ବିଦେଶୀ ମଦ ଲୁଟ ଘଟଣା: ମୁଖ୍ୟ ଅଭିଯୁକ୍ତ ଗିରଫ
Slider ଅପରାଧ ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ବିଦେଶୀ ମଦ ଲୁଟ ଘଟଣା: ମୁଖ୍ୟ ଅଭିଯୁକ୍ତ ଗିରଫ

ବିଦେଶୀ ମଦ ଲୁଟ ଘଟଣା: ମୁଖ୍ୟ ଅଭିଯୁକ୍ତ ଗିରଫ ଜଗତପୁର(ଏନ୍‌.ଏମ୍‌.): ଜଗତପୁର ଥାନା ଅନ୍ତର୍ଗତ ନୂଆସାହି-ପୋଡାବର ରାସ୍ତାରୁ ବିଦେଶୀ ମଦ ବୋଝେଇ ପିକଅପ ଗାଡିକୁ ଲୁଟ ଘଟଣାର ମୁଖ୍ୟ ଅଭିଯୁକ୍ତକୁ ପୁଲିସ ଗିରଫ କରିବାରେ ସକ୍ଷମ ହୋଇଛି । ଗିରଫ ଅଭିଯୁକ୍ତ ଜଣକ ସ୍ଥାନୀୟ ଚମ୍ପତି ଗ୍ରାମର ରାକା…

ଆମ୍ବେଦକର ସ୍ମୃତିପରିଷଦ ପକ୍ଷରୁ ଜଳଛତ୍ର କେନ୍ଦ୍ର
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ ସ୍ୱାସ୍ଥ୍ୟ

ଆମ୍ବେଦକର ସ୍ମୃତିପରିଷଦ ପକ୍ଷରୁ ଜଳଛତ୍ର କେନ୍ଦ୍ର

ଆମ୍ବେଦକର ସ୍ମୃତିପରିଷଦ ପକ୍ଷରୁ ଜଳଛତ୍ର କେନ୍ଦ୍ର କଟକ(ଏନ୍‌.ଏମ୍‌.): ସ୍ୱେଚ୍ଛାସେବୀ ଅନୁଷ୍ଠାନ କଟକ ଆମ୍ବେଦକର ସ୍ମୃତି ପରିଷଦ ପକ୍ଷରୁ ସ୍ଥାନୀୟ ନୂଆପଡ଼ା ଭାରତ ରତ୍ନ ଡକ୍ଟର ବି.ଆର. ଆମ୍ବେଦକରଙ୍କ ୧୩୧ତମ ଜୟନ୍ତୀ ଉତ୍ସବ ପାଳିତ ହୋଇଯାଇଛି । ଏଥି ସହିତ ପରିଷଦ ପକ୍ଷରୁ କଟକ-ଭୁବନେଶ୍ୱର ୧୬ନମ୍ବର ଜାତୀୟ ରାଜପଥ ବାଲିକୁଦାଛକ…

ଜଗତପୁରରେ ତାରାତାରିଣୀଙ୍କ ବାର୍ଷିକୋତ୍ସବ ଓ ଝାମୁଯାତ୍ରା
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ ସ୍ୱାସ୍ଥ୍ୟ

ଜଗତପୁରରେ ତାରାତାରିଣୀଙ୍କ ବାର୍ଷିକୋତ୍ସବ ଓ ଝାମୁଯାତ୍ରା

ଜଗତପୁରରେ ତାରାତାରିଣୀଙ୍କ ବାର୍ଷିକୋତ୍ସବ ଓ ଝାମୁଯାତ୍ରା [caption id="attachment_4503" align="alignnone" width="300"] ଫଟୋ- କାହ୍ନୁଚରଣ ପଣ୍ଡା[/caption] ଜଗତପୁର(ଏନ୍‌.ଏମ୍‌.): ଜଗତପୁର ଆଇ.ବି ରୋଡ ସ୍ଥିତ ନିମପୁର ନୂତନ ବସ୍ତିରେ ମା ତାରାତାରିଣୀଙ୍କ ବାର୍ଷିକୋତ୍ସବ ଉପଲକ୍ଷେ ପବିତ୍ର ଝାମୁଯାତ୍ରା ବହୁ ନୀତିକାନ୍ତିରେ ପୂଜାର୍ଚ୍ଚନା ସମ୍ପନ୍ନ ହୋଇଯାଇଛି । ମା’ଙ୍କ ମୁଖ୍ୟ ଦେହୁରୀ…

