ସିଏମସି ଡେପୁଟି ମେୟର ଦୌଡରେ ବସ୍ତିର ଯୁବତୀ ଦମୟନ୍ତୀ
ସିଏମସି ଡେପୁଟି ମେୟର ଦୌଡରେ ବସ୍ତିର ଯୁବତୀ ଦମୟନ୍ତୀ [caption id="attachment_4422" align="alignnone" width="260"] ଫଟୋ- କାହ୍ନୁଚରଣ ପଣ୍ଡା[/caption] କଟକ(ଏନ୍.ଏମ୍.): କଟକ ମହାନଗର ନିଗମ ନିର୍ବାଚନରେ ଶେଷ ହୋଇ ଯାଇଛି । ହେଲେ ଶେଷ ହୋଇନି ଅଙ୍କକଷା । ଏଥର ମେୟର ପଦବୀ ପାଇଁ ସିଧାସଳଖ ନିର୍ବାଚନ ହୋଇଥିବାବେଳେ…
















