ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଓ ମହାନ ବିପ୍ଳବୀ ସୁରେନ୍ଦ୍ର ସାଏଙ୍କ ଜୟନ୍ତୀ

ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଓ ମହାନ ବିପ୍ଳବୀ ସୁରେନ୍ଦ୍ର ସାଏଙ୍କ ଜୟନ୍ତୀ ଭୁବନେଶ୍ୱର(ଏନ୍‌.ଏମ୍‌.): ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଭାରତର ସ୍ୱାଧୀନତା ସଂଗ୍ରାମର ସୁଦୀର୍ଘ ଇତିହାସରେ ଥିଲେ ଜଣେ ସଂକଳ୍ପବଦ୍ଧ, ସ୍ଥିର, ଅବିଚଳିତ ଏବଂ ଅତ୍ମପ୍ରତ୍ୟୟୀ ଯାତ୍ରୀ । କଟକରୁ ସୁଦୂର ବିଲାତ ଏବଂ ପୁନଃ ଭାରତ ଫେରି ସ୍ୱାଧୀନତା ସଂଗ୍ରାମର ମଙ୍ଗ ଧରିବାର ଦୁର୍ବାର ଯାତ୍ରାପଥ କେତେ ଯେ କଣ୍ଟକିତ ଥିଲା ତାହା ଅକଳନୀୟ । ଦେଶକୁ ସ୍ୱାଧୀନ କରିବାକୁ ନେତାଜୀଙ୍କର ଥିଲା ସ୍ୱତନ୍ତ୍ର…

Read More

ଚୌଦ୍ୱାରରେ ‘ଜାଗା ସମ୍ପର୍କ’ କାର୍ଯ୍ୟକ୍ରମ

ଚୌଦ୍ୱାରରେ ‘ଜାଗା ସମ୍ପର୍କ’ କାର୍ଯ୍ୟକ୍ରମ ଟାଙ୍ଗୀ-ଚୌଦ୍ୱାର(ଏନ୍‌.ଏମ୍‌.) : ଚୌଦ୍ୱାର ପୌରାଞ୍ଚଳରେ ଜାଗା ସମ୍ପର୍କ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ସରକାରଙ୍କ ୫ଟି ଯୋଜନା ମାଧ୍ୟମରେ ରାଜ୍ୟରେ ଥିବା ବସ୍ତି ବାସିନ୍ଦାମାନଙ୍କର ଦକ୍ଷତା ବୃଦ୍ଧି ପାଇଁ ‘ଜାଗା ସମ୍ପର୍କ’ ଭଳି ଏକ କାର୍ଯ୍ୟକ୍ରମ କରାଯାଉଥିବାବେଳେ ଚୌଦ୍ୱାର ପୌରପାଳିକା ୧୦ନମ୍ବର ୱାର୍ଡ଼ ସ୍ଥିତ ଯଯାତୀ କେଶରୀ କ୍ଲବ୍ ପରିସରରେ ପୌର ନିର୍ବାହୀ ଅଧିକାରୀ ପବିତ୍ର କୁମାର ବେହେରାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଜିଲ୍ଲା ସହରାଞ୍ଚଳ…