ଲକ୍ଷ୍ମୀ ନାରାୟଣ ସାହୁ କଲେଜ ନୂତନ ଗୃହର ଶିଳାନ୍ୟାସ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ଲକ୍ଷ୍ମୀ ନାରାୟଣ ସାହୁ କଲେଜ ନୂତନ ଗୃହର ଶିଳାନ୍ୟାସ

ଲକ୍ଷ୍ମୀ ନାରାୟଣ ସାହୁ କଲେଜ ନୂତନ ଗୃହର ଶିଳାନ୍ୟାସ ଜଗତପୁର(ଏନ୍‍.ଏମ୍‍.): ଜଗତପୁରସ୍ଥିତ ଲକ୍ଷ୍ମୀନାରାୟଣ ସାହୁ ମହାବିଦ୍ୟାଳୟର ୨ଗୋଟି ଶ୍ରେଣୀ ଗୃହ ପାଇଁ ଶିଳାନ୍ୟାସ ହୋଇଯାଇଛି । କଲେଜ ଅଧ୍ୟକ୍ଷା ପ୍ରଫେସର ସସ୍ମିତା ପଟ୍ଟନାୟକଙ୍କ ପୌରହିତ୍ୟରେ ଆୟୋଜିତ ଶିଳାନ୍ୟାସ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଚୌଦ୍ୱାର-କଟକ ବିଧାୟକ ସୌଭିକ ବିଶ୍ୱାଳ ଯୋଗଦେଇ…

“କଟକ-ଚୌଦ୍ୱାର ବିକାଶ ପରିଷଦ’ ପକ୍ଷରୁ ସାମ୍ବାଦିକଙ୍କ ସୁରକ୍ଷା ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର
Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ

“କଟକ-ଚୌଦ୍ୱାର ବିକାଶ ପରିଷଦ’ ପକ୍ଷରୁ ସାମ୍ବାଦିକଙ୍କ ସୁରକ୍ଷା ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର

"କଟକ-ଚୌଦ୍ୱାର ବିକାଶ ପରିଷଦ’ ପକ୍ଷରୁ ସାମ୍ବାଦିକଙ୍କ ସୁରକ୍ଷା ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର [caption id="attachment_4480" align="alignnone" width="300"] ଫଟୋ- କାହ୍ନୁଚରଣ ପଣ୍ଡା[/caption] ଜଗତପୁର (ଏନ୍‌.ଏମ୍‌.): ଗଣମାଧ୍ୟମ ଶୃଙ୍ଖଳିତ ସମାଜର ରକ୍ଷାକର୍ତ୍ତା । ଗଣତନ୍ତ୍ରର ଅନ୍ୟ ୩ଟି ସ୍ତମ୍ଭ ବ୍ୟବସ୍ଥାପିକା, କାର୍ଯ୍ୟପାଳିକା ଓ ନ୍ୟାୟପାଳିକା ଭଳି ଗଣମାଧ୍ୟମ ମଧ୍ୟ…

ମାଗଣା କର୍କଟ ରୋଗ ଶିବିରରେ ରୋଗୀଙ୍କ ସ୍ୱାସ୍ଥ୍ୟାବସ୍ଥା ପରଖିଲେ ମନ୍ତ୍ରୀ ପ୍ରତାପ ଜେନା
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ ଶିକ୍ଷା ଓ ନିଯୁକ୍ତି ସ୍ୱାସ୍ଥ୍ୟ

