ଜଗତପୁର ଥାନାର ଚଢ଼ାଉ: ବିପୁଳ ପରିମାଣର ବେଆଇନ ବାଣ ଜବତ
ଜଗତପୁର ଥାନାର ଚଢ଼ାଉ: ବିପୁଳ ପରିମାଣର ବେଆଇନ ବାଣ ଜବତ [caption id="attachment_6646" align="alignnone" width="300"] News by Biswajit Dalai (Salepur)[/caption] ଜଗତପୁର (ଏନ୍.ଏମ୍.): ପବିତ୍ର ଦିପାବଳୀକୁ ଦୃଷ୍ଟିରେ ରଖି ସାରା ରାଜ୍ୟରେ ଏବେ ପ୍ରସ୍ତୁତି ଜୋରଦାର ଚାଲିଛି । କେଉଁଠି ଦୀପ ପ୍ରସ୍ତୁତି ଚାଲିଛି ତ…




















