ଓଡ଼ିଶା ହାଇକୋର୍ଟରେ ଯୋଗଦେବେ ୪ଜଣ ନୂତନ ବିଚାରପତି

ଓଡ଼ିଶା ହାଇକୋର୍ଟରେ ଯୋଗଦେବେ ୪ଜଣ ନୂତନ ବିଚାରପତି କଟକ(ଏନ୍‌.ଏମ୍‌.): ଓଡ଼ିଶା ହାଇକୋର୍ଟରେ ଯୋଗଦେବେ ୪ଜଣ ନୂତନ ବିଚାରପତି । ଏ ନେଇ ଆଜି ସୁପ୍ରିମକୋର୍ଟଙ୍କ କଲେଜିୟମ ପକ୍ଷରୁ ଘୋଷଣା କରାଯାଇଛି । ୪ଜଣ ବରିଷ୍ଠ ଆଇନଜୀବୀଙ୍କୁ ବିଚାପତି ଭାବେ ନିଯୁକ୍ତି ଦିଆଯିବା ପାଇଁ ଯାଇଥିବା ପ୍ରସ୍ତାବକୁ କଲେଜିୟମରୁ ଅନୁମୋଦନ ମିଳିଛି । ତେବେ ପ୍ରକାଶିତ ୪ଜଣଙ୍କ ନାମ ମଧ୍ୟରେ ଭି. ନରସିଂହ, ସଞ୍ଜୟ କୁମାର ମିଶ୍ର, ବିରଜା ପ୍ରସନ୍ନ ଶତପଥୀ, ଶ୍ରୀରମଣ ମୁରହରି ଓରଫ ଏମ.ଏମ. ରମଣ…

Read More

ଏସସିବି କୋଭିଡ ୱାର୍ଡରେ ଖଟିଆରୁ ଖସିପଡି ବୃଦ୍ଧ ଗୁରୁତର

ଏସସିବି କୋଭିଡ ୱାର୍ଡରେ ଖଟିଆରୁ ଖସିପଡି ବୃଦ୍ଧ ଗୁରୁତର କଟକ(ଏନ୍‌.ଏମ୍‌.): ଏସସିବି ମେଡିକାଲର କୋଭିଡ ୱାର୍ଡରେ ଚିକିତ୍ସାଧୀନ ଜଣେ ବୃଦ୍ଧ ଖଟିଆରୁ ଖସି ପଡି ଗୁରୁତର ଭାବେ ଆହତ ହୋଇଛନ୍ତି । ଏହି ଘଟଣା ପାଇଁ ମେଡିକାଲ କର୍ମଚାରୀଙ୍କୁ ଦାୟୀ କରି ରୋଗୀ ସମ୍ପର୍କୀୟମାନେ ହୋହାଲ୍ଲା କରିଥିଲେ । ଖବର ପାଇ ମେଡିକାଲ ଫାଣ୍ଡି ପୁଲିସ ପହଞ୍ôଚ ବୁଝାସୁଝା ପରେ ପରିସ୍ଥିତି ଶାନ୍ତ ପଡିଥିଲା । ସୂଚନା ଅନୁଯାୟୀ, କେନ୍ଦ୍ରାପଡା ଜିଲ୍ଲା ନାଲିକଣା ଗ୍ରାମର ଶିବପ୍ରସାଦ ପ୍ରଧାନ(୮୧)ଙ୍କୁ…

