ବାଲିଯାତ୍ରା ପୂର୍ବରୁ ଅଘଟଣ: ମହାନଦୀରେ ବୁଡ଼ି ଯୁବ ବ୍ୟବସାୟୀ ନିଖୋଜ

ବାଲିଯାତ୍ରା ପୂର୍ବରୁ ଅଘଟଣ: ମହାନଦୀରେ ବୁଡ଼ି ଯୁବ ବ୍ୟବସାୟୀ ନିଖୋଜ କଟକ(ଏନ୍‌.ଏମ୍‌.): ବାଲିଯାତ୍ରା ଆରମ୍ଭ ହେବା ପୂର୍ବରୁ ମହାନଦୀରେ ଅଘଟଣ ଘଟିଛି । ବାଲିଯାତ୍ରାକୁ ବ୍ୟବସାୟ କରିବାକୁ ଆସିଥିବା ଜଣେ ଯୁବ ବ୍ୟବସାୟୀ ଗାଧୋଇବାକୁ ଆସି ମହାନଦୀରେ ବୁଡ଼ିଯାଇ ନିଖୋଜ ରହିଛନ୍ତି । ତେବେ ଉକ୍ତ ବ୍ୟବସାୟୀଙ୍କ ନାମ ମହମ୍ମଦ ଇର୍ଷାଦବୋଲି ଜଣାପଡ଼ିଛି । ଘଟଣାସ୍ଥଳରେ ଅଗ୍ନିଶମ ଓ ଓଡ୍ରାଫ ବିଭାଗର କର୍ମଚାରୀ ପହଞ୍ଚି ଖୋଜାଖୋଜି ଜାରି ରଖିଛନ୍ତି । ତେବେ ଏହି ଘଟଣା ସଂପର୍କରେ ପୁଲିସ…

Read More

ବାଗ୍‌ଚି-କରୁଣାଶ୍ରୟ ପାଲିଏଟିଭ କେୟାର ସେଣ୍ଟରର ଏକ ବର୍ଷପୂର୍ତ୍ତି

ବାଗ୍‌ଚି-କରୁଣାଶ୍ରୟ ପାଲିଏଟିଭ କେୟାର ସେଣ୍ଟରର ଏକ ବର୍ଷପୂର୍ତ୍ତି ୧୩୮୦ କର୍କଟ ରୋଗୀଙ୍କୁ ମିଳିଛି ଘରେ ମାଗଣା ଉପଶମ ସେବା #ଭୁବନେଶ୍ୱର(ଏନ୍‌.ଏମ୍‌.): ଭୁବନେଶ୍ୱରସ୍ଥିତ ବାଗ୍ଚୀ-କରୁଣାଶ୍ରୟ ପାଲିଏଟିଭ କେୟାର ସେଣ୍ଟରର ଏକ ବର୍ଷପୂର୍ତ୍ତିହୋଇଛି । କର୍କଟ ରୋଗୀଙ୍କୁ ଘରୋଇ ସେବାଯତ୍ନ ଯୋଗାଇବାରେ ଏହି ଭଳି ଅନୁଷ୍ଠାନ ରାଜ୍ୟରେ ପ୍ରଥମ । ରାଜ୍ୟସରକାରଙ୍କ ସହଯୋଗ ଏବଂ ସୁସ୍ମିତାବାଗ୍ଚୀ ଓ ସୁବ୍ରତବାଗ୍ଚୀଙ୍କ ପ୍ରଚେଷ୍ଟାରେ ଭୁବନେଶ୍ୱରରେ ଏହି କେନ୍ଦ୍ର ପ୍ରତିଷ୍ଠା ହୋଇ ପାରିଛି । ଓଡିଶାରେ କର୍କଟ ରୋଗ ସମ୍ପର୍କିତ ଅଧିକ ଗୁଣାତ୍ମକ ସହାୟତା…

Read More

ଦିବ୍ୟାଙ୍ଗ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିବାର ଆବଶ୍ୟକତା ରହିଛି :ଗଣଶିକ୍ଷା ମନ୍ତ୍ରୀ

