ଆରପାରିରେ ଡାକ୍ତର ଗଦାଧର ଷଡ଼ଙ୍ଗୀ
ଆରପାରିରେ ଡାକ୍ତର ଗଦାଧର ଷଡ଼ଙ୍ଗୀ କଟକ(ଏନ୍.ଏମ୍.): ସୁନାମଧନ୍ୟ ବିଶିଷ୍ଟ ଶିଶୁରୋଗ ବିଶେଷଜ୍ଞ ଡାକ୍ତର ଗଦାଧର ଷଡ଼ଙ୍ଗୀଙ୍କ ବିୟୋଗ ହୋଇଯାଇଛି । ସେ ହୃଦଘାତ ଜନିତ ଚିକିତ୍ସାଧିନ ଥିବାବସ୍ଥାରେ ଆଜି ଅପରାହ୍ନରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ମୃତ୍ୟୁ ହୋଇଥିଲା । ସ୍ୱର୍ଗତ ଷଡଙ୍ଗୀଙ୍କ ପୁତ୍ର-ପୁତ୍ରବଧୁମାନେ ଦେଶ ବାହାରେ ରହୁଥିବାରୁ…


