କଟକରେ ଯୁବ କଂଗ୍ରେସ ପକ୍ଷରୁ ଶୁଖିଲା ଖାଦ୍ୟ ବଣ୍ଟନ
କଟକରେ ଯୁବ କଂଗ୍ରେସ ପକ୍ଷରୁ ଶୁଖିଲା ଖାଦ୍ୟ ବଣ୍ଟନ କଟକ (ଏନ୍.ଏମ୍.): ସମ୍ପ୍ରତି ମହାମାରୀ କରୋନା ଯୋଗୁଁ ଲକଡାଉନ ଓ ସଟ ଡାଉନ ଯୋଗୁଁ ଲୋକେ ନାହିଁ ନଥିବା ହଇରାଣ ହେଉଥିବାବେଳେ ଯୁବକଂଗ୍ରେସ ପକ୍ଷରୁ ଶୁଖିଲା ଖାଦ୍ୟ ବିତରଣ କରାଯାଇଛି । ସହରରେ ଗରିବ, ଦିନ ମଜୁରିଆ ଲୋକେ କାମଧନ୍ଦା ନପାଇ ରୋଜଗାର ହରାଇବା ଯୋଗୁଁ ନାହିଁ ନଥିବା ଅବସ୍ଥାରେ ଚଳୁଛନ୍ତି । ଦୁଇ ଓଳି ଦୁଇ ମୁଠା ଖାଇବାକୁ ପାଉ ନାହାନ୍ତି । ଏଭଳି ଦୁର୍ଦ୍ଦିନ…