ଦିବ୍ୟାଙ୍ଗ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିବାର ଆବଶ୍ୟକତା ରହିଛି :ଗଣଶିକ୍ଷା ମନ୍ତ୍ରୀ #ଭୁବନେଶ୍ୱର(ଏନ୍‌.ଏମ୍‌.): ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀସମୀର ରଞ୍ଜନ ଦାଶ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଶତକଡ଼ା ୯୦ରୁ ଅଧିକ ନମ୍ବର ରଖିଥିବା ୧୫ ଜଣ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କୁ ଲ୍ୟାପ୍‌ଟପ୍ ପ୍ରଦାନ କରିଛନ୍ତି । ଆଜି ପୂର୍ବାହ୍ନରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବରେ ଯୋଗଦେଇ ମନ୍ତ୍ରୀ ଶ୍ରୀ ଦାଶ କହିଲେ ଯେ, ପିଲାମାନଙ୍କୁ ଭଲ ପାଠ ପଢ଼ି ସମାଜର ମୁଖ୍ୟସ୍ରୋତରେ ସାମିଲ ହେବା…

Read More

ଏସ୍‌ସିବି ମେଡିକାଲ ହୃଦ୍‌ବକ୍ଷ ଶଲ୍ୟ ବିଭାଗରେ ଜଟିଳ ଅସ୍ତ୍ରୋପଚାର

ଏସ୍‌ସିବି ମେଡିକାଲ ହୃଦ୍‌ବକ୍ଷ ଶଲ୍ୟ ବିଭାଗରେ ଜଟିଳ ଅସ୍ତ୍ରୋପଚାର କଟକ(ଏନ୍‌.ଏମ୍‌.): ସ୍ୱାସ୍ଥ୍ୟ କ୍ଷେତ୍ରରେ କଟକ ବଡ଼ଡାକ୍ତରଖାନା(ଏସସିବି)ର ସୁନାମ ରହିଛି । ସରକାର ଏସସିବି ମେଡ଼ିକାଲର ଭିତ୍ତିଭୂମିର ବିକାଶ କରାଇବା ପରେ ଏଠାରେ ବହୁ ଜଟିଳ ରୋଗର ଚିକିତ୍ସା ସହଜସାଧ୍ୟ ହୋଇ ପାରିଛି । ତେବେ ଚିକିତ୍ସା କ୍ଷେତ୍ରରେ ଏସସିବିକୁ ଆଉ ଏକ ସଫଳତା ମିଳିଛି । ହୃଦ୍‌ବକ୍ଷ ଶଲ୍ୟ ବିଭାଗରେ ଏକ ଜଟିଳ ଓ ବିରଳ ଅସ୍ତ୍ରୋପଚାର କରାଯାଇଛି । ଆକ୍ୟୁଟ୍ ପଲମ୍ୟୁନାର ଥ୍ରମ୍ବୋଏମ୍ବୋଲିଜମ୍ ବା ଫୁସ୍‌ଫୁସ୍‌ରୁ…

Read More

ଓଡ଼ିଶା କେମିଷ୍ଟ ଆଣ୍ଡ ଡ୍ରଗ ଆସୋସିଏସନର ନିଷ୍ପତ୍ତି : ରାଜ୍ୟ ବାହାରୁ ମେଡିସିନ କିଣା ଉପରେ ଲାଗିବ କଟକଣା ;

