ରାଜ୍ୟପାଳଙ୍କ ଦ୍ୱାରା ‘ଶିଶିର କେ ଶତଦଳ’ଲୋକାର୍ପିତ
ରାଜ୍ୟପାଳଙ୍କ ଦ୍ୱାରା ‘ଶିଶିର କେ ଶତଦଳ’ଲୋକାର୍ପିତ ଭୁବନେଶ୍ୱର(ଏନ୍.ଏମ୍.): ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ଦ୍ୱାରା ଅନିମା ଦାସଙ୍କ ଲିଖିତ ହିନ୍ଦୀ ସନେଟ୍ ପୁସ୍ତକ ‘ଶିଶିର କା ଶତଦଳ’ ଲୋକାର୍ପିତ ହୋଇଯାଇଛି । ରାଜ୍ୟପାଳ ପ୍ରଫେସର ଲାଲ କବି ଶ୍ରୀମତୀ ଦାସଙ୍କୁ ଶୁଭକାମନା ଜ୍ଞାପନ କରିବା ସହିତ ତାଙ୍କର ସାରସ୍ୱତ ଯାତ୍ରାର ସଫଳତା କାମନା କରିଛନ୍ତି । ୧୯୭୩ ମସିହାରେ ଜନ୍ମିତ ଅନିମା ଏବେ କଟକର ନ୍ୟୁ ଷ୍ଟୁଆର୍ଟ ଇଂଲିଶ ମିଡିୟମ୍ ସ୍କୁଲରେ ଶିକ୍ଷକତା କରୁଛନ୍ତି । ପୂର୍ବରୁ…
