କଟକରେ ପୁଣି ଅଘଟଣ: ବାଦାମବାଡ଼ିରେ ଫାଟିଲା ପାଣି ପାଇପ
କଟକରେ ପୁଣି ଅଘଟଣ: ବାଦାମବାଡ଼ିରେ ଫାଟିଲା ପାଣି ପାଇପ #କଟକ(ଏନ୍.ଏମ୍.): ସମ୍ପ୍ରତି କଟକ ସହରରେ ଗୋଟିଏ ପରେ ଗୋଟିଏ ଅଘଟଣ ଘଟି ଚାଲିଛି । ବିଭାଗୀୟ ଅଧିକାରୀମାନଙ୍କ ଖାମଖିଆଲି ନୀତି ଯୋଗୁଁ ଦୁର୍ଦ୍ଦଶା ଭୋଗୁଛନ୍ତି ସହରବାସୀ । ଗତ ବୁଧବାରଦିନ ସିଏମସି ଅନ୍ତର୍ଗତ ରାଜାବଗିଚା ଅଞ୍ଚଳରେ ଜନସ୍ୱାସ୍ଥ୍ୟ ବିଭାଗର…