ଓଡ଼ିଶା କେମିଷ୍ଟ ଆଣ୍ଡ ଡ୍ରଗ ଆସୋସିଏସନର ନିଷ୍ପତ୍ତି ରାଜ୍ୟ ବାହାରୁ ମେଡିସିନ କିଣା ଉପରେ ଲାଗିବ କଟକଣା , କଟକ(ଏନ୍‌.ଏମ୍‌.): ଏଣିକି ରାଜ୍ୟ ବାହାରୁ ମେଡ଼ିସିନ କିଣା ଉପରେ କଟକଣା ଲଗାଯିବା ପାଇଁ ନିଷ୍ପତ୍ତି ନିଆଯାଇଛି । ରାଜ୍ୟ ବାହାରର କିଛି ଅସାଧୁ ବ୍ୟବସାୟୀ ଅଧିକ ଅର୍ଥ ପାଇବା ଆଶାରେ ନକଲି ଔଷଧ ପ୍ରସ୍ତୁତ କରି ଲୋକଙ୍କ ଜୀବନ ସହ ଖେଳିବା ଆରମ୍ଭ କରିଛନ୍ତି । ଫଳରେ ଜୀବନ ରକ୍ଷା ନିମନ୍ତେ ସେବନ କରାଯାଉଥିବା ଔଷଧ ପ୍ରାଣଘାତୀ…

Read More

ଶୋଭା ସଂଗଠନ ପକ୍ଷରୁ ସ୍ତନ କର୍କଟ ସମ୍ପର୍କିତ ସଚେତନତା କର୍ମଶାଳା

ଶୋଭା ସଂଗଠନ ପକ୍ଷରୁ ସ୍ତନ କର୍କଟ ସମ୍ପର୍କିତ ସଚେତନତା କର୍ମଶାଳା କଟକ(ଏନ୍‌.ଏମ୍‌.): ସ୍ୱେଚ୍ଛାସେବୀ ସଂଗଠନ ଶୋଭା ପକ୍ଷରୁ ସ୍ତନ କର୍କଟ ସମ୍ପର୍କିତ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ସର୍କିଟ ହାଉସ ଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଭାରତରେ ପ୍ରତି ୪ ମିନିଟ୍‌ରେ ଜଣେ ସ୍ତନ କର୍କଟ ରୋଗୀ ଚିହ୍ନଟ ହୋଇଥାନ୍ତି । ପ୍ରତି ୨୨ ଜଣ ମହିଳାଙ୍କ ମଧ୍ୟରୁ ଜଣକୁ ଏହି ରୋଗ ହୋଇଥାଏ । ଭାରତରେ ପ୍ରାୟ ୧.୬୫ ଲକ୍ଷ ନୂତନ ପ୍ରକାରର…

Read More

ଆଠଗଡ଼ ଉପଖଣ୍ଡ ଡାକ୍ତରଖାନାରେ ୫୦ଶଯ୍ୟା ବିଶିଷ୍ଟ କୋଭିଡ କେୟାର ଶିଳାନ୍ୟାସ

ଆଠଗଡ଼ ଉପଖଣ୍ଡ ଡାକ୍ତରଖାନାରେ ୫୦ଶଯ୍ୟା ବିଶିଷ୍ଟ କୋଭିଡ କେୟାର ଶିଳାନ୍ୟାସ ଆଠଗଡ଼(ଏନ୍‌.ଏମ୍‌.): ଆଠଗଡ଼ ଉପଖଣ୍ଡ ଡାକ୍ତରଖାନା ପରିସରରେ ୫୦ ଶଯ୍ୟା ବିଶିଷ୍ଟ କୋଭିଡ କେୟାର କେନ୍ଦ୍ରର ଶିଳାନ୍ୟାସ ହୋଇଯାଇଛି । ଆଠଗଡ଼ ବିଧାୟକ ତଥା ରାଜ୍ୟ କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ୧୨ କୋଟି ୮୬ ଲକ୍ଷ ୨୬ ହଜାର ୩୩୪ ଟଙ୍କା ବ୍ୟୟ ଅଟକଳରେ ନିର୍ମିତ ହେବାକଥିବା ଏହି ପ୍ରକଳ୍ପର ଶିଳାନ୍ୟାସ କରିଥିଲେ । ଆସନ୍ତା ୨୦୨୪ ଫେବୃଆରୀ ଶେଷ ସୁଦ୍ଧା ଚାରି ମହଲା ବିଶିଷ୍ଠ…

