ବନ୍ୟା ବିଭିଷିକା: ବର୍ଷା ପରେ ବି ସୁଧୁରିନି ନରସିଂପୁର ଅବସ୍ଥା
ବନ୍ୟା ବିଭିଷିକା: ବର୍ଷା ପରେ ବି ସୁଧୁରିନି ନରସିଂପୁର ଅବସ୍ଥା ନରସିଂପୁର (ଏନ୍.ଏମ୍.): ଲଘୁଚାପଜନିତ ଲଗାଣ ବର୍ଷାରେ ସାରା ରାଜ୍ୟରେ ଉତ୍ପାତ ବଢିଚାଲି ଥିବା ବେଳେ ନରସିଂପୁର ବ୍ଲକ ସେଥିରୁ ବାଦ ପଡିନି । ଦୀର୍ଘ ତିନିଦିନ ଧରି ଲାଗି ରହିଥିବା ଲଗାଣ ବର୍ଷା ରେ ସାରା ଜୀବନ…

