଲ ପାଚେରୀ

ଟାଙ୍ଗୀ-ଚୌଦ୍ୱାର ଅଞ୍ଚଳରେ ପୁଣି ହାତୀ ଉପଦ୍ରବ: ଭାଙ୍ଗିଲେ ସ୍କୁଲ ପାଚେରୀ ଟାଙ୍ଗୀ-ଚୌଦ୍ୱାର(ଏନ୍‌.ଏମ୍‌.) : ଟାଙ୍ଗୀ-ଚୌଦ୍ୱାର ଅଞ୍ଚଳରେ ହାତୀ ଆତଙ୍କ ବୃଦ୍ଧି ପାଇବାରେ ଲାଗିଛି । ଏହି ଅଞ୍ଚଳରେ ହାତୀ ଗ୍ରାମାଭିମୁଖୀ ହେବା ସହ ବ୍ୟାପକ ଧନ ଜୀବନ କ୍ଷତି କରିଛନ୍ତି । ତେବେ ପୁଣି ହାତୀ ଉପଦ୍ରବ ବୃଦ୍ଧି ପାଇବା ଯୋଗୁଁ ଅଞ୍ଚଳରେ ଜନସାଧାରଣ ଆତଙ୍କିତ ହୋଇ ପଡ଼ିଛନ୍ତି । ସୂଚନା ଅନୁଯାୟୀ ସ୍ଥାନୀୟ ଚୌଦ୍ୱାର ଥାନା ଅନ୍ତର୍ଗତ କଖଡ଼ି ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଗ୍ରାମବାସୀ ଭୟଭୀତ…

Read More

ଚୌଦ୍ୱାରରେ ମନ୍ତ୍ରୀ ପ୍ରତାପ ଜେନାଙ୍କ ଦ୍ୱାରା ମାରାଥନ ଶିଳାନ୍ୟାସ ଓ ଉଦ୍‌ଘାଟନ

ଚୌଦ୍ୱାରରେ ମନ୍ତ୍ରୀ ପ୍ରତାପ ଜେନାଙ୍କ ଦ୍ୱାରା ମାରାଥନ ଶିଳାନ୍ୟାସ ଓ ଉଦ୍‌ଘାଟନ ଟାଙ୍ଗୀ-ଚୌଦ୍ୱାର(ଏନ୍‌.ଏମ୍‌.): ଚୌଦ୍ୱାର-କଟକ ନିର୍ବାଚନ ମଣ୍ଡଳୀର ଚୌଦ୍ୱାର ପୌରପାଳିକା ସମେତ ବିଭିନ୍ନ ସ୍ଥାନରେ ଅନେକ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍‌ଘାଟନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଚୌଦ୍ୱାର-କଟକର ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳଙ୍କ ପୌରୋହିତ୍ୟରେ ଆୟୋଜିତ ଏହି ଉତ୍ସବରେ ଗୃହ ଓ ନଗର ଉନ୍ନୟନ, ପଞ୍ଚାୟତିରାଜ, ପାନୀୟ ଜଳ ଓ ଆଇନ୍ ମନ୍ତ୍ରୀ ପ୍ରତାପ ଜେନା ମୁଖ୍ୟଅତିଥି ଭାବେ ଯୋଗଦେଇ ୧୪କୋଟି ଟଙ୍କା ବ୍ୟୟରେ…

Read More

‘ଓଡ଼ିଶାରେ ଭତ୍ତା ହିତାଧିକାରୀଙ୍କୁ ୫ଶହ ଟଙ୍କା ପରିବର୍ତ୍ତେ ୧ହଜାର ଟଙ୍କା ଦେବାକୁ ଦାବି’

‘ଓଡ଼ିଶାରେ ଭତ୍ତା ହିତାଧିକାରୀଙ୍କୁ ୫ଶହ ଟଙ୍କା ପରିବର୍ତ୍ତେ ୧ହଜାର ଟଙ୍କା ଦେବାକୁ ଦାବି’ କଟକ(ଏନ୍‌.ଏମ୍‌.): ପଡ଼ୋଶୀ ରାଜ୍ୟ ଆନ୍ଧ୍ର ଓ ତେଲେଙ୍ଗାନାରେ ବୃଦ୍ଧ, ବିଧବା ଓ ଭିନ୍ନକ୍ଷମମାନଙ୍କୁ ୨୨୫୦ଟଙ୍କା ଭତ୍ତା ଦିଆ ଯାଉଥିବା ବେଳେ ଓଡ଼ିଶାରେ ମାତ୍ର ୫୦୦ ଟଙ୍କା ଦିଆଯିବା ଦୁର୍ଭାଗ୍ୟଜନକ ବୋଲି ଅଖିଳ ଓଡ଼ିଶା ବୃଦ୍ଧ, ବିଧବା, ଭିନ୍ନକ୍ଷମ ମହାସଂଘ ପକ୍ଷରୁ ଅଭିଯୋଗ ହୋଇଛି । ଏଥିରେ ଜଣେ ଲୋକ ଏକ ମାସ ଚଳିବା ଅସମ୍ଭବ ବୋଲି ମହାସଂଘ କହିଛି । ଏହାର ପ୍ରତିବାଦରେ…