Read More

ଆଠଗଡ଼ ଅଞ୍ଚଳରେ ଏକାଧିକ ଦୁର୍ଘଟଣା ୨ଗୁରୁତର

ଆଠଗଡ଼ ଅଞ୍ଚଳରେ ଏକାଧିକ ଦୁର୍ଘଟଣା ୨ଗୁରୁତର ଆଠଗଡ଼ (ଏନ୍‌.ଏମ୍‌.): ଆଠଗଡ଼ ଅଞ୍ଚଳରେ ଆଜି ଭିନ୍ନଭିନ୍ନ ସ୍ଥାନରେ ଦୁର୍ଘଟଣା ଘଟିବା ସହ ୨ଜଣ ଗୁରୁତର ଆହତ ହୋଇଛନ୍ତି । ଉଭୟଙ୍କ ଅବସ୍ଥା ଶଙ୍କଟାପର୍ଣ୍ଣ ହେବାରୁ ତାଙ୍କୁ ସ୍ଥାନୀୟ ଡାକ୍ତରଖାନାରୁ କଟକ ବଡ଼ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡ଼ିଛି । ସୂଚନା ଅନୁଯାୟୀ ଆଠଗଡ଼ ଥାନା ଅନ୍ତର୍ଗତ ଖୁଣ୍ଟକଟା କାନାରା ବ୍ୟାଙ୍କ ସମ୍ମୁଖରେ ଏକ କାର ଦ୍ରୁତଗତିରେ ଆସି ଏକ୍ସେଲ ମୋପେଡକୁ ଧକ୍କା ଦେବାରୁ ଚାଳକ ଖୁଣ୍ଟକଟା ପଞ୍ଚାୟତ ରେଗେଡାପଡା ଗ୍ରାମର…

Read More

କଟକରୁ ଜବତ ଔଷଧ ନକଲି ବୋଲି ଆସିଲା ଲାବୋରେଟୋରି ରିପୋର୍ଟ

କଟକରୁ ଜବତ ଔଷଧ ନକଲି ବୋଲି ଆସିଲା ଲାବୋରେଟୋରି ରିପୋର୍ଟ ଔଷଧ ନକଲି ନେଇ ସୂଚନା ଦେଲେ କଟକ ଡିସିପି ପିନାକ ମିଶ୍ର ୨ ଅଭିଯୁକ୍ତଙ୍କ ଆକାଉଣ୍ଟରୁ ଆଉ ୧୨ ଲକ୍ଷ ଟଙ୍କା ଫ୍ରିଜ୍ କରାଯାଇଛି ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ହାତକୁ ଲାଗିଛି, ତଦନ୍ତ ଚାଲିଛି- ଡିସିପି କଟକ(ଏନ୍‌.ଏମ୍‌.): କଟକରୁ ଜବତ ମେଡିସିନ୍ ନକଲି ଥିବା ସ୍ପଷ୍ଟ ହେଲା । ଲାବୋରେଟୋରି ରିପୋର୍ଟ ଆସିବା ପରେ ଉଚ୍ଚ ରକ୍ତଚାପ ଔଷଧ ଟେଲମା-୪୦ ନକଲି ବୋଲି ଆଜି କଟକ…

Read More

କର୍କଟ ରୋଗଗ୍ରସ୍ତ ସ୍ୱାମୀର ଜୀବନ ପାଇଁ ପତ୍ନୀଙ୍କ ସହାୟତା ଭିକ୍ଷା

କର୍କଟ ରୋଗଗ୍ରସ୍ତ ସ୍ୱାମୀର ଜୀବନ ପାଇଁ ପତ୍ନୀଙ୍କ ସହାୟତା ଭିକ୍ଷା ଆଗଠଗଡ଼(ଏନ୍‌.ଏମ୍‌.): ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ । କର୍କଟ ରୋଗଗ୍ରସ୍ତ ସ୍ୱାମୀର ଜୀବନ ବଞ୍ଚାଇବା ପାଇଁ ପତ୍ନୀ ସହାୟତା ପାଇଁ କରୁଛନ୍ତି ଆକୁଳ ନିବେଦନ । ବୃଦ୍ଧା ଶାଶୁ ଓ କୁନି ଝିଅଟିକୁ କୋଳରେ ଧରି ସ୍ୱାମୀର ଜୀବନ ଭିକ୍ଷା କରିଛନ୍ତି ମିନତୀ ପୁହାଣ । ଜୀଇଁ ବାର ଅନ୍ୟନାମ ଜୀବନ । ଆଉ ଜୀବନ ବଞ୍ଚାଇବାକୁ ମଣିଷ କେତେ ଯେ କଣ କରିପାରେ…

