ହୀରାକୁଦ ଜଳ ଭଣ୍ଡାରରୁ ଉତ୍ପାଦନ ହେବ ସୌର ବିଦ୍ୟୁତ: ପ୍ରଥମ ପର୍ଯ୍ୟାୟରେ ୪୦ ମେଗାୱାଟ ଲକ୍ଷ୍ୟ
ହୀରାକୁଦ ଜଳ ଭଣ୍ଡାରରୁ ଉତ୍ପାଦନ ହେବ ସୌର ବିଦ୍ୟୁତ: ପ୍ରଥମ ପର୍ଯ୍ୟାୟରେ ୪୦ ମେଗାୱାଟ ଲକ୍ଷ୍ୟ ସମ୍ୱଲପୁର (ଏନ୍.ଏମ୍.): ହୀରାକୁଦ ଜଳ ଭଣ୍ଡାରରୁ ଏବେ ଉତ୍ପାଦନ ହେବ ସୌର ବିଦ୍ୟୁତ । ଜଳଭଣ୍ଡାରରୁ ଜଳବିଦ୍ୟୁତ ଉତ୍ପାଦନ ହେଉଥିବାବେଳେ ଏଠାରୁ ସୌରବିଦ୍ୟୁତ ଉତ୍ପାଦନ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର…












