ଲିଙ୍ଗ ନିରୂପଣ ଓ ହତ୍ୟା ଅଭିଯୋଗରେ ଏକ ଡାଇଗ୍ନୋଷ୍ଟିକ ଉପରେ ପୁଲିସର ଚଢାଉ: ୨ଗିରଫ

ଲିଙ୍ଗ ନିରୂପଣ ଓ ହତ୍ୟା ଅଭିଯୋଗରେ ଏକ ଡାଇଗ୍ନୋଷ୍ଟିକ ଉପରେ ପୁଲିସର ଚଢାଉ: ୨ଗିରଫ କଟକ(ଏନ୍‌.ଏମ୍‌.): ଲିଙ୍ଗନିରୂପଣ ଓ ହତ୍ୟା ଦଣ୍ଡନୀୟ ଅପରାଧ ହୋଇଥିବାବେଳେ କଟକର ଏକ ଘରୋଇ ନର୍ସିଂହୋମରେ ଏହା ବେଧଡକରେ ଚାଲିଥିଲା । ସ୍ଥାନୀୟ ମଙ୍ଗଳାବାଗ କାଠଗୋଲା ସାହି ସ୍ଥିତ ଏକ ଡାଇଗ୍ନୋଷ୍ଟିକ ସେଣ୍ଟରରେ ଲିଙ୍ଗ ନିରୁପଣ ଚାଲିଥିବାବେଳେ ଖବର ପାଇ ମଙ୍ଗଳାବାଗ ଥାନା ପୁଲିସ ଚଢାଉ କରିଥିଲା । ଏହି ଚଢ଼ାଉ ସମୟରେ ସେଠାରୁ ଲିଙ୍ଗ ନିରୁପଣ ଯନ୍ତ୍ରାଂଶ ଜବତ କରାଯିବା ସହ…

Read More

ଡାକ୍ତର ରଜତ ରାୟ ହେଲେ ଆଇଏମଏର ନୂତନ ସଭାପତି, ଆସନ୍ତା ଫେବ୍ରୁଆରୀ ୧୯ରେ ନେବେ ଦାୟିତ୍ୱ

ଡାକ୍ତର ରଜତ ରାୟ ହେଲେ ଆଇଏମଏର ନୂତନ ସଭାପତି, ଆସନ୍ତା ଫେବ୍ରୁଆରୀ ୧୯ରେ ନେବେ ଦାୟିତ୍ୱ କଟକ(ଏନ୍‌.ଏମ୍‌.): ଇଣ୍ଡିଆନ ମେଡିକାଲ ଆସୋସିଏସନ (ଆଇଏମଏ) ଓଡ଼ିଶା ବ୍ରାଞ୍ଚର ନୂତନ ସଭାପତି ଭାବେ ଡାକ୍ତର ରଜତ କୁମାର ରାୟ ନିର୍ବାଚିତ ହୋଇଛନ୍ତି । ସଭାପତି ପଦବୀରେ ଡା. ରାୟଙ୍କ କାର୍ଯ୍ୟକାଳ ୨୦୨୨-୨୩ ଗୋଟିଏ ବର୍ଷ ଲାଗି ରହିବ । ଚଳିତ ବର୍ଷ ଆଇଏମଏ ନିର୍ବାଚନର ବାଲଟ ପେପର ରବିବାର ଗଣତି କରାଯାଇଥିଲା । ତେବେ ସଭାପତି ପଦବୀରେ ଡାକ୍ତର ରାୟ…

Read More

ସିଏମସି ୪୮ନମ୍ବର ୱାର୍ଡରେ ମହିଳା ସୁରକ୍ଷା ଓ ସଶକ୍ତିକରଣ ସଚେତନତା କର୍ମଶାଳା

ସିଏମସି ୪୮ନମ୍ବର ୱାର୍ଡରେ ମହିଳା ସୁରକ୍ଷା ଓ ସଶକ୍ତିକରଣ ସଚେତନତା କର୍ମଶାଳା ଜଗତପୁର(ଏନ୍‌.ଏମ୍‌.): ଜଗତପୁର ଆଞ୍ଚଳିକ ସାମାଜିକ ସଂଗଠନ ପକ୍ଷରୁ ଜଗତପୁର ୪୮ନମ୍ବର ୱାର୍ଡର ଭୁବନପୁର ଗୋଷ୍ଠୀ କେନ୍ଦ୍ର ଗୃହରେ ମହିଳା ସୁରକ୍ଷା ଓ ସଶକ୍ତିକରଣ ସମ୍ପର୍କିତ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ସଂଗଠନ ସଭାପତି ହରିହର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସଭାରେ ଜଗତପୁର ଅଞ୍ଚଳର ବିଭିନ୍ନ ମହିଳା ସଂଗଠନର ପ୍ରତିନିଧି, ବସ୍ତିସଂଘର ସଭାପତି, ଆରୋଗ୍ୟ କଲ୍ୟାଣ ସମିତି, ସ୍ୱଛ ସାଥୀ, ଜଳ ସାଥିଙ୍କ…

