ପୁଅର ଚିକିତ୍ସା ପାଇଁ ଅର୍ଥସାଜିଛି ବାଧକ: ସହାୟତା ପାଇଁ ବାପା-ମା’ଙ୍କ ନିବେଦନ
ପୁଅର ଚିକିତ୍ସା ପାଇଁ ଅର୍ଥସାଜିଛି ବାଧକ: ସହାୟତା ପାଇଁ ବାପା-ମା’ଙ୍କ ନିବେଦନ [caption id="attachment_7217" align="alignnone" width="300"] News by Maheswar Behera (Athagarh)[/caption] ଆଠଗଡ଼(ଏନ୍.ଏମ୍.): ଗରିବ ପରିବାର ପାଇଁ ଦାଉ ସାଜିଛି ଅର୍ଥ । ନିୟତିର ଖେଳ ବଡ଼ ବିଚିତ୍ର । କାହାକୁ ଦେଉଛି ଛପର ଫାଡ଼ି…




















