ବୈଦିକ ଯୁଗରେ ନାରୀ ଶିର୍ଷକ ଆଲୋଚନାଚକ୍ର
ବୈଦିକ ଯୁଗରେ ନାରୀ ଶିର୍ଷକ ଆଲୋଚନାଚକ୍ର "ମରୁନଦୀର ତୃଷ୍ଣା’ ଓ "ଜୀବନର ସ୍ୱରଲିପି’ପୁସ୍ତକ ଉନ୍ମଚିତ [caption id="attachment_8888" align="alignnone" width="300"] News by Ajit Kumar Mallick (Konark)[/caption] #କୋଣାର୍କ(ଏନ୍.ଏମ୍.): ଅଖିଳ ଭାରତୀୟ କବୟିତ୍ରୀ ସମ୍ମେଳନ, ଓଡ଼ିଶା ପକ୍ଷରୁ ଏକ ଆଲୋଚନାଚକ୍ର କୋଣାର୍କ ଯାତ୍ରୀନିବାସ ସମ୍ମିଳନୀକକ୍ଷରେ ଅନୁଷ୍ଠିତ ହୋଇଯାଇଅଛି…



















