ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଅନୁଧ୍ୟାନ କଲେ ମୁଖ୍ୟ ଶାସନ ସଚିବ
ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଅନୁଧ୍ୟାନ କଲେ ମୁଖ୍ୟ ଶାସନ ସଚିବ [caption id="attachment_12026" align="alignnone" width="300"] News by Nimain Chrana Mohanty (PURI)[/caption] #ପୁରୀ(ଏନ୍.ଏମ୍.): ଜଗତର ଠାକୁର ଶ୍ରୀ ଜଗନ୍ନାଥଙ୍କ ବଡଦେଉଳର ଉନ୍ନତିକରଣ ନିମନ୍ତେ ଚାଲିଛି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟ । ଏହାକୁ ରାଜ୍ୟସରକାର ଖୁବ…




