ମାଗଣା କର୍କଟ ରୋଗ ଶିବିରରେ ରୋଗୀଙ୍କ ସ୍ୱାସ୍ଥ୍ୟାବସ୍ଥା ପରଖିଲେ ମନ୍ତ୍ରୀ ପ୍ରତାପ ଜେନା

ମାଗଣା କର୍କଟ ରୋଗ ଶିବିରରେ ରୋଗୀଙ୍କ ସ୍ୱାସ୍ଥ୍ୟାବସ୍ଥା ପରଖିଲେ ମନ୍ତ୍ରୀ ପ୍ରତାପ ଜେନା [caption id="attachment_4477" align="alignnone" width="300"] ଫଟୋ- ରମେଶ ଦାସ (ମାହାଙ୍ଗା)[/caption] ମାହାଙ୍ଗା(ଏନ୍‌.ଏମ୍‌.): କଟକ ଜିଲ୍ଲା ମାହାଙ୍ଗା ବ୍ଲକ ଅନ୍ତର୍ଗତ ଜଳେଶ୍ୱରପୁର ପଞ୍ଚାୟତ ଅଧିନସ୍ଥ ବଣୁଆ ମହାପୁରୁଷ ପୀଠରେ ମନ୍ତ୍ରୀ ପ୍ରତାପ ଜେନା ମିଶନ ଶକ୍ତିର…

ସିଏମସିରେ ନବନିର୍ବାଚିତ ମେୟର ଓ କର୍ପୋରେଟରତଙ୍କ ପଦ ଓ ଗୋପନୀୟତାର ଶପଥ ଗ୍ରହଣ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜନୀତି ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ସିଏମସିରେ ନବନିର୍ବାଚିତ ମେୟର ଓ କର୍ପୋରେଟରତଙ୍କ ପଦ ଓ ଗୋପନୀୟତାର ଶପଥ ଗ୍ରହଣ

ସିଏମସିରେ ନବନିର୍ବାଚିତ ମେୟର ଓ କର୍ପୋରେଟରତଙ୍କ ପଦ ଓ ଗୋପନୀୟତାର ଶପଥ ଗ୍ରହଣ [caption id="attachment_4437" align="alignnone" width="300"] ଫଟୋ- ପଦ୍ମଲୋଚନ ମିଶ୍ର[/caption] କଟକ(ଏନ୍‌.ଏମ୍‌.): କଟକ ଜିଲ୍ଲାର ୨ଟି ବିଜ୍ଞପିତ ଅଞ୍ଚଳ ଗୋଟିଏ ପୌରାଞ୍ଚଳ ଓ ଗୋଟିଏ ମହାନଗର ନିଗମରେ ଆଜି ନବ ନିର୍ବାଚିତ କର୍ମକର୍ତ୍ତାଙ୍କ ଶପଥଗ୍ରହଣ ଉତ୍ସବ…

ହସ୍ତତନ୍ତ ପ୍ରଦର୍ଶନୀ ନାଁରେ ଅର୍ଥ ହରିଲୁଟ ପାଇଁ ମସୁଧା! ଉଚ୍ଚସ୍ତରୀୟ ତଦନ୍ତ ଦାବି
Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ହସ୍ତତନ୍ତ ପ୍ରଦର୍ଶନୀ ନାଁରେ ଅର୍ଥ ହରିଲୁଟ ପାଇଁ ମସୁଧା! ଉଚ୍ଚସ୍ତରୀୟ ତଦନ୍ତ ଦାବି

ହସ୍ତତନ୍ତ ପ୍ରଦର୍ଶନୀ ନାଁରେ ଅର୍ଥ ହରିଲୁଟ ପାଇଁ ମସୁଧା ! ଉଚ୍ଚସ୍ତରୀୟ ତଦନ୍ତ ଦାବି [caption id="attachment_4425" align="alignnone" width="300"] ଫଟୋ- ଅଜିତ କୁମାର ମଲ୍ଲିକ[/caption] କୋଣାର୍କ(ଏନ୍‌.ଏମ୍‌.): ଭାରତସରକାରଙ୍କ ବସ୍ତ୍ର ମନ୍ତ୍ରଣାଳୟ ଆର୍ôଥକ ସହାୟତାରେ କୋଣାର୍କ ସ୍ଥିତ ଏନଏସି କଲ୍ୟାଣ ମଣ୍ଡପ ଠାରେ ଆୟୋଜିତ ୮ଦିନିଆ ହସ୍ତତନ୍ତ ପ୍ରଦର୍ଶନୀ…

