ଯୋଗ୍ୟ ବିବେଚିତ ବାସହୀନ ସାହି-ବସ୍ତିବାସିନ୍ଦାଙ୍କୁ ପ୍ରମାଣପତ୍ର ପ୍ରଦାନ କରିବା ପାଇଁ ଦାବି
ଯୋଗ୍ୟ ବିବେଚିତ ବାସହୀନ ସାହି-ବସ୍ତିବାସିନ୍ଦାଙ୍କୁ ପ୍ରମାଣପତ୍ର ପ୍ରଦାନ କରିବା ପାଇଁ ଦାବି କଟକ(ଏନ୍.ଏମ୍.): ସକାଳ ୧୦ଟା ସମୟରେ ସ୍ଥାନୀୟ ଶିଶୁଭବନ ନିକଟସ୍ଥ ପୀର ପଡ଼ିଆ ସିଂ ରୋଡ଼ଠାରେ ବସ୍ତିବାସୀଙ୍କ ଏକତାମଞ୍ଚ ତରଫରୁ ଏକ ଗଣକନ୍ଭେନ୍ସନ ଅନୁଷ୍ଠିତ ହୋଇଯାଇଛି । ମଞ୍ଚର ସଭାପତି ସେଖ୍ ଅବ୍ଦୁଲ୍ଲାଙ୍କ ସଭାପତିତ୍ୱରେ ଆୟୋଜିତ ଏହି କନ୍ଭେନ୍ସନର ଉଦ୍ଦେଶ୍ୟ ସମ୍ପର୍କରେ ଏକତା ମଞ୍ଚ ସଂପାଦକ ଆଇନଜୀବୀ ହେମେନ୍ଦ୍ର ସାମଲ ନିଜ ବକ୍ତବ୍ୟ ରଖିଥିଲେ । ଗତ ୨୦୨୦ ମସିହା ଅକ୍ଟୋବର ମାସରେ ସିଏମସି ପକ୍ଷରୁ…