Read More

ଚାଟ ଘୁଘୁନି ହେଲା ଶେଷ ଖାଇବା: ପୁଅଝିଅ ମୃତ ବାପ ମା’ ଗୁରୁତର

ଚାଟ ଘୁଘୁନି ହେଲା ଶେଷ ଖାଇବା: ପୁଅଝିଅ ମୃତ ବାପ ମା’ ଗୁରୁତର ଆଠଗଡ଼(ଏନ୍‌.ଏମ୍‌.): ବିଷାକ୍ତ ଖାଦ୍ୟ ଖାଇ ଗୋଟିଏ ପରିବାରର ୨ଜଣ ଶିଶୁ ମୃତ୍ୟୁବରଣ କରିଥିବାବେଳେ ପିତାମାତାଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ଏଭଳି ଘଟଣା ସମଗ୍ର ବଡ଼ମ୍ବା ଅଞ୍ଚଳରେ ଶୋକ ଛାୟା ଖେଳାଇ ଦେଇଛନ୍ତି । ଏଭଳି ହୃଦୟ ବିଦାରକ ଘଟଣା ଘଟିଛି କଟକ ଜିଲ୍ଲା ବଡ଼ମ୍ବା ମାଣିଆବନ୍ଧ ଅଧିନସ୍ଥ ଅଭିମାନପୁର ବୀରବରପୁର ଗାଁରେ । ଗାଁର ଗୋବିନ୍ଦ ପାତ୍ରଙ୍କ ପରିବାରରେ ଚାଟ ଘୁଘୁନି…

Read More

ଓଡ଼ିଶା ସ୍ୱାସ୍ଥ୍ୟ ବିଜ୍ଞାନ ବିଶ୍ୱବିଦ୍ୟାଳୟ ଜାତୀୟ କର୍ମଶାଳା

ଓଡ଼ିଶା ସ୍ୱାସ୍ଥ୍ୟ ବିଜ୍ଞାନ ବିଶ୍ୱବିଦ୍ୟାଳୟ ଜାତୀୟ କର୍ମଶାଳା ଭୁବନେଶ୍ୱର(ଏନ୍‌.ଏମ୍‌.): ରାଜ୍ୟରେ ଦୀର୍ଘ ଦିନରୁ ଏକ ହେଲଞ୍ଜ୍ ୟୁନିଭରସିଟିର ଆବଶ୍ୟକତା ରହିଥିଲା, ଯାହାକି ଏବେ ପୂରଣ ହେବାକୁ ଯାଉଛି । ଏହା ଦେଶର ୧୭ତମ ହେଲଥ୍‌? ୟୁନିଭରସିଟି ଭାବେ ପରିଗଣିତ ହେବ । ରାଜ୍ୟ ସରକାର ସମସ୍ତଙ୍କୁ ହାତପାଆନ୍ତାରେ ଚିକିତ୍ସା ସେବା ଯୋଗାଇଦେବାକୁ ପ୍ରତିଶ୍ରୁତିବଦ୍ଧ । ଆମର ପ୍ରିୟ ମୁଖ୍ୟମନ୍ତ୍ରୀଙ୍କ ଉକ୍ତି ‘ସୁସ୍ଥ ଓଡ଼ିଶା ସୁଖୀ ଓଡ଼ିଶା’କୁ ପାଥେୟ କରି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଆଗେଇ ଚାଲିଛି ବୋଲି…

Read More