ବୋଧପୁରରେ ଏକଦିବସୀୟ କ୍ରିକେଟ ଟୁର୍ଣାମେଣ୍ଟ
Slider କ୍ରୀଡା ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ ସ୍ୱାସ୍ଥ୍ୟ

ବୋଧପୁରରେ ଏକଦିବସୀୟ କ୍ରିକେଟ ଟୁର୍ଣାମେଣ୍ଟ

ବୋଧପୁରରେ ଏକଦିବସୀୟ କ୍ରିକେଟ ଟୁର୍ଣାମେଣ୍ଟ କଟକ ସଦର(ଏନ୍‌.ଏମ୍‌.): କଟକ ଜିଲ୍ଲା କଟକ ସଦର ବ୍ଲକ ଅନ୍ତର୍ଗତ ବୋଧପୁର ଗ୍ରାମର ପ୍ରସିଦ୍ଧ ମଲିଆବାଙ୍କ ପଡିଆ ଠାରେ ଗାଦିବ୍ରହ୍ମ ଯୁବକ ସଂଘ ଦ୍ୱାରା ଏକ ଦିବସୀୟ କ୍ରିକେଟ୍ ଟୁର୍ଣାମେଣ୍ଟ ଆୟୋଜିତ ହୋଇଯାଇଛି । ଏହି ଟୁର୍ଣାମେଣ୍ଟରେ ୮ଟି ଦଳ ଅଂଶ୍ରହଣ କରିଥିଲେ…

ନିମପୁର ନୋଡାଲ ହାଇସ୍କୁଲରେ ବିଜ୍ଞାନ ମେଳା
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ନିମପୁର ନୋଡାଲ ହାଇସ୍କୁଲରେ ବିଜ୍ଞାନ ମେଳା

ନିମପୁର ନୋଡାଲ ହାଇସ୍କୁଲରେ ବିଜ୍ଞାନ ମେଳା [caption id="attachment_4411" align="alignnone" width="300"] ଫଟୋ- କାହ୍ନୁଚରଣ ପଣ୍ଡା[/caption] କଟକ(ଏନ୍‌.ଏମ୍‌.): ଜଗତପୁରସ୍ଥିତ ନିମପୁର ନୋଡାଲ ହାଇସ୍କୁଲରେ ବିଦ୍ୟାଳୟସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି । ଏଥିସହ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଖାଦ୍ୟ ମେଳା ଓ ଚିତ୍ରାଙ୍କନ ପ୍ରଦର୍ଶନୀ କରାଯାଇଥିଲା । କଳା ଶିକ୍ଷକ…

ଯାଯାବର କଳାକାର ସଂଘର ବନ୍ଧୁମିଳନ
Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ଯାଯାବର କଳାକାର ସଂଘର ବନ୍ଧୁମିଳନ

ଯାଯାବର କଳାକାର ସଂଘର ବନ୍ଧୁମିଳନ ଜଗତସିଂହପୁର (ଏନ୍‌.ଏମ୍‌.): ଗାଁ ଗହଳିରେ ସୌଖିନ କଳାକାରଙ୍କ ଉନ୍ନତି ନିମନ୍ତେ ଅଣ୍ଟାଭିଡିଛି ଯାଯାବର କଳାକାର ସଂଘ । ରାଜ୍ୟର କୋଣ ଅନୁକୋଣରେ ଥିବା ସୌଖିନ କଳାକାରମାନଙ୍କୁ ନେଇ ଏହି ସଂଘ ଗଠନ ହୋଇଛି । କଳାକାରଙ୍କ ବିକାଶ ନିମନ୍ତେ ଏହି ସଂଘ ଅଣ୍ଟାଭିଡିବା…