Read More

କଟକ ସହରରୁ ପୁଣି ୬୦୧ ନୂଆ ପଜିଟିଭ ଚିହ୍ନଟ: କରୋନା ମୁକାବିଲା ପାଇଁ ଏସସିବି ପ୍ରସ୍ତୁତ

କଟକ ସହରରୁ ପୁଣି ୬୦୧ ନୂଆ ପଜିଟିଭ ଚିହ୍ନଟ: କରୋନା ମୁକାବିଲା ପାଇଁ ଏସସିବି ପ୍ରସ୍ତୁତ କଟକ(ଏନ୍‌.ଏମ୍‌.): ରାଜ୍ୟରେ ଦୈନିକ କରୋନା ସଂକ୍ରମଣ ଲମ୍ବଡିଆଁ ମାରୁଥିବାବେଳେ କଟକ ମଧ୍ୟ ପଛରେ ରହିନାହିଁ । ପ୍ରତିଦିନ ସହରରୁ ଶତାଧିକ ନୂତନ ସଂକ୍ରମିତ ଚିହ୍ନଟ ହେଉଛନ୍ତି । ଫଳରେ ସିଏମସି କର୍ତ୍ତୃପକ୍ଷ ବାଧ୍ୟ ହୋଇ କଟକଣାକୁ କଡ଼ାକଡ଼ି କରିବା ସହ ଏକାଧିକ ସଂକ୍ରମିତ ଚିହ୍ନଟ ହେଉଥିବା ଅଞ୍ଚଳକୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ ଘୋଷଣା କରିଚାଲିଛି । ତେବେ ଆଜି କଟକ…

Read More

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ କୋଭିଡ ସମୀକ୍ଷା: ଜନସାଧାରଣଙ୍କ ଜୀବିକା ଉପରେ ପ୍ରଭାବ ନପକାଇ ଉଚିତ ମାତ୍ରାରେ କଟକଣା ଜାରି କରିବାକୁ ପରାମର୍ଶ

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ କୋଭିଡ ସମୀକ୍ଷା ଜନସାଧାରଣଙ୍କ ଜୀବିକା ଉପରେ ପ୍ରଭାବ ନପକାଇ ଉଚିତ ମାତ୍ରାରେ କଟକଣା ଜାରି କରିବାକୁ ପରାମର୍ଶ ଭୁବନେଶ୍ୱର(ଏନ୍‌.ଏମ୍‌.): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍‌ଫରେନ୍‌ସିଂ ମାଧ୍ୟମରେ ରାଜ୍ୟର ବିଭିନ୍ନ ବିଭାଗର ମୁଖ୍ୟ ପଦାଧିକାରୀ ଓ ଜିଲ୍ଲାପାଳ ମାନଙ୍କ ସହିତ କୋଭିଡ ମୁକାବିଲା ସଂପର୍କରେ ସମୀକ୍ଷା କରି କୋଭିଡ ପ୍ରସ୍ତୁତିକୁ ତ୍ୱରାନ୍ୱିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଆସନ୍ତା ୧୦ଦିନ ମଧ୍ୟରେ ରାଜ୍ୟର ସରକାରୀ ତଥା ବେସରକାରୀ ସମସ୍ତ କୋଭିଡ ହସ୍‌ପିଟାଲଗୁଡିକୁ ପ୍ରସ୍ତୁତ…

Read More

ଭୁବନେଶ୍ୱର ଡିସିପି ଅଫିସରେ କରୋନା ପଜିଟିଭ: ସିଲ କଲା ବିଏମସି

ଭୁବନେଶ୍ୱର ଡିସିପି ଅଫିସରେ କରୋନା ପଜିଟିଭ: ସିଲ କଲା ବିଏମସି ଭୁବନେଶ୍ୱର(ଏନ୍‌.ଏମ୍‌.): ରାଜଧାନୀ ଭୁବନେଶ୍ୱରର ବାଣୀବିହାରସ୍ଥିତ ଡିସିପି ଅଫିସରେ ଏକାଧିକ କରୋନା ପଜିଟିଭ ଚିହ୍ନଟ ହୋଇଛି । ଅଫିସ କର୍ମଚାରୀଙ୍କ କରୋନା ପଜିଟିଭ ଥିବା ଜଣାପଡ଼ିବା ପରେ ଭୁବନେଶ୍ୱର ମହାନଗର ନିଗମ (ବିଏମସି) ଡିସିପି ଅଫିସକୁ ସିଲ୍ କରିଛି । ଦୁଇ ଦିନ ପାଇଁ ଏହି ଅଫିସକୁ ସିଲ୍ କରାଯାଇଥିବା ନେଇ ବିଏମସି ଦକ୍ଷିଣ ପୂର୍ବ ଜୋନାଲ୍ ଡେପୁଟି କମିଶନର ସୂଚନା ଦେଇଛନ୍ତି । ଡିସିପି କାର୍ଯ୍ୟାଳୟର…