Read More

ଏସସିବିରୁ ସୁରଟକୁ ଏୟାର ଲିଫ୍ଟିଂ ହେଲେ ଗୁରୁତର ରୋଗୀ

ଏସସିବିରୁ ସୁରଟକୁ ଏୟାର ଲିଫ୍ଟିଂ ହେଲେ ଗୁରୁତର ରୋଗୀ କଟକ(ଏନ୍‌.ଏମ୍‌.): କଟକ ବଡ଼ମେଡ଼ିକାଲ(ଏସସିବି)ରୁ ଜଣେ ଗୁରୁତର ରୋଗୀଙ୍କୁ ଏୟାର ଲିଫ୍ଟିଙ୍ଗ କରାଯାଇଛି । ରୋଗୀର ଯେଭଳି କୌଣସି ଅସୁବିଧା ନହୁଏ ସେଥିଲାଗି ଏସସିବିରୁ ଭୁବନେଶ୍ୱର ପର୍ଯ୍ୟନ୍ତ ପୁଲିସ ଏସ୍କର୍ଟରେ ଗ୍ରୀନ କରିଡର କରାଯାଇଥିଲା । ଏଥିଲାଗି କଟକରୁ ଭୁବନେଶ୍ୱର ବିମାନବନ୍ଦର ଯାଏଁ ହାଇଆଲର୍ଟ ଜାରି ହୋଇଥିଲା । ଏୟାର ଆମ୍ବୁଲାନ୍ସରେ ରୋଗୀ ଜଣକ ବିମାନବନ୍ଦର ଯାଏଁ ଯାଇଥିଲେ । ଗୁରୁତର ରୋଗୀ ଜଣକ ଇନ୍ଦ୍ରମଣି ପାଣି ଏବଂ…

Read More

ପୁଣି ଜଗତପୁର ଅଞ୍ଚଳରେ ଏକ ନକଲି ମସଲା କାରଖାନାରେ ଚଢ଼ାଉ

ପୁଣି ଜଗତପୁର ଅଞ୍ଚଳରେ ଏକ ନକଲି ମସଲା କାରଖାନାରେ ଚଢ଼ାଉ କଟକ(ଏନ୍‌.ଏମ୍‌.): ନକଲି ସାମଗ୍ରୀ ତିଆରିର ପେଣ୍ଠସ୍ଥଳ ପାଲଟିଛି କଟକ । କଟକ ସହର ହେଉବା ଜିଲ୍ଲାର ବିଭିନ୍ନ ଅଞ୍ଚଳ ସବୁଆଡେ ତିଆରି ଚାଲିଛି କିଛିନା କିଛି ନକଲି ତଥା ଭେଜାଲ ସାମଗ୍ରୀ । ଖାଦ୍ୟ ସାମଗ୍ରୀ ଠାରୁ ଆରମ୍ଭ କରି ପୂଜା ସାମଗ୍ରୀ ଓ ଘରତିଆରି ସାମଗ୍ରୀ; ସେ ସବୁ ପ୍ରସ୍ତୁତକାରୀଙ୍କ ପାଇଁ କଟକ ସତେ ଯେମିତି ରାଜଧାନୀ ପାଲଟି ଯାଉଛି । ନିକଟ ଅତିତରେ…

Read More

କଟକ ନଗର ୩ ନମ୍ବର ୱାର୍ଡ କଂଗ୍ରେସ କମିଟି ବୈଠକ

କଟକ ନଗର ୩ ନମ୍ବର ୱାର୍ଡ କଂଗ୍ରେସ କମିଟି ବୈଠକ କଟକ(ଏନ୍‌.ଏମ୍‌.): କଟକ ନଗର (ଜିଲ୍ଲା) କଂଗ୍ରେସ କମିଟର ଏକ ବୈଠକ ସ୍ଥାନୀୟ ଧବଳେଶ୍ୱର ଗଡ଼ାଠାରେ ଅନୁଷ୍ଠିତ ହୋଇଯାଇଛି । କଂଗ୍ରେସ ନେତ୍ରୀ ନୟନା ନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ବାରବାଟୀ-କଟକ ବିଧାୟକ ଇଂ. ମହମ୍ମଦ ମୋକିମ ଯୋଗଦେଇ କଂଗ୍ରେସ କର୍ମୀମାନେ ୱାର୍ଡ ଅଞ୍ଚଳବାସୀଙ୍କ ମୌଳିକ ସମସ୍ୟା ସମାଧାନ ପାଇଁ ଉତ୍ସର୍ଗୀକୃତ ମନୋଭାବ ପୋଷଣ କରିବାକୁ ଗୁରୁତ୍ୱ ଦେଇଥିଲେ । ଏହି ଅବସରରେ ବିଧାୟକଙ୍କ ଉଦ୍ୟମରେ…

