ଇମ୍ଫାର ୬୦ତମ ପ୍ରତିଷ୍ଠା ଦିବସ ଉପଲକ୍ଷେ ୪୦୭ଜଣ ବ୍ୟକ୍ତିଙ୍କୁ କୋଭିଡ ଟୀକା ପ୍ରଦାନ

ଇମ୍ଫାର ୬୦ତମ ପ୍ରତିଷ୍ଠା ଦିବସ ଉପଲକ୍ଷେ ୪୦୭ଜଣ ବ୍ୟକ୍ତିଙ୍କୁ କୋଭିଡ ଟୀକା ପ୍ରଦାନ ଚୌଦ୍ୱାର(ଏନ୍‌.ଏମ୍‌.): ଚୌଦ୍ୱାରସ୍ଥିତ ଇମ୍ଫା ଶିଳ୍ପଗୋଷ୍ଠୀର ୬୦ତମ ପ୍ରତିଷ୍ଠା ଦିବସ ଉପଲକ୍ଷେ ୪୦୭ଜଣ ବ୍ୟକ୍ତିଙ୍କୁ କୋଭିଡ ଟୀକା ପ୍ରଦାନ କରାଯାଇଛି । ଇମ୍ଫାର ସାମାଜିକ ଓ ଦାୟିତ୍ୱବୋଧ ଶାଖା ତରଫରୁ ଚୌଦ୍ୱାର ଯାତ୍ରା ପଡ଼ିଆରେ ଅବସ୍ଥିତ ୟୁନିଅନ୍ ସ୍ପୋର୍ଟିଙ୍ଗ୍ କ୍ଲବ୍ ପରିସରରେ ଏକ କୋଭିଡ଼ ଟୀକାକରଣ କେନ୍ଦ୍ର କରାଯାଇ ଚୌଦ୍ୱାର ଅଞ୍ଚଳବାସୀଙ୍କୁ ଟୀକା ପ୍ରଦାନ କରାଯାଇଥିଲା । ଏହି ଟୀକାକରଣ କାର୍ଯ୍ୟକ୍ରମରେ ଚୌଦ୍ୱାରର ପୂର୍ବତନ…

Read More

ବାରବାଟୀ-କଟକ ବିଧାୟକଙ୍କ ଦ୍ୱାରା ବସ୍ତି ବାସିନ୍ଦାଙ୍କୁ କମ୍ବଳ ବଣ୍ଟନ

ବାରବାଟୀ-କଟକ ବିଧାୟକଙ୍କ ଦ୍ୱାରା ବସ୍ତି ବାସିନ୍ଦାଙ୍କୁ କମ୍ବଳ ବଣ୍ଟନ କଟକ(ଏନ୍‌.ଏମ୍‌.): କଟକ ମହାନଗର ନିଗମ ଅନ୍ତର୍ଗତ ୩ ନମ୍ବର ୱାର୍ଡ ଷଣ୍ଢ ଆଶ୍ରମ ସ୍ଥିତ ବସ୍ତି, ୭ ନମ୍ବର ୱାର୍ଡର ଇଦ୍‌ଘା ଓ ୨୬ ନମ୍ବର ୱାର୍ଡର କାଠଗଡା ସାହି ଆଦି ବସ୍ତି ଅଞ୍ଚଳର ବାସିନ୍ଦାଙ୍କ ମଧ୍ୟରେ ବାରବାଟୀ-କଟକ ବିଧାୟକ ଇଂ ମହମ୍ମଦ ମୋକିମ ଶୀତବସ୍ତ୍ର ବିତରଣ କରିଛନ୍ତି । ବସ୍ତିର ଗରିବ, ଅସହାୟ, ବରିଷ୍ଠ ବୃଦ୍ଧ–ବୃଦ୍ଧାମାନଙ୍କୁ କମ୍ବଳ ପ୍ରଦାନ କରିଥିଲେ । କଟକ ସହରରେ ଅନେକ…

Read More

୨୬ରୁ ୨୮ ଏସସିବି ପ୍ଲାଟିନମ ଜୁବୁଲି ଉଦଯାପନୀ: ଭର୍ଚୁଆଲ ପ୍ଲାଟଫର୍ମରେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ

୨୬ରୁ ୨୮ ଏସସିବି ପ୍ଲାଟିନମ ଜୁବୁଲି ଉଦଯାପନୀ: ଭର୍ଚୁଆଲ ପ୍ଲାଟଫର୍ମରେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ କଟକ(ଏନ୍‌.ଏମ୍‌.): ଦୀର୍ଘ ୭୫ଦିନ ଧରି ଚାଲିଥିବା ଶ୍ରୀରାମ ଚନ୍ଦ୍ର ଭଞ୍ଜ ମେଡିକାଲ କଲେଜର ପ୍ଲାଟିନମ ଜୁବୁଲି ଓ ଏସସିବିଆନ ଗ୍ଲୋବାଲ କନକ୍ଲେଭ ଉଦଯାପିତ ହେବାକୁ ଯାଉଛି । ଆସନ୍ତା ୨୬ରୁ ୨୮ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ଉଦଯାପନୀ କାର୍ଯ୍ୟକ୍ରମ ଆରମ୍ଭ ହେବ । ୨୬ ତାରିଖରେ ଭର୍ଚୁଆଲ ମୋଡରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅତିଥି ଭାବେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି…

Read More

‘ଓମ୍‌ସା’ର ୬୮ତମ ବାର୍ଷିକ ସମ୍ମିଳନୀ

‘ଓମ୍‌ସା’ର ୬୮ତମ ବାର୍ଷିକ ସମ୍ମିଳନୀ କେବଳ ଦେହର ଚିକିତ୍ସା ନୁହେଁ, ଆତ୍ମାର ଚିକିତ୍ସା ମଧ୍ୟ ଜରୁରୀ: ରାଜ୍ୟପାଳ ଭୁବନେଶ୍ୱର(ଏନ୍‌.ଏମ୍‌.): ମଣିଷ ବସ୍ତୁତଃ ଏକ ଆତ୍ମା ଯେ ଦେହରେ ଅବସ୍ଥାନ କରେ । କେବଳ ଦେହର ଚିକିତ୍ସା ନୁହେଁ, ଆତ୍ମା ଓ ମନର ଚିକିତ୍ସା ଏକାନ୍ତ ଜରୁରୀ ବୋଲି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ପ୍ରକାଶ କରିଛନ୍ତି । ଓଡ଼ିଶା ମେଡିକାଲ ସର୍ଭିସେସ୍ ଆସୋସିଏସନ୍ (ଓମ୍‌ସା)ର ୬୮ତମ ବାର୍ଷିକ ଉତ୍ସବରେ ଯୋଗଦେଇ ରାଜ୍ୟପାଳ ପ୍ରଫେସର ଲାଲ କହିଲେ ଯେ…

Read More

ସମଗ୍ର ଦେଶର ମତ୍ସ୍ୟ କ୍ଷେତ୍ରରେ ‘ଶ୍ରେଷ୍ଠ ପ୍ରଦର୍ଶନକାରୀ ସାମୁଦ୍ରିକ ଜିଲ୍ଲା’ ଭାବେ ପୁରସ୍କୃତ ହେଲା ବାଲେଶ୍ୱର ଜିଲ୍ଲା

ସମଗ୍ର ଦେଶର ମତ୍ସ୍ୟ କ୍ଷେତ୍ରରେ ‘ଶ୍ରେଷ୍ଠ ପ୍ରଦର୍ଶନକାରୀ ସାମୁଦ୍ରିକ ଜିଲ୍ଲା’ ଭାବେ ପୁରସ୍କୃତ ହେଲା ବାଲେଶ୍ୱର ଜିଲ୍ଲା ଭୁବନେଶ୍ୱର/ବାଲେଶ୍ୱର(ଏନ୍‌.ଏମ୍‌.): ଭୁବନେଶ୍ୱରଠାରେ ଭାରତ ସରକାରଙ୍କର ମତ୍ସ୍ୟ, ପ୍ରାଣୀସମ୍ପଦ ଓ ଗୋପାଳନ ବିଭାଗ ଆନୁକୂଲ୍ୟରେ ଆୟୋଜିତ ବିଶ୍ୱ ମତ୍ସ୍ୟ ଦିବସ-୨୦୨୧ ପାଳନ ଅବସରରେ ବାଲେଶ୍ୱର ଜିଲ୍ଲାକୁ ଶ୍ରେଷ୍ଠ ସାମୁଦ୍ରିକ ଜିଲ୍ଲା ଭାବେ ସମ୍ମାନ ପ୍ରଦାନ କରାଯାଇଛି । ଏହା ଫଳରେ ଓଡ଼ିଶା ମତ୍ସ୍ୟକ୍ଷେତ୍ରରେ ଆଉ ଏକ ମାଇଲ ଖୁଣ୍ଟ ଅତିକ୍ରମ କରି ଅନ୍ୟ ଏକ ସମ୍ମାନଜନକ ଜାତୀୟସ୍ତରର ମତ୍ସ୍ୟ ସମ୍ପଦ…