Read More

ଚୌଦ୍ୱାରରେ ଚକ୍ଷୁଚିକିତ୍ସା ଶିବିର

ଚୌଦ୍ୱାରରେ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଟାଙ୍ଗୀ-ଚୌଦ୍ୱାର(ଏନ୍‌.ଏମ୍‌.): ଚୌଦ୍ୱାର ବଡ଼ବଜାର ସ୍ଥିତ ଶ୍ରୀ ଶ୍ରୀ ସତ୍ୟନାରାୟଣ ପାଲାମଣ୍ଡପ ଠାରେ ଏକ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି । ଲିଗାଲ ଏଡ୍ ୱାର୍କସ ଏବଂ ଚଣ୍ଡିଖୋଲସ୍ଥିତ ସାଇ ନେତ୍ର ମନ୍ଦିର ଚକ୍ଷୁ ଚିକିତ୍ସାଳୟର ମିଳିତ ଆନୁକୁଲ୍ୟରେ ଏହି ଶିବିର ଆୟୋଜନ ହୋଇଥିଲା । ଏହି ଶିବିରରେ ଶତାଧିକ ଅସହାୟ ବୃଦ୍ଧ ଏବଂ ବୃଦ୍ଧାମାନଙ୍କର ମାଗଣା ଚକ୍ଷୁ ପରୀକ୍ଷା ସହ ମୋତିଆବିନ୍ଦୁର ପରୀକ୍ଷଣ କରାଯାଇଛି । ଏହି…

Read More

ଯୁବ ସାମ୍ୱାଦିକ ଚନ୍ଦନ ମଲ୍ଲିକଙ୍କୁ ଉତ୍କଳ ସାମ୍ବାଦିକ ଗୌରବ ସମ୍ମାନ

ଯୁବ ସାମ୍ୱାଦିକ ଚନ୍ଦନ ମଲ୍ଲିକଙ୍କୁ ଉତ୍କଳ ସାମ୍ବାଦିକ ଗୌରବ ସମ୍ମାନ କଟକ(ଏନ୍‌.ଏମ୍‌.): ଯୁବ ସାମ୍ବାଦିକ ଚନ୍ଦନ ମଲ୍ଲିକଙ୍କୁ ତାଙ୍କ ଉଲ୍ଲେଖନୀୟ କୃତିତ୍ୱ ନେଇ କଟକ ସଦର ବ୍ଲକର ଅଗ୍ରଣୀ ସାମାଜିକ ସଂଗଠନ ଉତ୍କଳ ବିକାଶ ପରିଷଦ(ଉବିପ) ପକ୍ଷରୁ ସାମ୍ବାଦିକ ଗୌରବ ସମ୍ମାନ – ୨୦୨୨ ପ୍ରଦାନ କରାଯାଇଛି । ସୂଚନାଯୋଗ୍ୟ ଚନ୍ଦନ ମଲ୍ଲିକ କଟକ ଜିଲ୍ଲାର ବରିଷ୍ଠ ଫଟୋ ସାମ୍ବାଦିକ ସରୋଜ କୁମାର ମଲ୍ଲିକଙ୍କ ସୁପୁତ୍ର ଅଟନ୍ତି ଏବଂ ପୂର୍ବରୁ ସେ ସରସ୍ୱତୀ କଳା ପରିଷଦ କନ୍ଦରପୁର,…

Read More

ଚାଇଲଡ ଆଣ୍ଡ ଉଇମେନ ଡେଭଲପମେଣ୍ଟ ସୋସାଇଟିର ଲୋଗୋ ଉନ୍ମୋଚିତ ନିଜକୁ ଅନ୍ୟ ଭିତରେ ଅନୁଭବିବା ହିଁ ଆଧ୍ୟାତ୍ମିକତା: ରାଜ୍ୟପାଳ ଭୁବନେଶ୍ୱର(ଏନ୍‌.ଏମ୍‌.): ପ୍ରତ୍ୟେକ ମଣିଷ ଇଶ୍ୱରଙ୍କ ଅଂଶବିଶେଷ ଏବଂ ଏହି ଚେତନାର ବ୍ୟାପକ ପ୍ରସାର ହେବା ଦରକାର । ନିଜକୁ ଅନ୍ୟ ଭିତରେ ଅନୁଭବ କରିବା ହିଁ ଆଧ୍ୟାତ୍ମିକତା । ଅନ୍ୟର ସେବାରେ ଯେଉଁ ଆନନ୍ଦ ମିଳେ ତା’ର ବିକଳ୍ପ ନାହିଁ । ଜନତାର ସେବା ହିଁ ଜଗନ୍ନାଥଙ୍କ ସେବା ବୋଲି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ପ୍ରକାଶ…

