କଳାତାଲିକା ଭୁକ୍ତ ସଂସ୍ଥାକୁ ସିଏମସି ଇ-ଟେଣ୍ଡରରୁ ବାଦ ଦେବାକୁ ଦାବିରେ ଆରଡିସିଙ୍କୁ ସ୍ମାରକପତ୍ର
କଳାତାଲିକା ଭୁକ୍ତ ସଂସ୍ଥାକୁ ସିଏମସି ଇ-ଟେଣ୍ଡରରୁ ବାଦ ଦେବାକୁ ଦାବିରେ ଆରଡିସିଙ୍କୁ ସ୍ମାରକପତ୍ର କଟକ(ଏନ୍.ଏମ୍.): କଟକ ସହରରେ ସଫେଇ କାର୍ଯ୍ୟ ନିମନ୍ତେ ସିଏମସି ପକ୍ଷରୁ କରାଯାଇଥିବା ଇ-ଟେଣ୍ଡର ପ୍ରକିୟାରେ ସ୍ୱଚ୍ଛତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ବୋଲି ଆମ୍ବେଦକର ସ୍ମୃତି ପରିଷଦ ପକ୍ଷରୁ ଅଭିଯୋଗ ହୋଇଛି । ଆଜି…



















