ମୁଣ୍ଡଳୀରେ ହାତୀପଲ ଖୋଜୁଛନ୍ତି ଛୁଆ ଓ ମୁଖିଆକୁ
ମୁଣ୍ଡଳୀରେ ହାତୀପଲ ଖୋଜୁଛନ୍ତି ଛୁଆ ଓ ମୁଖିଆକୁ #କଟକ(ଏନ୍.ଏମ୍.): ମୁଣ୍ଡଳି ବ୍ୟାରେଜ ଠାରେ ଏକ ଦନ୍ତାହାତୀ ଓ ଭାସି ଯାଇଥିବା ଏକ ଛୁଆହାତୀର ମୃତ୍ୟୁ ହୋଇଥିବାବେଳେ ସାଥିରେ ଥିବା ହାତୀପଲ ଏବେ ନରାଜ ଓ ମୁଣ୍ଡଳି ନିକଟରେ ବୁଲିବା ସହ ଛୁଆ ଓ ମୁଖିଆ ହାତୀକୁ ଖୋଜୁଥିବା ଜଣାପଡ଼ିଛି…




