ଚଳିତ ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପରେ ନିଜର ଗାରିମାକୁ ଜାହିର କଲା ସାଧୁସୁନ୍ଦର ବିଦ୍ୟାପୀଠ
ଚଳିତ ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପରେ ନିଜର ଗାରିମାକୁ ଜାହିର କଲା ସାଧୁସୁନ୍ଦର ବିଦ୍ୟାପୀଠ #ଟାଙ୍ଗୀ-ଚୌଦ୍ୱାର(ଏନ୍.ଏମ୍.): ଚଳିତ ମାଟ୍ରିକ ପରୀକ୍ଷାରେ ଛାତ୍ରଛାତ୍ରୀଙ୍କ ସଫଳତାକୁ ନେଇ ନିଜର ଅସ୍ମିତା ଜାହିର କରିଛି କଟକ ଜିଲ୍ଲା ଟାଙ୍ଗୀ-ଚୌଦ୍ୱାର ବ୍ଲକ ସାଧୁସୁନ୍ଦର ବିଦ୍ୟାପୀଠ । ମହାତ୍ମା ସାଧୁସୁନ୍ଦରଙ୍କ ନାମରେ ସ୍ଥାପିତ ଏହି…



















