କଟକରେ ୩ଟି ବେଆଇନ ବେକେରୀ ୟୁନିଟ ସିଲ, ୧ଟନ ସାମଗ୍ରୀ ଜବତ
କଟକରେ ୩ଟି ବେଆଇନ ବେକେରୀ ୟୁନିଟ ସିଲ, ୧ଟନ ସାମଗ୍ରୀ ଜବତ କଟକ(ଏନ୍.ଏମ୍.): କୌଣସି ଅନୁମତି ପତ୍ର ନଥାଇ ବିଭିନ୍ନ ବେନାମୀ କମ୍ପାନୀ ନାମରେ ଏହି ଖାଦ୍ୟ ସାମଗ୍ରୀ ବଜାରକୁ ଛାଡ଼ି ଲକ୍ଷ ଲକ୍ଷ ଟଙ୍କା ଲାଭ ନେଉଥିବାବେଳେ ସିଏମସି ପକ୍ଷରୁ ଚଢ଼ାଉ କରାଯାଇଛି । ସୁନ୍ଦର ସୁନ୍ଦର…