କଟକ ଜିଲ୍ଲା ଆଥଲେଟିକ ଆସୋସଏସନର ବାର୍ଷିକ ଉତ୍ସବ : ଦଳଗତ ଭାବେ ପିବି ଆଥଲେଟିକ ଚାମ୍ପିଅନ
Slider କ୍ରୀଡା ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ ଶିକ୍ଷା ଓ ନିଯୁକ୍ତି ସ୍ୱାସ୍ଥ୍ୟ

କଟକ ଜିଲ୍ଲା ଆଥଲେଟିକ ଆସୋସଏସନର ବାର୍ଷିକ ଉତ୍ସବ : ଦଳଗତ ଭାବେ ପିବି ଆଥଲେଟିକ ଚାମ୍ପିଅନ

କଟକ ଜିଲ୍ଲା ଆଥଲେଟିକ ଆସୋସଏସନର ବାର୍ଷିକ ଉତ୍ସବ : ଦଳଗତ ଭାବେ ପିବି ଆଥଲେଟିକ ଚାମ୍ପିଅନ [caption id="attachment_4400" align="alignnone" width="300"] ଫଟୋ- ପଦ୍ମଲୋଚନ ମିଶ୍ର[/caption] କଟକ(ଏନ୍‌.ଏମ୍‌.): ଦୁଇ ଦିନ ଧରି ବାରବାଟୀ ଷ୍ଟାଡିୟମରେ ଚାଲିଥିବା କଟକ ଜିଲ୍ଲା ଆଥଲେଟିକ ଆସୋସିଏସନର ବାର୍ଷିକ କ୍ରୀଡା ଉତ୍ସବ-୨୦୨୧ ଉଦଯାପିତ ହୋଇଯାଇଛି…

ସ୍ୱର୍ଗଦ୍ୱାରରେ ଶବ ସଂରକ୍ଷଣ ଫ୍ରିଜର ଶୁଭାରମ୍ଭ
Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ ସ୍ୱାସ୍ଥ୍ୟ

ସ୍ୱର୍ଗଦ୍ୱାରରେ ଶବ ସଂରକ୍ଷଣ ଫ୍ରିଜର ଶୁଭାରମ୍ଭ

ସ୍ୱର୍ଗଦ୍ୱାରରେ ଶବ ସଂରକ୍ଷଣ ଫ୍ରିଜର ଶୁଭାରମ୍ଭ [caption id="attachment_4384" align="alignnone" width="300"] ଫଟୋ- ଅଜିତ କୁମାର ମଲ୍ଲିକ[/caption] କୋଣାର୍କ (ଏନ୍‌.ଏମ୍‌.): ସ୍ୱର୍ଗଦ୍ୱାର ସେବା ସମିତି ତରଫରୁ ଶବ ସଂରକ୍ଷଣ ଫ୍ରିଜର ସେବା ଗତକାଲି ଓଡିଶା ଦିବସ ଅବସରରେ ଲୋକାର୍ପିତ ହୋଇଛି । ଲୋକାର୍ପଣର ଦ୍ୱିତୀୟ ଦିନରୁ ହିଁ ଏହାର…

ବିଶ୍ୱବ୍ୟାପି ରିଲିଜ୍ ହେଲା “ଉତ୍କଳ ଜନନୀ ମମତାମୟୀ’
Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ବିଶ୍ୱବ୍ୟାପି ରିଲିଜ୍ ହେଲା “ଉତ୍କଳ ଜନନୀ ମମତାମୟୀ’

ବିଶ୍ୱବ୍ୟାପି ରିଲିଜ୍ ହେଲା "ଉତ୍କଳ ଜନନୀ ମମତାମୟୀ’ ଭୁବନେଶ୍ୱର(ଏନ୍‌.ଏମ୍‌.): ପବିତ୍ର ଉତ୍କଳ ଦିବସରେ ଭୁବନେଶ୍ୱରସ୍ଥିତ ରୋଟାରୀ କ୍ଲବ ଅଡିଟୋରିୟମରେ ପଦ୍ମଶ୍ରୀ ବାବା ବଳିଆଙ୍କ ରଚିତ ପବିତ୍ର ପଟ୍ଟନାୟକଙ୍କ ସଂଗୀତ ନିର୍ଦେଶନାର ଦେଶାତ୍ମବୋଧକ ସଂଗୀତ "ଉତ୍କଳ ଜନନୀ ମମତାମୟୀ " ସଂଗୀତ ଲୋକାର୍ପିତ ହୋଇଯାଇଛି । ଓଡିଶାର ଆଗ ଧାଡିର…

