ଗୁପ୍ତ ତଥ୍ୟ ପ୍ରଘଟ ଅଭିଯୋଗରେ ଡିଆରଡିଓର ୪ ଠିକା କର୍ମଚାରୀ ଗିରଫ
ଗୁପ୍ତ ତଥ୍ୟ ପ୍ରଘଟ ଅଭିଯୋଗରେ ଡିଆରଡିଓର ୪ ଠିକା କର୍ମଚାରୀ ଗିରଫ ବାଲେଶ୍ୱର(ଏନ୍.ଏମ୍.): ଦେଶର ଗୁରୁତ୍ୱପୂର୍ଣ୍ଣ ତଥ୍ୟକୁ ଶତ୍ରୁ ହାତକୁ ଟେକି ଦେଇ ଅର୍ଥ ରୋଜଗାର କରିବା ପ୍ରବୃତ୍ତି ଧିରେ ଧିରେ ବୃଦ୍ଧି ପାଇବାରେ ଲାଗିଛି । ଏଭଳି ବେଇମାନ କାର୍ଯ୍ୟରେ ଲିପ୍ତ ଥିବା ଦେଶର କିଛି ବ୍ୟକ୍ତିଙ୍କ…