Read More

ମୁଖ୍ୟମନ୍ତ୍ରୀଙ୍କ ଚିଠି ଲେଖିଲେ ଶିକ୍ଷାବିତ: କୋକୋକୁ ତାର ପାଳନକର୍ତ୍ତୀଙ୍କୁ ଫେରାଅ

ମୁଖ୍ୟମନ୍ତ୍ରୀଙ୍କ ଚିଠି ଲେଖିଲେ ଶିକ୍ଷାବିତ: କୋକୋକୁ ତାର ପାଳନକର୍ତ୍ତୀଙ୍କୁ ଫେରାଅ କଟକ(ଏନ୍‌.ଏମ୍‌.): ଜଙ୍ଗଲ ଓ ପରିବେଶ ବିଭାଗ ଜବତ କରିଥିବା ପୋଷାଶୁଆ ‘କୋକୋ’କୁ ତା’ର ପାଳନକର୍ତ୍ତୀଙ୍କୁ ଫେରାଇଦେବା ପାଇଁ ନିର୍ଦ୍ଦେଶ ଦେବା ଲାଗି ରାଜ୍ୟର ସାତଜଣ ଶିକ୍ଷାବିତ୍‍ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି । ଜଙ୍ଗଲ ବିଭାଗ ଅଧିକାରୀମାନଙ୍କ କାର୍ଯ୍ୟକୁ ‘ଅସମ୍ବେଦନଶୀଳ’ ବୋଲି ଦର୍ଶାଇ ଶିକ୍ଷାବିତ୍‍ମାନେ ଲେଖିଛନ୍ତି ଯେ, ଆଇନର ଦ୍ୱାହିଦେଇ ଅମାନୁଷିକ କାମ କରିବା ଠିକ ନୁହେଁ । ଅଧିକାରୀମାନେ ଜାଣିରଖିବା…

Read More

ଭୁବନେଶ୍ୱରରେ ମୋଗଲାଇ ସ୍ପେଶାଲ କରିମ ରେଷ୍ଟୁରାଣ୍ଟର ଶୁଭାରମ୍ଭ

ଭୁବନେଶ୍ୱରରେ ମୋଗଲାଇ ସ୍ପେଶାଲ କରିମ ରେଷ୍ଟୁରାଣ୍ଟର ଶୁଭାରମ୍ଭ ଭୁବନେଶ୍ୱର(ଏନ୍‌.ଏମ୍‌.): ଭାରତ ହେଉଛି ଏକ ଖାଦ୍ୟପ୍ରିୟ ଦେଶ , ଏହି ଦେଶର ଏକ ଏପରି ଖାଦ୍ୟପେୟ ସଂସ୍ଥା ରହିଛି ଯାହା ବିଗତ ୧୦୦ ବର୍ଷ ରୁ ଉର୍ଦ୍ଧ୍ୱ ସମୟ ଧରି ଲୋକଙ୍କ ମନରେ ଏକ ନୂଆ ଧାରଣ ଜନ୍ମେଇଛ ଯେ ଭଲ ଖାଇବା ଦେଲେ ଭଲ ସମ୍ପର୍କ ସାଙ୍ଗକୁ ବ୍ୟବସାୟ ମଧ୍ୟ ଭଲ ଭାବରେ ଆଗକୁ ବଢ଼ିଥାଏ ବୋଲି କରିମ ରେଷ୍ଟୁରାଣ୍ଟର ( ଦିଲ୍ଲୀ ଜାମା ମସଜିଦ) ପ୍ରତିଷ୍ଠାତା…

Read More

ରାଜସ୍ୱ ବିଭାଗର ସମୀକ୍ଷା ବୈଠକ : ଜାତୀୟ ରାଜପଥ ସମ୍ପ୍ରସାରଣ ପାଇଁ ଜମି ଅଧିଗ୍ରହଣ ତ୍ୱରାନ୍ୱିତ ହେବ