Read More

ଔଷଧ ଖାଇବାକୁ ମନେପକାଇଦେବ ନୂଆ ଆପ ‘ନିମାଇ’

ଔଷଧ ଖାଇବାକୁ ମନେପକାଇଦେବ ନୂଆ ଆପ ‘ନିମାଇ’ ଭୁବନେଶ୍ୱର(ଏନ୍‌.ଏମ୍‌.): ଆଧୁନିକ ଯୁଗରେ ଚିକିତ୍ସା କ୍ଷେତ୍ରରେ ଆଉ ଏକ ସଫଳତା । ଔଷଧ ଖାଇବା ପାଇଁ ମନେପକାଇ ଦେବ ସ୍ୱତନ୍ତ୍ର ଆପ । ଏନେଇ ପ୍ରସ୍ତୁତ ହୋଇଛି ସ୍ୱତନ୍ତ୍ର ଆପ ‘ନିମାଇ’ । ଯେ କୌଣସି ରୋଗ ହେଉନା କାହିଁକି ସଠିକ ସମୟରେ ଔଷଧ ଖାଇବାକୁ ସହାୟତା କରିବ ଏହି ଆପ । ଏହାକୁ ପ୍ରସ୍ତୁତ କରିଛନ୍ତି ଆଇଆଇଟି ଖଡ଼ଗପୁରର କମ୍ପ୍ୟୁଟର ବିଜ୍ଞାନ ତଥା ଏମ. ଟେକ ବିକ୍ରମ…

Read More

ଅଣାୟତ ହେଉଛି କରୋନା: ଅସ୍ଥାୟୀ ହସପିଟାଲ ଖୋଲିବାକୁ କେନ୍ଦ୍ରର ପରାମର୍ଶ

ଅଣାୟତ ହେଉଛି କରୋନା: ଅସ୍ଥାୟୀ ହସପିଟାଲ ଖୋଲିବାକୁ କେନ୍ଦ୍ରର ପରାମର୍ଶ ନୂଆଦିଲ୍ଲୀ (ଏଜେନ୍ସି): ସମ୍ପ୍ରତି ଦେଶରେ କରୋନା ସଂକ୍ରମଣ ପୁଣି ବୃଦ୍ଧି ପାଇବାରେ ଲାଗିଛି । ଦ୍ରୁତ ଗତିରେ ସଂକ୍ରମଣ ବଢ଼ିବା ସହ ଅଣାୟତ ହେବାରେ ଲାଗିଛି । ଗତ ୭୦ ଦିନ ଭିତରେ ଦେଶରେ ଉଦବେଗଜନକ ଭାବେ ବଢ଼ିଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ତେଣୁ ପରିସ୍ଥିତିକୁ ଦେଖି କେନ୍ଦ୍ର ଚିନ୍ତାପ୍ରକଟ କରିଛି । ଏଥିପାଇଁ କେନ୍ଦ୍ର ପକ୍ଷରୁ ରାଜ୍ୟମାନଙ୍କୁ ଆଡଭାଇଜରି ଜାରି କରାଯାଇଛି ।…

Read More

ନୂଆବର୍ଷ ପାଳନ ଉପରେ ସିଏମସିର ୩ଦିନ ପାଇଁ କଟକଣା

ନୂଆବର୍ଷ ପାଳନ ଉପରେ ସିଏମସିର ୩ଦିନ ପାଇଁ କଟକଣା କଟକ(ଏନ୍‌.ଏମ୍‌.): ଆସନ୍ତା ନୂଆବର୍ଷ ଉତ୍ସବ ପାଳନ ଉପରେ ମଧ୍ୟ ସରକାର ଓ ପ୍ରଶାସନ ପକ୍ଷରୁ କଟକଣା ଜାରି କରାଯାଇଛି । ଏ ନେଇ ରାଜ୍ୟ ସରକାରଙ୍କ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ନିର୍ଦ୍ଦେଶନାମା ନମ୍ବର ୭୪୫୮ତା ୨୪.୧୨.୨୧ରେ ଉଲ୍ଲେଖ ରହିଥିବାବେଳେ ଆଜି ସିଏମସି କମିଶନର ନିର୍ଦ୍ଦେଶନାମା ନମ୍ବର ୧୨୬୪୧ ତା ୩୦.୧୨.୨୧ରେ ସ୍ୱତନ୍ତ୍ର କଟକଣା ନିର୍ଦ୍ଦେଶ ଦେଇଛନ୍ତି । ଏହି ନିର୍ଦ୍ଦେଶନାମା ଅନୁଯାୟୀ କଟକ ସହରରେ ଆସନ୍ତା କାଲି…