Read More

କିଶୋରୀ ବାଳିକାମାନଙ୍କ ନିମନ୍ତେ ରାଜ୍ୟସ୍ତରୀୟ ‘ଅଦ୍ୱିକା’ ସମ୍ମିଳନୀ

କିଶୋରୀ ବାଳିକାମାନଙ୍କ ନିମନ୍ତେ ରାଜ୍ୟସ୍ତରୀୟ ‘ଅଦ୍ୱିକା’ ସମ୍ମିଳନୀ ଭୁବନେଶ୍ୱର(ଏନ୍‌.ଏମ୍‌.): କିଶୋରୀ ବାଳିକାମାନଙ୍କ ସାମଗ୍ରିକ ବିକାଶ ଏବଂ ବିଭିନ୍ନ ପ୍ରସଙ୍ଗରେ ସେମାନଙ୍କ ମଧ୍ୟରେ ସାମାଜିକ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ମହିଳା ଓ ଶିଶୁବିକାଶ ବିଭାଗ ପକ୍ଷରୁ ୨୦୨୦ ମସିହା ଅକେଫାବର ୧୧ତାରିଖରେ ଆରମ୍ଭ ହୋଇଥିବା ‘ଅଦ୍ୱିକା’ କାର୍ଯ୍ୟକ୍ରମକୁ ଇତି ମଧ୍ୟରେ ଏକ ବର୍ଷ ପୂର୍ତ୍ତି ହୋଇଛି । ଏହି ପରିପ୍ରେକ୍ଷୀରେ ଶିଶୁ ଅଧିକାର ସପ୍ତାହର ଶେଷ ଦିନରେ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ଅଙ୍ଗନବାଡ଼ି ସେବାରେ…

Read More

‘ଆଶୀର୍ବାଦ’ ଯୋଜନାର ସଫଳ ପରିଚାଳନା ପାଇଁ ଏମଆଇଏସ ପୋର୍ଟାଲ ଲୋକାର୍ପିତ

‘ଆଶୀର୍ବାଦ’ ଯୋଜନାର ସଫଳ ପରିଚାଳନା ପାଇଁ ଏମଆଇଏସ ପୋର୍ଟାଲ ଲୋକାର୍ପିତ କୋଭିଡ୍‌ରେ ପ୍ରଭାବିତ ଶିଶୁମାନଙ୍କୁ ଆର୍ଥିକ ସହାୟତା ସହ ମାନସିକ ଓ ସାମାଜିକ ସହାୟତା ପ୍ରଦାନ ଉପରେ ବିଶେଷ ଗୁରୁତ୍ୱ ଭୁବନେଶ୍ୱର(ଏନ୍‌.ଏମ୍‌.): ଚଳିତ ନଭେମ୍ବର ୧୪ରୁ ୨୦ ତାରିଖ ପର୍ଯ୍ୟନ୍ତ ଶିଶୁ ଅଧିକାର ସପ୍ତାହ ପାଳନ ଅବସରରେ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ଆଜି ‘ଆଶୀର୍ବାଦ’ ଯୋଜନାର ସଫଳ ଅନ୍‌ଲାଇନ୍ ପରିଚାଳନା ପାଇଁ (ଏମ୍‌ଆଇଏସ୍‌) ପୋର୍ଟାଲ ଲୋକାର୍ପିତ ହୋଇଛି । ୧ ଏପ୍ରିଲ ୨୦୨୦ରୁ…