Read More

ଅଭିନେତ୍ରୀ ରଚନା ବାନାର୍ଜୀ ଏଥର ଅନୁଭବଙ୍କ ସହ କରିବେ ଦାଦାଗିରି ହୃଦୟରୁ

ଅଭିନେତ୍ରୀ ରଚନା ବାନାର୍ଜୀ ଏଥର ଅନୁଭବଙ୍କ ସହ କରିବେ ଦାଦାଗିରି ହୃଦୟରୁ ଭୁବନେଶ୍ୱର(ଏନ୍‌.ଏମ୍‌.): ଅଭିନେତା ଅନୁଭବଙ୍କ ଦାଦାଗିରି ଧିରେ ଧିରେ ଓଡ଼ିଆ ଦର୍ଶକଙ୍କ ହୃଦୟକୁ ଛୁଇଁ ସାରିଲାଣି । ପ୍ରଥମ ଖେଳିଲେ ଓଡିଆର ବିଭିନ୍ନ ସ୍ଥାନରୁ ବଛା ବଛା ଦର୍ଶକ । ତାପରେ ଜୀ ସାର୍ଥକର ଲୋକପ୍ରିୟ ଧାରାବାହିକ “ଝିଲି’ ଓ “ବିଜୟିନୀ’ର ମୁଖ୍ୟ କଳାକାର । ଆଉ ଏଥର ଚିର ପରିଚିତ ଓଡିଶା ବାସୀଙ୍କ ହୃଦୟର ରାଣୀ ଅଭିନେତ୍ରୀ ରଚନା ବାନାର୍ଜି । ନିଜର ସୁପରହିଟ୍…

Read More

ପୁରୀ ବଳାତ୍କାର ପୀଡିତାଙ୍କୁ ଏସସିବିରେ ଭେଟିଲେ ଶିଶୁ ସୁରକ୍ଷା ଅଧିକାରୀ ଆୟୋଗ କମିଶନ

ପୁରୀ ବଳାତ୍କାର ପୀଡିତାଙ୍କୁ ଏସସିବିରେ ଭେଟିଲେ ଶିଶୁ ସୁରକ୍ଷା ଅଧିକାରୀ ଆୟୋଗ କମିଶନ କଟକ(ଏନ୍‌.ଏମ୍‌.): କଟକ ବଡ଼ମେଡ଼ିକାଲ(ଏସସିବି)ରେ ଚିକିତ୍ସିତ ପୁରୀ ବଳାତ୍କାର ପୀଡ଼ିତା ନାବାଳିକାକୁ ଆଜି ରାଜ୍ୟ ଶିଶୁ ସୁରକ୍ଷା ଅଧିକାର ଆୟୋଗର କମିଶନ ଅଧ୍ୟକ୍ଷା ସଂଧ୍ୟାବତୀ ପ୍ରଧାନ ଭେଟିବା ସହ ପୀଡ଼ିତାଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ଡାକ୍ତରଙ୍କ ସହ ଆଲୋଚନା କରିଛନ୍ତି । ଏହି ପରିପ୍ରେକ୍ଷୀରେ ପୀଡ଼ିତାଙ୍କ ଚିକିତ୍ସା ଠିକ୍ ଭାବେ ହେଉଛି କି ନାହିଁ ସେ ସମ୍ପର୍କରେ ମଧ୍ୟ ପରିବାର ଲୋକଙ୍କ ଠାରୁ ପଚାରି ବୁଝିଥିଲେ…

Read More

କର୍କଟ ରୋଗର ଲକ୍ଷଣ, କାରଣ ଓ ନିରାକରଣ ସମ୍ପର୍କରେ ବିଶ୍ୱ ପ୍ରସିଦ୍ଧ ଇମ୍ୟୁନୋଥେରାପି ଡାକ୍ତର ଜମାଲ ଏ ଖାନ୍‌ଙ୍କ ସୂଚନା

