ରଥଯାତ୍ରାରେ ସିଙ୍ଗଲ ୟୁଜ ସାମଗ୍ରୀ ବ୍ୟବହାର ଦିଗରେ କେନ୍ଦ୍ରମନ୍ତ୍ରୀ ଦେଇଥିବା ଆହ୍ୱାନରେ ଯୋଡ଼ିହେଲା ‘ଆମେ ଓଡ଼ିଆ’ ସଂଗଠନ
ରଥଯାତ୍ରାରେ ସିଙ୍ଗଲ ୟୁଜ ସାମଗ୍ରୀ ବ୍ୟବହାର ଦିଗରେ କେନ୍ଦ୍ରମନ୍ତ୍ରୀ ଦେଇଥିବା ଆହ୍ୱାନରେ ଯୋଡ଼ିହେଲା ‘ଆମେ ଓଡ଼ିଆ’ ସଂଗଠନ [caption id="attachment_5584" align="alignnone" width="300"] News by Dillip Kumar Muduli[/caption] ଭୁବନେଶ୍ୱର(ଏନ୍.ଏମ୍.): ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ‘ରଥଯାତ୍ରା’ ଆମ ଓଡ଼ିଆ ଜାତିର ଅସ୍ମିତାର ପରିଚୟ । ବିଶ୍ୱବ୍ୟାପୀ ଶ୍ରୀଜଗନ୍ନାଥ…




















