ଔଷଧ ଗୋଦାମ ଘରେ ଅଗ୍ନିକାଣ୍ଡ
ଲକ୍ଷାଧିକ ଟଙ୍କାର ସାମଗ୍ରୀ ପାଉଁଶ
କଟକ(ଏନ୍.ଏମ୍.): ହାଇକୋର୍ଟ ଛକ ସ୍ଥିତ ଏକ ଔଷଧ ଗୋଦାମ ଘରେ ଭୟାବହ ଅଗ୍ନିକାଣ୍ଡ ଘଟିଛି ଅଗ୍ନିକାଣ୍ଡ ଯୋଗୁଁ ଗୋଦାମରେ ଥିବା ବିଭିନ୍ନ ମୂଲ୍ୟବାନ ଔଷଧ ଜଳି ପୋଡି ପାଉଁଶ ହୋଇଯାଇଛି । ଘଟଣା ସ୍ଥଳରେ ଅଗ୍ନିଶମ ବିଭାଗ ଦମକଳ ଗାଡି ପହଞ୍ôଚ ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା ଜାରି ରଖିଛି ମିଳିଥିବା ସୂଚନା ଅନୁଯାୟୀ, ହାଇକୋର୍ଟ ଛକ ନିକଟରେ ଏକ ଔଷଧ ଗୋଦାମ ଘର ରହିଛି । ବୁଧବାର ସନ୍ଧ୍ୟାରେ ହଠାତ କୌଣିସ କାରଣ ବଶତଃ ଅଗ୍ନିକାଣ୍ଡ ଘଟିଥିଲା ଅଗ୍ନିକାଣ୍ଡ ଯୋଗୁଁ ୧୦ରୁ ୧୫ ଲକ୍ଷ ଟଙ୍କାର ମୂଲ୍ୟବାନ ଔଷକ୍ଷ ପୋଡି ପାଉଁଶ ହୋଇଯାଇଛି । ଖବର ପାଇ ବକ୍ସିବଜାର ଅଗ୍ନିଶମ ବିଭାର କର୍ମଚାରୀ ପହଞ୍ଚÒ ନିଆଁକୁ ଅୟତ୍ତ କରିବା ଲାଗି ଚେଷ୍ଟା ଜାରି ରଖିଛନ୍ତି