କର୍କଟ ରୋଗର ଲକ୍ଷଣ, କାରଣ ଓ ନିରାକରଣ ସମ୍ପର୍କରେ ବିଶ୍ୱ ପ୍ରସିଦ୍ଧ ଇମ୍ୟୁନୋଥେରାପି ଡାକ୍ତର ଜମାଲ ଏ ଖାନ୍‌ଙ୍କ ସୂଚନା ଭୁବନେଶ୍ୱର(ଏନ୍‌.ଏମ୍‌.): ଭୁବନେଶ୍ୱରରେ ଏକ ସେମିନାରକୁ ସମ୍ବୋଧିତ କରି ବିଶ୍ୱ ପ୍ରସିଦ୍ଧ ଇମ୍ୟୁନୋଥେରାପି ଡାକ୍ତର ଜମାଲ ଏ ଖାନ କର୍କଟ ରୋଗର ଲକ୍ଷଣ, କାରଣ ଓ ନିରାକରଣ ସମ୍ପର୍କରେ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ଅଚାନକ ମୁଣ୍ଡ ବୁଲାଇବା, ବାନ୍ତି ହେବା, ପେଟ ଯନ୍ତ୍ରଣା ଓ ଦୃଷ୍ଟିଶକ୍ତିରେ ପରିବର୍ତ୍ତନ ଆଦି ସମସ୍ୟା ଆସିଲେ ଏହାକୁ…

Read More

ଚୌଦ୍ୱାର ଆଗ୍ରାହାଟରେ ହାତୀ ଆତଙ୍କ

ଚୌଦ୍ୱାର ଆଗ୍ରାହାଟରେ ହାତୀ ଆତଙ୍କ ଟାଙ୍ଗୀ-ଚୌଦ୍ୱାର(ଏନ୍‌.ଏମ୍‌.): ଟାଙ୍ଗୀ-ଚୌଦ୍ୱାର ବ୍ଲକ୍ ଅନ୍ତର୍ଗତ ଆଗ୍ରାହାଟ ପଞ୍ଚାୟତର କୁଜିବର ଗ୍ରାମ ସ୍ଥିତ ଭରାଣ୍ଡି ହୁଡ଼ାରେ ଦୁଇଟି ଦନ୍ତାହାତୀ ଆତଙ୍କ ଖେଳାଇଥିବା ଦେଖିବାକୁ ମିଳିଛି । ସ୍ଥାନୀୟ ଓଟିଏମ୍ କଲୋନୀ ଠାରୁ ଯାଜଭୈରବ ନୂଆଗାଁ ଦେଇ କୁଜିବରକୁ ଲାଗିଥିବା ଏହି ରାସ୍ତାରେ ଦୈନିକ ବହୁ ଯାତ୍ରୀ ଯିବା ଆସିବା କରୁଥିବାବେଳେ ହାତୀର ଉପସ୍ଥିତି ଯୋଗୁଁ ଯାତାୟତ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଥିବା ଜଣାପଡ଼ିଛି । ସୂଚନା ଯୋଗ୍ୟ ଯେ, ପ୍ରତି ବର୍ଷ ଏହି ଅଞ୍ଚଳକୁ…

Read More

ଷଷ୍ଠ ଦେବଦତ୍ତ ରାୟ ସ୍ମାରକୀ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଘାଟିତ

ଷଷ୍ଠ ଦେବଦତ୍ତ ରାୟ ସ୍ମାରକୀ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ବାରଙ୍ଗ(ଏନ୍‌.ଏମ୍‌.): ବାରଙ୍ଗ ବ୍ଲକ୍ ଅନ୍ତର୍ଗତ ବେଣ୍ଟୁଆ ଗ୍ରାମ ପଞ୍ଚାୟତ ଠାରେ ଆଦିଦେବୀ ଆଦିବାସୀ ବେଣ୍ଟୁଆ କ୍ଲବ ପକ୍ଷରୁ ଅନୁଷ୍ଠାନର ପ୍ରତିଷ୍ଠାତା ବର୍ଷିୟାନ ସମାଜସେବୀ ମୁଣ୍ଡଳି ଗ୍ରାମବାସୀ ସ୍ୱର୍ଗତ ଦେବଦତ୍ତ ରାୟଙ୍କ ସ୍ମୃତି ଉଦ୍ଦେଶ୍ୟରେ ଷଷ୍ଠ ସ୍ମାରକୀ ଫୁଟବଲ ଟୁର୍ଣ୍ଣାମେଣ୍ଟ, କ୍ଲବ ଦ୍ୱାରା ନିର୍ମିିତ ନୂତନ ମୁକ୍ତ ଆକାଶ ସଭାମଞ୍ଚକୁ ବରିଷ୍ଠ ରେଳ ଶ୍ରମିକ ନେତା ଉତ୍କଳ ଭୂଷଣ ରାଉତରାୟ ଶ୍ରୀ ଜଗନ୍ନାଥଙ୍କ ପାଖରେ ପ୍ରଦୀପ ପ୍ରଜ୍ଜ୍ୱଳନ କରି…

Read More

ଜଗତପୁର ଉଠା ଦୋକାନୀ ମହାସଂଘର ବୈଠକ

ଜଗତପୁର ଉଠା ଦୋକାନୀ ମହାସଂଘର ବୈଠକ କଟକ(ଏନ୍‌.ଏମ୍‌.): ‘ଜଗତପୁର ଉଠାଦୋକାନୀ ମହାସଙ୍ଘ’ ପକ୍ଷରୁ ସଭାପତି ସଞ୍ଜୟ କୁମାର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଜଗତପୁର ଅଞ୍ଚଳର ଉଠାଦୋକାନୀ ମାନଙ୍କର ବିଭିନ୍ନ ସମସ୍ୟା ସମ୍ପର୍କିତ ଏକ ଆଲୋଚନାଚକ୍ର ଜଗତପୁର ଗୋଲେଇଛକ ସ୍ଥିତ “ଶ୍ରୀରାମ କୁଟୀର ମଠ’ ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଆଇନଜୀବୀ ତଥା ପୂର୍ବତନ କର୍ପୋରେଟର ନୀରୋଦ ଚନ୍ଦ୍ର ପଣ୍ଡା, କଟକ-ଚୌଦ୍ୱାର ବିକାଶ ପରିଷଦ ସଭାପତି ମାନସ ପରିଡା, ଜଗତପୁର ବ୍ୟବସାୟୀ ସଂଘ କର୍ମକର୍ତ୍ତା ଅଲେଖ ଚନ୍ଦ୍ର…

Read More

ନେତାଜୀ ଜୟନ୍ତୀ ଅବସରରେ ଜଗତପୁର ବଲ ବ୍ୟାଡମିଟନ କ୍ଲବ ପକ୍ଷରୁ ବୃକ୍ଷରୋପଣ

ନେତାଜୀ ଜୟନ୍ତୀ ଅବସରରେ ଜଗତପୁର ବଲ ବ୍ୟାଡମିଟନ କ୍ଲବ ପକ୍ଷରୁ ବୃକ୍ଷରୋପଣ କଟକ(ଏନ୍‌.ଏମ୍‌.): ନେତାଜୀଙ୍କ ୧୨୫ ତମ ଜୟନ୍ତୀରେ କଟକ ଜଗତପୁର ଗ୍ରାମ ଗୋପୀନାଥଜୀଉ ମନ୍ଦିର ନିକଟରେ ଆଜି ଏକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟଅତିଥି ଭାବେ କଟକ ଜିଲ୍ଲା ପରିବେଶ ସମିତି ସଂଯୋଜକ ଅର୍ଜୁନ ବିଶ୍ୱାଳ ଯୋଗଦେଇ ପରିବେଶ ସୁରକ୍ଷା ପାଇଁ ବୃକ୍ଷର ଆବଶ୍ୟକତା ଓ ନେତାଜୀଙ୍କ କର୍ମମୟ ଜୀବନ ଉପରେ ସଭାରେ ଆଲୋକପାତ କରିଥିଲେ । ଅନ୍ୟମାନଙ୍କ…

Read More