Read More

କଟକରେ ସଫେଇ କର୍ମଚାରୀଙ୍କ କଲ୍ୟାଣ ନିମନ୍ତେ ସଦସ୍ୟ ଜାତୀୟ ଆୟୋଗଙ୍କ କଟକ ଆଗମନ

କଟକରେ ସଫେଇ କର୍ମଚାରୀଙ୍କ କଲ୍ୟାଣ ନିମନ୍ତେ ସଦସ୍ୟ ଜାତୀୟ ଆୟୋଗଙ୍କ କଟକ ଆଗମନ କଟକ(ଏନ୍‍ଏମ୍‍.): ଜାତୀୟ ଆୟୋଗ ସଦସ୍ୟ ସଫେଇ କର୍ମଚାରୀ ଡକ୍ଟର ପି.ପି. ଭାଭା କଟକ ମହାନଗର ନିଗମ ସଫେଇ କର୍ମଚାରୀଙ୍କ ସମ୍ପର୍କରେ ଏକ ସମୀକ୍ଷା କରିଛନ୍ତି । ମହାନଗର ନିଗମ ଏମଏସ ଆକ୍ଟ ୨୦୧୩ର କାର୍ଯ୍ୟକାରିତାକୁ ସମୀକ୍ଷା କରିବା ପାଇଁ ସେ କଟକ ଆସିଥିଲେ । ଏହି ଅବସରରେ ସଫେଇ କର୍ମଚାରୀ ୟୁନିଅନର ପ୍ରତିନିଧିଙ୍କୁ ଭେଟି ସେମାନଙ୍କ ଦ୍ୱାରା ଉଠାଯାଇଥିବା ଦାବି ଏବଂ ପ୍ରସଙ୍ଗ…

Read More

ସ୍ୱାସ୍ଥ୍ୟକେନ୍ଦ୍ର ସମସ୍ୟା ନେଇ ସ୍ୱାସ୍ଥ୍ୟବିଭାଗକୁ ଦାବି ଜଣାଇଲା ଉତ୍କଳ ବିକାଶ ପରିଷଦ

ସ୍ୱାସ୍ଥ୍ୟକେନ୍ଦ୍ର ସମସ୍ୟା ନେଇ ସ୍ୱାସ୍ଥ୍ୟବିଭାଗକୁ ଦାବି ଜଣାଇଲା ଉତ୍କଳ ବିକାଶ ପରିଷଦ କଟକ (ଏନ୍‍.ଏମ୍‍.): କଟକ ସଦରର ସାମାଜିକ ସଙ୍ଗଠନ ଉତ୍କଳ ବିକାଶ ପରିଷଦ ପକ୍ଷରୁ ଉପଯୁକ୍ତ ସ୍ୱାସ୍ଥ୍ୟସେବା ଯଥା କିଶନନଗର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଗୋଷ୍ଟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପରିଣତ, ଆବଶ୍ୟକ ଅନୁଯାୟୀ ଡାକ୍ତର, ସ୍ୱାସ୍ଥ୍ୟକର୍ମୀ ନିଯୁକ୍ତି, ଶଯ୍ୟା ସଂଖ୍ୟା ବୃଦ୍ଧି, ଉନ୍ନତ ମାନର ଯନ୍ତ୍ରପାତି ଉପଲବ୍ଧ କରାଯିବ ଏବଂ ୨୪ ଘଣ୍ଟିଆ ସ୍ୱାସ୍ଥ୍ୟ ସେବା ପ୍ରଦାନ ଆଦି ସମସ୍ୟା ନେଇ ସ୍ୱାସ୍ଥ୍ୟବିଭାଗକୁ ଦାବି କରାଯାଇଛି…

