ଡରାଉଛି ଆନ୍ଧ୍ର ଷ୍ଟ୍ରେନ୍ ; ଅନ୍ୟ ଷ୍ଟ୍ରେନ୍ଠୁ ୧୦ରୁ ହଜାର ଗୁଣ ଅଧିକ ସଂକ୍ରାମକ
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବେଙ୍ଗଲ୍ ଷ୍ଟ୍ରେନ ପରେ ରାଜ୍ୟକୁ ଏବେ ଆନ୍ଧ୍ର ଷ୍ଟ୍ରେନ୍ ଡର । ଆନ୍ଧ୍ର ପଟୁ ଫେରୁଥିବା ପ୍ରବାସୀଙ୍କୁ ନେଇ ବଢ଼ୁଛି ଚିନ୍ତା। ଫଳରେ ପଶ୍ଚିମବଙ୍ଗ ଓ ଆନ୍ଧ୍ର ସହ ଲାଗିଥିବା ଓଡ଼ିଶାର ୬ଟି ଜିଲ୍ଲାର ସୀମାକୁ ସିଲ୍ କରାଯାଇ କଡ଼ାକଡ଼ି ଯାଞ୍ଚ ଆରମ୍ଭ ହୋଇଛି। ଆନ୍ଧ୍ର…