ରାଜସ୍ୱ ବିଭାଗର ସମୀକ୍ଷା ବୈଠକ : ଜାତୀୟ ରାଜପଥ ସମ୍ପ୍ରସାରଣ ପାଇଁ ଜମି ଅଧିଗ୍ରହଣ ତ୍ୱରାନ୍ୱିତ ହେବ ଭୁବନେଶ୍ୱର(ଏନ୍‌.ଏମ୍‌.): ରାଜ୍ୟରେ ଚାଲୁ ରହିଥିବା ଜାତୀୟ ରାଜପଥର ସମ୍ପ୍ରସାରଣ କ୍ଷେତ୍ରରେ ଜମି ଅଧିଗ୍ରହଣ ଦିଗରେ ରହିଥିବା ଅସୁବିଧା ଦୂର କରିବା ସହ ନିର୍ଦ୍ଧାରିତ ସମୟରେ ଏହି ରାସ୍ତା କାର୍ଯ୍ୟ ସମ୍ପୂର୍ଣ୍ଣ କରିବା ପାଇଁ ରାଜସ୍ୱ ବିଭାଗର ଅତିରିକ୍ତ ମୁଖ୍ୟଶାସନ ସଚିବ ସତ୍ୟବ୍ରତ ସାହୁଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସମସ୍ତ ଜିଲ୍ଲାର ଅତିରିକ୍ତ…

Read More

ଧନଞ୍ଜୟ ହେଲେ କୋଣାର୍କ ପ୍ରେସ କ୍ଲବ ସଭାପତି

ଧନଞ୍ଜୟ ହେଲେ କୋଣାର୍କ ପ୍ରେସ କ୍ଲବ ସଭାପତି କୋଣାର୍କ(ଏନ୍‌.ଏମ୍‌.): କୋଣାର୍କ ପ୍ରେସ କ୍ଲବର ନୂତନ କର୍ମକର୍ତ୍ତା ନିର୍ବାଚନ ହୋଇଯାଇଛି । ଏହି ଅବସରରେ ସ୍ଥାନୀୟ କୋଣାର୍କ ସ୍ଥିତ ମଙ୍ଗୁଳେଶ୍ୱର ମହାଦେବଙ୍କ ପୀଠରେ ସମସ୍ତ ସାମ୍ବାଦିକଙ୍କୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା । ତେବେ ସମସ୍ତ ସଭ୍ୟଙ୍କ ସର୍ବ ସମ୍ମତି କ୍ରମେ କୋଣାର୍କ ସମାଜ ପ୍ରତିନିଧି ଧନଞ୍ଜୟ ବେହେରାଙ୍କୁ ସଭାପତି ଭାବେ ମନୋନୀତ କରାଯାଇଛି । ସେହିପରି ବିଶ୍ୱଜିତ ରାଉତରାୟ ଉପସଭାପତି, ବିଚିତ୍ର ଓଝା ସମ୍ପାଦକ,…

Read More

ଅଙ୍ଗଦାନ ଶିବିର ପାଇଁ ଓଡିଶା-ମୋ ପରିବାରର ପ୍ରସ୍ତୁତି ବୈଠକ

ଅଙ୍ଗଦାନ ଶିବିର ପାଇଁ ଓଡିଶା-ମୋ ପରିବାରର ପ୍ରସ୍ତୁତି ବୈଠକ କଟକ(ଏନ୍‌.ଏମ୍‌.): ଓଡିଶା-ମୋ ପରିବାର ଆନୁକୂଲ୍ୟରେ ଆବାହକ ଶ୍ରୀଯୁକ୍ତ ଅରୂପ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଆଜି ଅଙ୍ଗଦାନ ଶିବିରର ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଭାରତ ଶରୀର ଓ ଅଙ୍ଗଦାନ ସମିତି ସଭାପତି ଡକ୍ଟର ପ୍ରଭାସ ଆଚାର୍ଯ୍ୟଙ୍କ ସହ ଓଡ଼ିଶା ମୋ ପରିବାରର ଯୁଗ୍ମ ସଂପାଦକ ରୁଦ୍ର ନାରାୟଣ ସାମନ୍ତରାୟ ଏବଂ କଟକ ସହର ଜୀବନବିନ୍ଦୁ ସଂଯୋଜକ ରଞ୍ଜନ କୁମାର ବିଶ୍ୱାଳ ଓ ଅନ୍ୟ…

