ଡାଳିଯୋଡ଼ା ଜଙ୍ଗଲରେ ଅବାଧ ବନ୍ୟଜନ୍ତୁ ଶିକାର:ଚମଡ଼ା ଓ ମାଂସ ସହ ୨ ଗିରଫ
ଡାଳିଯୋଡ଼ା ଜଙ୍ଗଲରେ ଅବାଧ ବନ୍ୟଜନ୍ତୁ ଶିକାର:ଚମଡ଼ା ଓ ମାଂସ ସହ ୨ ଗିରଫ ଟାଙ୍ଗୀ-ଚୌଦ୍ୱାର(ଏନ୍.ଏମ୍.): ଜଙ୍ଗଲ କିସମ ଜମିକୁ ଜବରଦଖଲ କରି ବେଆଇନ୍ ଫାର୍ମ ହାଉସ୍ ସହ ମାଙ୍କଡ଼ା ପଥର କାଟିବାର ଅପଖ୍ୟାତି ଅର୍ଜନ କରିଥିବା କଟକ ବନଖଣ୍ଡ ଡାଳିଯୋଡ଼ା ରେଞ୍ଜ ଅଧୀନସ୍ଥ ଟାଙ୍ଗୀ ଅଞ୍ଚଳରେ ଅବାଧ ବନ୍ୟଜନ୍ତୁ ଶିକାର ଘଟଣା ଚର୍ଚ୍ଚାକୁ ଆସିଛି । ଏକ ମୃତ ହରିଣର ଚମଡ଼ା ଓ ମାଂସ ଜବତ ସହ ୨ଜଣ ଗିରଫ ହେବା ଗୁରୁବାର ସାଧାରଣରେ ଆଲୋଡ଼ନ ସୃଷ୍ଟି…
