ପୁଣି ବଦଳିଲା ନିଷ୍ପତ୍ତି ଖୋଲିବନି ପ୍ରାଥମିକ ସ୍କୁଲ୍
ପୁଣି ବଦଳିଲା ନିଷ୍ପତ୍ତି ଖୋଲିବନି ପ୍ରାଥମିକ ସ୍କୁଲ୍ ଭୁବନେଶ୍ୱର (ଏନ୍.ଏମ୍): ସମ୍ପ୍ରତି ରାଜ୍ୟରେ କରୋନା ଓ ନୂଆ ଭ୍ୟାରିଆଣ୍ଟ ଓମିକ୍ରନ ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ପ୍ରାଥମିକ ସ୍କୁଲ ଖୋଲିବା ନିଷ୍ପତ୍ତିକୁ ବଦଳାଇ ଦେଇଛନ୍ତି । ତେବେ ପୂର୍ବ ନିର୍ଦ୍ଦେଶ ଅନୁସାରେ ଆସନ୍ତାକାଲି ଠାରୁ ପ୍ରାଥମିକ ସ୍କୁଲ ଖୋଲିବା ସହ ପ୍ରଥମରୁ ପଞ୍ଚମ ଶ୍ରେଣୀ ପିଲା ସ୍କୁଲକୁ ଯାଇଥାନ୍ତେ । କିନ୍ତୁ ଆଜି ଏହି ନିଷ୍ପତ୍ତିକୁ ସ୍ଥଗିତ ରଖାଯାଇଛି । ବିଦ୍ୟାଳୟ ଓ ଗଣଶିକ୍ଷା…