Read More

ରଞ୍ଜନ କୁମାର ବିଶ୍ୱାଳଙ୍କ ନେତୃତ୍ୱରେ ରକ୍ତଦାନ: ଶୀର୍ଷରେ ରହିଛି କଟକ

ରଞ୍ଜନ କୁମାର ବିଶ୍ୱାଳଙ୍କ ନେତୃତ୍ୱରେ ରକ୍ତଦାନ: ଶୀର୍ଷରେ ରହିଛି କଟକ କଟକ(ଏନ୍‌.ଏମ୍‌.): ରାଜ୍ୟରେ ରକ୍ତ ଅଭାବ ଯୋଗୁଁ କାହାରି ପ୍ରାଣ ନଯାଉ । ଏହି ଚିନ୍ତାଧାରା ନେଇ ରାଜ୍ୟସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଛି ଜୀବନବିନ୍ଦୁ କାର୍ଯ୍ୟକ୍ରମ । ଏହି କାର୍ଯ୍ୟକ୍ରମ ଜରିଆରେ ରାଜ୍ୟର ସ୍ୱେଚ୍ଛାକୃତ ରକ୍ତଦାତାଙ୍କ ଠାରୁ ହଜାର ହଜାର ୟୁନିଟ ରକ୍ତ ସଂଗ୍ରହ କରାଯିବା ସହ ଶହଶହ ଲୋକଙ୍କ ଚିକିତ୍ସାକ୍ଷେତ୍ରରେ ରକ୍ତର ଅଭାବକୁ ଦୂର କରାଯାଇ ପାରିଛି । ତେବେ ଏହି ଜୀବନବିନ୍ଦୁ କାର୍ଯ୍ୟକ୍ରମକୁ ଆଗେଇ…

Read More

ଜୀବନ ପାଇଁ ଆରମ୍ଭ ହୋଇଛି ବନ୍ୟଜନ୍ତୁ ଓ ମଣିଷଙ୍କ ଯୁଦ୍ଧ : ଗୁପ୍ତାଙ୍ଗକୁ କାମୁଡ଼ି ଦେଲା ବାରହା

ଜୀବନ ପାଇଁ ଆରମ୍ଭ ହୋଇଛି ବନ୍ୟଜନ୍ତୁ ଓ ମଣିଷଙ୍କ ଯୁଦ୍ଧ : ଗୁପ୍ତାଙ୍ଗକୁ କାମୁଡ଼ି ଦେଲା ବାରହା ଢେଙ୍କାନାଳ (ଏନ୍‌.ଏମ୍‌.): ଏବେ ଆରମ୍ଭ ହୋଇଯାଇଛି ବନ୍ୟ ଜନ୍ତୁଙ୍କ ସହ ମଣିଷଙ୍କ ମଧ୍ୟରେ ଏକ ପ୍ରକାର ଯୁଦ୍ଧ । ନିଜେ ନିଜର ଜୀବନ ବଞ୍ଚାଇବା ପାଇଁ ଉଭୟଙ୍କ ମଧ୍ୟରେ ଆରମ୍ଭ ହୋଇଛି ଏହି ଯୁଦ୍ଧ । କେଉଁଠି ବନ୍ୟଜନ୍ତୁ ବଳି ପଡ଼ି ଯାଉଛି ତ ଆଉ କେଉଁଠି ବନ୍ୟଜନ୍ତୁଙ୍କ ଦ୍ୱାରା ମଣିଷ । ତଥାପି ଚେତୁନାହିଁ ମାନବ ସମାଜ…

Read More