ସାମ୍ବାଦିକଙ୍କ ପିତୃ ବିୟୋଗ
ସାମ୍ବାଦିକଙ୍କ ପିତୃ ବିୟୋଗ ଚୌଦ୍ୱାର(ଏନ୍.ଏମ୍.): ଏକୈଶ୍ୱରବାଦର ପ୍ରବର୍ତ୍ତକ, ସର୍ବ ପ୍ରଥମ ହାତଲେଖା ସମ୍ବାଦପତ୍ର ‘କୁଜିବର ପତ୍ର’ର ପ୍ରଣେତା ମହାନ୍ ସନ୍ଥ ସାଧୁସୁନ୍ଦର ଦାସ( ସୁନ୍ଦରା ବାବା)ଙ୍କ ଶିଷ୍ୟ ପରିବାରର ସଦସ୍ୟ ତଥା ସାମ୍ବାଦିକ ମହେନ୍ଦ୍ର ବିଶ୍ୱାଳଙ୍କ ପିତା କ୍ଷୀରୋଦ ଚନ୍ଦ୍ର ବିଶ୍ୱାଳଙ୍କର ୯୨ ବର୍ଷ ବୟସରେ ପରଲୋକ ହୋଇ…