Read More

ଜଗତପୁରରେ ପୁଣି ନକଲି ସିମେଣ୍ଟ କାରଖାନା ଠାବ: ଟ୍ରକ ଜବତ, ଜଣେ ଅଟକ

ଜଗତପୁରରେ ପୁଣି ନକଲି ସିମେଣ୍ଟ କାରଖାନା ଠାବ: ଟ୍ରକ ଜବତ, ଜଣେ ଅଟକ ଜଗତପୁର(ଏନ୍‌.ଏମ୍‌.): ଜଗତପୁର ଅଞ୍ଚଳରେ ପୁଣି ଏକ ନକଲି ସିମେଣ୍ଟ କାରଖାନା ଠାବ । ଏହି ଅଞ୍ଚଳରେ ପୂର୍ବରୁ ଏକାଧିକ ନକଲି ସିମେଣ୍ଟ କାରଖାନା ଚଢ଼ାଉ କରାଯାଇଥିଲେ ବି ଏହାକୁ ସମ୍ପୂର୍ଣ୍ଣ ଭାବେ ବନ୍ଦ କରିବାକୁ ପ୍ରଶାସନ ଅକ୍ଷମ ହୋଇଛି । ଯାହାଦ୍ୱାରା ଅସାଧୁ ବ୍ୟକ୍ତିମାନେ ବିଭିନ୍ନ ନାମୀଦାମୀ କମ୍ପାନୀର ପ୍ୟାକେଟରେ ନିମ୍ନମାନର ସାମଗ୍ରୀ ଭର୍ତ୍ତି କରି ଗ୍ରାହକଙ୍କ ଠକୁଥିବା ଜଣାପଡ଼ିଛି । ସୂଚନା…

Read More

ଔଷଧ ଖାଇବାକୁ ମନେପକାଇଦେବ ନୂଆ ଆପ ‘ନିମାଇ’

ଔଷଧ ଖାଇବାକୁ ମନେପକାଇଦେବ ନୂଆ ଆପ ‘ନିମାଇ’ ଭୁବନେଶ୍ୱର(ଏନ୍‌.ଏମ୍‌.): ଆଧୁନିକ ଯୁଗରେ ଚିକିତ୍ସା କ୍ଷେତ୍ରରେ ଆଉ ଏକ ସଫଳତା । ଔଷଧ ଖାଇବା ପାଇଁ ମନେପକାଇ ଦେବ ସ୍ୱତନ୍ତ୍ର ଆପ । ଏନେଇ ପ୍ରସ୍ତୁତ ହୋଇଛି ସ୍ୱତନ୍ତ୍ର ଆପ ‘ନିମାଇ’ । ଯେ କୌଣସି ରୋଗ ହେଉନା କାହିଁକି ସଠିକ ସମୟରେ ଔଷଧ ଖାଇବାକୁ ସହାୟତା କରିବ ଏହି ଆପ । ଏହାକୁ ପ୍ରସ୍ତୁତ କରିଛନ୍ତି ଆଇଆଇଟି ଖଡ଼ଗପୁରର କମ୍ପ୍ୟୁଟର ବିଜ୍ଞାନ ତଥା ଏମ. ଟେକ ବିକ୍ରମ…

Read More

ହାଇକୋର୍ଟରେ ଆଇଜୀବୀମାନେ ବିଚାରପତିଙ୍କୁ ଉପସର୍ଗ ନଲଗାଇ କେବଳ ସାର୍ ବୋଲି କହିପାରିବେ !

