ଏସସିବି ମେଡ଼ିକାଲ କର୍ମଚାରୀ ସଂଘ ପକ୍ଷରୁ ବନ୍ଧୁ ମିଳନ
ଏସସିବି ମେଡ଼ିକାଲ କର୍ମଚାରୀ ସଂଘ ପକ୍ଷରୁ ବନ୍ଧୁ ମିଳନ କଟକ(ଏନ୍.ଏମ୍.): ଓଡ଼ିଶା ସମସ୍ତ ଜିଲ୍ଲା ମେଡିକାଲ ମେଡିକାଲ କଲେଜ ଜୋନ ମେଡିକାଲର ସମ୍ପାଦକ ଓ ଜିଲ୍ଲା ଓ ରାଜ୍ୟର ସମସ୍ତ ସଭ୍ୟ ସଭ୍ୟ ଓ କର୍ମକର୍ତ୍ତାମାନଙ୍କ ମଧ୍ୟରେ ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଏସସିବି ମେଡିକାଲ କର୍ମଚାରୀ ସଂଘ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ଶିଖରପୁରସ୍ଥିତ ହାରାମଣି ମଣ୍ଡପରେ ରାଜ୍ୟର ୩୦ଗୋଟି ଜିଲ୍ଲା ମେଡିକାଲ, ରାଜ୍ୟର ସମସ୍ତ ମେଡିକାଲ କଲେଜ ଓ ଜୋନ ହସ୍ପିଟାଲ ମାନଙ୍କରୁ…
