ରୋଷେଇ କରୁଥିବାବେଳେ ଅଗ୍ନିକାଣ୍ଡ: ଘର ସହ ପୋଡ଼ିଯାଇ ମୃତ୍ୟୁବରଣ କଲେ ମହିଳା ୱାର୍ଡ଼ ମେମ୍ବର
ରୋଷେଇ କରୁଥିବାବେଳେ ଅଗ୍ନିକାଣ୍ଡ: ଘର ସହ ପୋଡ଼ିଯାଇ ମୃତ୍ୟୁବରଣ କଲେ ମହିଳା ୱାର୍ଡ଼ ମେମ୍ବର [caption id="attachment_4956" align="alignnone" width="300"] ଜଗତସିଂହପୁରରୁ ରମେଶ ମହାନ୍ତିଙ୍କ ରିପୋର୍ଟ[/caption] ଜଗତସିଂହପୁର(ଏନ୍.ଏମ୍.): ଜଗତପୁର ଜିଲ୍ଲା ତିର୍ତ୍ତୋଲ ଥାନା ଅନ୍ତର୍ଗତ ବିଦ୍ୟାଧରପୁର ପଞ୍ଚାୟତରେ ଜଣେ ମହିଳା ୱାର୍ଡ଼ମେମ୍ବର ପୋଡ଼ିଯାଇ ମୃତ୍ୟୁ ଘଟିବା ଘଟଣା ଅଞ୍ଚଳରେ…