ଶ୍ରାଦ୍ଧ ଦିବସରେ ମହାନ୍ ସ୍ୱାଧୀନତା ସଂଗ୍ରାମୀ ସହିଦ ଲକ୍ଷ୍ମଣ ନାଏକଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ଓ ଶ୍ରଦ୍ଧାଞ୍ଜଳି
Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ

ଶ୍ରାଦ୍ଧ ଦିବସରେ ମହାନ୍ ସ୍ୱାଧୀନତା ସଂଗ୍ରାମୀ ସହିଦ ଲକ୍ଷ୍ମଣ ନାଏକଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ଓ ଶ୍ରଦ୍ଧାଞ୍ଜଳି

ଶ୍ରାଦ୍ଧ ଦିବସରେ ମହାନ୍ ସ୍ୱାଧୀନତା ସଂଗ୍ରାମୀ ସହିଦ ଲକ୍ଷ୍ମଣ ନାଏକଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ଓ ଶ୍ରଦ୍ଧାଞ୍ଜଳି [caption id="attachment_4322" align="alignnone" width="300"] Photo By I&PR Odisha[/caption] ଭୁବନେଶ୍ୱର (ଏନ୍‌.ଏମ୍‌.): ଭାରତୀୟ ସ୍ୱାଧୀନତା ସଂଗ୍ରାମର ଅନ୍ୟତମ ପୁରୋଧା, ମହାନ୍ ଦେଶପ୍ରେମୀ ବୀର ସହିଦ ଲକ୍ଷ୍ମଣ ନାଏକଙ୍କ ରାଜ୍ୟସ୍ତରୀୟ ପବିତ୍ର…

ଆଶାକର୍ମୀ, ଗାଁ କଲ୍ୟାଣ ସମିତି ଓ ମହିଳା ଆରୋଗ୍ୟ ସମିତି ପକ୍ଷରୁ ଜିଲ୍ଲାସ୍ତରୀୟ ବାର୍ଷିକ ସମ୍ମିଳନୀ
Slider କୃଷି ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ ଶିକ୍ଷା ଓ ନିଯୁକ୍ତି ସ୍ୱାସ୍ଥ୍ୟ

ଆଶାକର୍ମୀ, ଗାଁ କଲ୍ୟାଣ ସମିତି ଓ ମହିଳା ଆରୋଗ୍ୟ ସମିତି ପକ୍ଷରୁ ଜିଲ୍ଲାସ୍ତରୀୟ ବାର୍ଷିକ ସମ୍ମିଳନୀ

ଆଶାକର୍ମୀ, ଗାଁ କଲ୍ୟାଣ ସମିତି ଓ ମହିଳା ଆରୋଗ୍ୟ ସମିତି ପକ୍ଷରୁ ଜିଲ୍ଲାସ୍ତରୀୟ ବାର୍ଷିକ ସମ୍ମିଳନୀ [caption id="attachment_4318" align="alignnone" width="300"] ଫଟୋ- ଅଜିତ କୁମାର ମଲ୍ଲିକ[/caption] କୋଣାର୍କ (ଏନ୍‌.ଏମ୍‌.): ଜିଲ୍ଲାସ୍ତରୀୟ ଆଶା, ଗାଁ କଲ୍ୟାଣ ସମିତି ଏବଂ ମହିଳା ଆରୋଗ୍ୟ ସମିତିର ବାର୍ଷିକ ସମ୍ମିଳନୀ ଗୋପବନ୍ଧୁ ଆୟୁର୍ବେଦ…

ବାବା ଧବଳେଶ୍ୱରଙ୍କ ନବ ଦୋଳ ଯାତ୍ରା : ଚାନ୍ଦି ବିମାନରେ ଝୁଲିଲେ ପ୍ରଭୁ ଦୋଳ ଗୋବିନ୍ଦ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ

