ରଥଯାତ୍ରା ପାଇଁ ଚୁଡ଼ାନ୍ତ ହେଲା ନୀତି ନିଘର୍ଣ୍ଟ
ରଥଯାତ୍ରା ପାଇଁ ଚୁଡ଼ାନ୍ତ ହେଲା ନୀତି ନିଘର୍ଣ୍ଟ ପୁରୀ(ଏନ୍.ଏମ୍.): ବିଶ୍ୱ ପ୍ରସିଦ୍ଧ ପୁରୀ ରଥଯାତ୍ରା ପାଇଁ ପ୍ରଶାସନ ପକ୍ଷରୁ ନୀତି ନିର୍ଘଣ୍ଟ ଚୂଡ଼ାନ୍ତ ହୋଇଛି । ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ଆଜି ଆୟୋଜିତ ଛତିଶା ନିଯୋଗ ବୈଠକରେ ନୀତି ନିର୍ଘଣ୍ଟ ଚୂଡ଼ାନ୍ତ ହୋଇଛି । ଏହି ବୈଠକରେ ସ୍ନାନ…




