Read More

କଟକରେ କାର୍ତ୍ତିକ ପୂର୍ଣ୍ଣିମା ପାଇଁ କଟକଣା ସମ୍ପର୍କରେ ସୂଚନା ଦେଲେ ଡିସିପି

କଟକରେ କାର୍ତ୍ତିକ ପୂର୍ଣ୍ଣିମା ପାଇଁ କଟକଣା ସମ୍ପର୍କରେ ସୂଚନା ଦେଲେ ଡିସିପି #କଟକ(ଏନ୍‌.ଏମ୍‌.): କରୋନା ସଂକ୍ରମଣ ଦୃଷ୍ଟିରୁ ଚଳିତ ବର୍ଷ କାର୍ତ୍ତିକ ପୂର୍ଣ୍ଣିମା, ବୋଇତବନ୍ଦାଣ ଓ ବିଭିନ୍ନ ସ୍ଥାନରେ ହେଉଥିବା ବାଲିଯାତ୍ରା ଉପରେ କଟକଣା ଲାଗିଛି । ସାମୁହିକ ଭାବେ ବୁଡ଼ପକାଇବା ଡଙ୍ଗା ଭସାଇବା ଉପରେ ମଧ୍ୟ କଟକଣା ରହିଛି । ଏପରିକି ସର୍ବସାଧାରଣ ସ୍ଥାନରେ କେହି ବୁଡ଼ ପକାଇ ପାରିବେ ନାହିଁ ବୋଲି ସ୍ୱତନ୍ତ୍ର ରିଲିଫ କମିଶନର(ଏସଆରସି) ଗାଇଡଲାଇନ ଜାରି କରିଛନ୍ତି । ତେବେ ଏ…

Read More

କଟକରେ ପୁଣି ଅଭାବନୀୟ ଘଟଣା : ଟ୍ରଲିରେ ବୁହାହେଲା ଶବ

କଟକରେ ପୁଣି ଅଭାବନୀୟ ଘଟଣା : ଟ୍ରଲିରେ ବୁହାହେଲା ଶବ କଟକ(ଏନ୍‌.ଏମ୍‌.): ସମ୍ପ୍ରତି ରାଜ୍ୟସରକାର ଗୋଟିଏ ପରେ ଗୋଟିଏ ଜନହିତକର ଯୋଜନା ପ୍ରଣୟନ କରିଛନ୍ତି । ଏଥିପାଇଁ କୋଟି କୋଟି ଟଙ୍କା ମଧ୍ୟ ବ୍ୟୟ କରୁଛନ୍ତି । କିନ୍ତୁ ବିଭିନ୍ନ ବିଭାଗରେ ଥିବା ଅଧିକାରୀ ଓ କର୍ମଚାରୀଙ୍କ ଯୋଗୁ ସରକାରୀ ଯୋଜନା ଦିଗହରା ହେବାରେ ଲାଗିଛି । ରାଜ୍ୟସରକାର ଏନ୍ତୁଡିଶାଳଠାରୁ ଶ୍ମଶାନ ପର୍ଯନ୍ତ ରାଜ୍ୟ ସରକାରଙ୍କ ଜନସାଧାରଣଙ୍କ ନିମନ୍ତେ ଅନେକ ଯୋଜନା ପ୍ରଣୟନ କରିଛନ୍ତି । ଏହାଦ୍ୱାରା…

Read More

ପଞ୍ଚୁକ ପାଇଁ ଧବଳେଶ୍ୱର ପୀଠରେ ୧୪୪ ଧାରା: ବିନା ଶ୍ରଦ୍ଧାଳୁରେ ନୀତିକାନ୍ତି

ପଞ୍ଚୁକ ପାଇଁ ଧବଳେଶ୍ୱର ପୀଠରେ ୧୪୪ ଧାରା: ବିନା ଶ୍ରଦ୍ଧାଳୁରେ ନୀତିକାନ୍ତି ଆଠଗଡ଼(ଏନ୍‌.ଏମ୍‌.): ଆଜିଠୁ ଆରମ୍ଭ ହେଉଛି କାର୍ତ୍ତିକ ମାସ ପଞ୍ଚୁକ ବ୍ରତ । ପଞ୍ଚୁକ ଅବସରରେ କଟକ ଜିଲ୍ଲା ଆଠଗଡ଼ ବ୍ଲକ ଅନ୍ତର୍ଗତ ଧବଳେଶ୍ୱର ପୀଠରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥାଏ । ମାତ୍ର ସମ୍ପ୍ରତି କରୋନା କଟକଣା ପାଇଁ ଆଠଗଡ଼ର ବାବା ଧବଳେଶ୍ୱର ପୀଠରେ ଭକ୍ତଙ୍କ ଗହଳି ରୋକିବାକୁ ପ୍ରଶାସନ ପକ୍ଷରୁ ୧୪୪ ଧାରା ଜାରି କରାଯାଇଛି । ତେବେ ଭକ୍ତଙ୍କ ପାଇଁ କଟକଣା…

Read More