Read More

ସହାୟତା ନେବାକୁ କରୋନା କଟକଣାକୁ ଅଣଦେଖା

ସହାୟତା ନେବାକୁ କରୋନା କଟକଣାକୁ ଅଣଦେଖା କଟକ(ଏନ୍‌.ଏମ୍‌.): ସହାୟତା ନେବାକୁ କରୋନା କଟକଣାକୁ ଭୁଲିଯିବା ଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କଟକ ସହରରେ । ସରକାରଙ୍କ ପକ୍ଷରୁ ରାସନକାର୍ଡ଼ ହିତାଧିକାରୀଙ୍କୁ ୧ହଜାର ଟଙ୍କା ଲେଖାଏ ପ୍ରଦାନ କରିବାକୁ ଘୋଷଣା କରିଛନ୍ତି । ତେବେ ସରକାରଙ୍କ ଘୋଷଣା ପରେ ହିତାଧିକାରୀଙ୍କୁ ୧ହଜାର ଟଙ୍କା ଲେଖାଏ ପ୍ରଦାନ ଆରମ୍ଭ ହୋଇଛି । ତେବେ ଆଜି କଟକ ସହରର ବିଭିନ୍ନ ୱାର୍ଡ଼ରେ ହିତାଧିକାରୀଙ୍କ ସହାୟତା ପ୍ରଦାନ ସମୟରେ କରୋନା କଟକଣା…

Read More

ମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କ ଦ୍ୱାରା କାକଟପୁର ବ୍ଲକରେ ଓମିକ୍ରୋନ ମୁକାବିଲା ପାଇଁ ସଚେତନତା କାର୍ଯ୍ୟକ୍ରମ

ମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କ ଦ୍ୱାରା କାକଟପୁର ବ୍ଲକରେ ଓମିକ୍ରୋନ ମୁକାବିଲା ପାଇଁ ସଚେତନତା କାର୍ଯ୍ୟକ୍ରମ ଭୁବନେଶ୍ୱର (ଏନ୍‌.ଏମ୍‌.): କାକଟପୁର ବ୍ଲକ ଅନ୍ତର୍ଗତ ବାଙ୍ଗୁରି ଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଠାରେ ଓମିକ୍ରୋନ ମୁକାବିଲା ନେଇ ସଚେତନତା କାର୍ଯ୍ୟକ୍ରମ ଇଲେକ୍‌ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି, କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କ ଅଧକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ ଶ୍ରୀ ବେହେରା ଓମିକ୍ରୋନ ସମ୍ପର୍କରେ ଜ୍ଞାନ ଆହୋରଣ ସହ ଏହାର ପ୍ରଭାବ, ପୂର୍ବ ପ୍ରସ୍ତୁତି ଏବଂ…

Read More

କଟକରେ କରୋନା: ନୂଆ ରାଉସା ପାଟଣାରେ ମାଇକ୍ରୋ କଣ୍ଟେନମେଣ୍ଟ

କଟକରେ କରୋନା: ନୂଆ ରାଉସା ପାଟଣାରେ ମାଇକ୍ରୋ କଣ୍ଟେନମେଣ୍ଟ କଟକ(ଏନ୍‌.ଏମ୍‌.): କଟକ ସହରରେ ଏବେ କରୋନା ପୁଣି ଲେଉଟାଣୀ ନେଇଛି । ପ୍ରତିଦିନ କିଛିକିଛି ନୂତନ କରୋନା ସଂକ୍ରମିତ ଚିହ୍ନଟ ହେଉଥିବାବେଳେ ଆଜି ଗୋଟିଏ ପରିବାରର ୬ଜଣ ବ୍ୟକ୍ତିଙ୍କ ନମୂନାରେ କୋଭିଡ ପଜିଟିଭ ବାହାରିଛି । ଯାହାକୁ ନେଇ ପ୍ରଶାସନର ମୁଣ୍ଡବିନ୍ଧା ବଢ଼ିଯିବା ସହ ଉକ୍ତ ଅଞ୍ଚଳକୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି । ଏ ନେଇ ସିଏମସି କମିଶନର ଅନନ୍ୟା ଦାସ ଜାରି କରିଥିବା…

Read More