ଟାଙ୍ଗୀ-ଚୌଦ୍ୱାର ବ୍ଲକରେ ଆବାସ ଓ ରାସନ୍ଦୁ ର୍ନୀତି ଅଭିଯୋଗରେ ସିପିଆଇ(ଏମ୍)ର ବିକ୍ଷୋଭ
ଟାଙ୍ଗୀ-ଚୌଦ୍ୱାର ବ୍ଲକରେ ଆବାସ ଓ ରାସନ୍ଦୁ ର୍ନୀତି ଅଭିଯୋଗରେ ସିପିଆଇ(ଏମ୍)ର ବିକ୍ଷୋଭ ଟାଙ୍ଗୀ(ଏନ୍.ଏମ୍.): ଟାଙ୍ଗୀ-ଚୌଦ୍ୱାର ବ୍ଲକର ବିଭିନ୍ନ ପଞ୍ଚାୟତରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଓ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ୍ରେ ମିଳୁଥିବା ରାସନ୍ ସାମଗ୍ରୀ ବଣ୍ଟନରେ ବ୍ୟାପକ ଦୁର୍ନୀତି ପରିଲକ୍ଷିତ ହୋଇଛି । ଯୋଗ୍ୟ ତଥା ଫନି ସହାୟତା ପାଇଥିବା ବ୍ୟକ୍ତି ଆବାସ ତାଲିକାରୁ ବାଦ୍ ପଡ଼ିଥିବାବେଳେ ଅଯୋଗ୍ୟ ତଥା କୋଠାଘର ବାଲାଙ୍କ ନାମ ତାଲିକାରେ ସ୍ଥାନ ପାଇଛି । ସେହିପରି କମ୍ପ୍ୟୁଟର ତ୍ରୁଟି ଦର୍ଶାଇ ଖାଦ୍ୟ…
