ପ୍ରଫେସର ସନ୍ତୋଷ ତ୍ରିପାଠୀ ହେଲେ ଏଫ୍ଏମ୍ ବିଶ୍ୱବିଦ୍ୟାଳୟର ନୂଆ କୁଳପତି
ପ୍ରଫେସର ସନ୍ତୋଷ ତ୍ରିପାଠୀ ହେଲେ ଏଫ୍ଏମ୍ ବିଶ୍ୱବିଦ୍ୟାଳୟର ନୂଆ କୁଳପତି ଭୁବନେଶ୍ୱର(ଏନ୍.ଏମ୍.): ଫକୀର ମୋହନ ବିଶ୍ୱବିଦ୍ୟାଳୟର ନୂତନ କୁଳପତି ଭାବେ ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ ନିଯୁକ୍ତ ହୋଇଛନ୍ତି । ରାଜ୍ୟପାଳ ତଥା ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଗଣେଶୀଲାଲ ଆଜି ତାଙ୍କୁ ୪ ବର୍ଷ ପାଇଁ ତାଙ୍କୁ ଏହି…