ବାବା ଧବଳେଶ୍ୱରଙ୍କ ନବ ଦୋଳ ଯାତ୍ରା : ଚାନ୍ଦି ବିମାନରେ ଝୁଲିଲେ ପ୍ରଭୁ ଦୋଳ ଗୋବିନ୍ଦ

ବାବା ଧବଳେଶ୍ୱରଙ୍କ ନବ ଦୋଳ ଯାତ୍ରା : ଚାନ୍ଦି ବିମାନରେ ଝୁଲିଲେ ପ୍ରଭୁ ଦୋଳ ଗୋବିନ୍ଦ [caption id="attachment_4314" align="alignnone" width="225"] (ଫଟୋ- କାହ୍ନୁଚରଣ ପଣ୍ଡା)[/caption] ଗୁରୁଡ଼ିଝାଟିଆ(ଏନ୍‌.ଏମ୍‌.): ଧବଳେଶ୍ୱରଙ୍କ ନବ ଦୋଳ ଯାତ୍ରା ବହୁ ଆଡମ୍ବରରେ ଅନୁଷ୍ଟିତ ହୋଇଯାଇଛି । ଧବଳେଶ୍ୱର ପୂଜକ ସମିତି ପକ୍ଷରୁ ବାବା ଧବଳେଶ୍ୱରଙ୍କ…

କଟକ ମହାନଗର ନିଗମ ନିର୍ବାଚନ ଫଳାଫଳ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜନୀତି ରାଜ୍ୟ

କଟକ ମହାନଗର ନିଗମ ନିର୍ବାଚନ ଫଳାଫଳ

କଟକ ମହାନଗର ନିଗମ ନିର୍ବାଚନ ଫଳାଫଳ କଟକ(ଏନ୍‌.ଏମ୍‌.): ମହାନଗର ନିଗମରେ ବିଜେଡିକୁ ୩୮ଟି କର୍ପୋରେଟର ମିଳିଥିବାବେଳେ କଂଗ୍ରେସକୁ ୮ଟି, ବିଜେପିକୁ ୭ଟି ଏବଂ ୬ଟି ୱାର୍ଡ଼ରେ ସ୍ୱାଧୀନ ପ୍ରାର୍ଥୀ ବିଜୟୀ ହୋଇଛନ୍ତି । ତେଣୁ ବିଜେଡି ଶିବିରରେ ଆନନ୍ଦ ଉତ୍ସବ ଖେଳିଯାଇଥିବାବେଳେ କଂଗ୍ରେସ ଓ ବିଜେପିଙ୍କୁ ସୀମିତ ୱାର୍ଡ଼ରେ…

କଟକ ଜିଲ୍ଲାରେ ଶାନ୍ତି ଶୃଙ୍ଖଳାର ସହ ଶେଷ ହେଲା ପୌର ନିର୍ବାଚନ
Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜନୀତି ରାଜ୍ୟ

କଟକ ଜିଲ୍ଲାରେ ଶାନ୍ତି ଶୃଙ୍ଖଳାର ସହ ଶେଷ ହେଲା ପୌର ନିର୍ବାଚନ

କଟକ ଜିଲ୍ଲାରେ ଶାନ୍ତି ଶୃଙ୍ଖଳାର ସହ ଶେଷ ହେଲା ପୌର ନିର୍ବାଚନ [caption id="attachment_4265" align="alignnone" width="300"] ଫଟୋ- ପଦ୍ମଲୋଚନ ମିଶ୍ର[/caption] କଟକ(ଏନ୍‌.ଏମ୍‌.): କଟକ ସହରରେ ଶାନ୍ତିଶୃଙ୍ଖଳାର ସହ ଶେଷ ହୋଇଛି ପୌର ନିର୍ବାଚନ । ଏଥର କଟକ ମହାନଗର ନିଗମ ନିର୍ବାଚନ ପାଇଁ ୫୫ପ୍ରତିଶତ ମତଦାନ ହୋଇଥିବା…