ହାଇକୋର୍ଟରେ ଆଇଜୀବୀମାନେ ବିଚାରପତିଙ୍କୁ ଉପସର୍ଗ ନଲଗାଇ କେବଳ ସାର୍ ବୋଲି କହିପାରିବେ ! କଟକ(ଏନ୍‌.ଏମ୍‌.): ଆଇନଜୀବୀମାନେ ହାଇକୋର୍ଟର ବିଚାରପତିଙ୍କୁ ଆଉ ମାଇଁ ଲର୍ଡ, ଇୟୋର ଲର୍ଡସିପ୍ ଓ ଇୟୋର ଅନର୍ ବୋଲି ସମ୍ବୋଧନ ନକରିବାକୁ ଓଡ଼ିଶା ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କ ପକ୍ଷରୁ ଅନୁରୋଧ କରାଯାଇଛି । ଏହା ବଦଳରେ ହାଇକୋର୍ଟରେ ମାମଲା ଶୁଣାଣି ସମୟରେ ବିଚାରପତିଙ୍କୁ ଆଇନଜୀବୀ ଓ ପକ୍ଷମାନେ ସାର ବୋଲି ସମ୍ବୋଧନ କରି ପାରିବେ । ନୂଆବର୍ଷ ପରେ ଆଜିଠାରୁ ହାଇକୋର୍ଟ ଖୋଲିଥିବାବେଳେ ପ୍ରକାଶିତ…

Read More

ଜଗତପୁର ତାଲା ଭାଙ୍ଗି ସୁନା ଅଳଙ୍କାର ଓ ନଗଦ ଟଙ୍କା ଲୁଟ ଘଟଣାର ଚତୁର୍ଥ ଅଭିଯୁକ୍ତ ଗିରଫ

ଜଗତପୁର ତାଲା ଭାଙ୍ଗି ସୁନା ଅଳଙ୍କାର ଓ ନଗଦ ଟଙ୍କା ଲୁଟ ଘଟଣାର ଚତୁର୍ଥ ଅଭିଯୁକ୍ତ ଗିରଫ କଟକ(ଏନ୍‌.ଏମ୍‌.): ଜଗତପୁର ଥାନା ଅନ୍ତର୍ଗତ ଗୁଞ୍ଜରପୁର ଗ୍ରାମର ସାଏରା ବିବିଙ୍କ ଘରୁ ତାଲା ଭାଙ୍ଗି ସୁନା ଅଳଙ୍କାର ଓ ଲକ୍ଷାଧିକ ଟଙ୍କା ଲୁଟ ଘଟଣାରେ ସମ୍ପୃକ୍ତ ଚତୁର୍ଥ ଫେରାର ଆସାମୀକୁ ଆଜି ଜଗତପୁର ଥାନା ପୁଲିସ ଗିରଫ କରିଛି । ଗିରଫ ସହମରେ ଅଭିଯୁକ୍ତ ନିକଟରୁ ନଗଦ ୪୫ ହଜାର ଟଙ୍କା ଜବତ ହୋଇଥିବା ଜଣାପଡ଼ିଛି । ପୁଲିସ…

Read More

କଟକ ସହରର ବିଭିନ୍ନ ପ୍ରକଳ୍ପ ତଥା ସମସ୍ୟା ଓ ସମାଧନ ନେଇ ସମୀକ୍ଷା କଲେ ମନ୍ତ୍ରୀ ପ୍ରତାପ ଜେନା

କଟକ ସହରର ବିଭିନ୍ନ ପ୍ରକଳ୍ପ ତଥା ସମସ୍ୟା ଓ ସମାଧନ ନେଇ ସମୀକ୍ଷା କଲେ ମନ୍ତ୍ରୀ ପ୍ରତାପ ଜେନା କଟକ (ଏନ୍‌.ଏମ୍‌): କଟକ ସହରର ବିଭିନ୍ନ ପ୍ରକଳ୍ପ ତଥା ସମସ୍ୟା ଓ ସମାଧାନ ନେଇ ସମୀକ୍ଷା କରିଛନ୍ତି ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା । ବିଶେଷ କରି କଟକ ସହରରେ ଜନସାଧାରଣ ବିଭିନ୍ନ ସମସ୍ୟାରେ ରହିଥିବା ବେଳେ ଏହାର ତୁରନ୍ତ ସମାଧାନ ଦିଗରେ ପଦକ୍ଷେପ ନେବାକୁ ମନ୍ତ୍ରୀ ଶ୍ରୀ ଜେନା ନିର୍ଦ୍ଦେଶ ଦେଇଛନ୍ତି । ଏଥି…

Read More