ବାଲିକୁଦା ଗ୍ରାମ୍ୟ ଶ୍ମଶାନ ଉନ୍ନତିକରଣ ପାଇଁ ସିଏମସି କମିଶନରଙ୍କୁ ଦାବିପତ୍ର
ବାଲିକୁଦା ଗ୍ରାମ୍ୟ ଶ୍ମଶାନ ଉନ୍ନତିକରଣ ପାଇଁ ସିଏମସି କମିଶନରଙ୍କୁ ଦାବିପତ୍ର #କଟକ(ଏନ୍.ଏମ୍.): ସିଏମସି ୫୬ ନମ୍ବର ୱାର୍ଡ ଅନ୍ତର୍ଗତ ଓ କଟକ ସଦର ଥାନା ଅଧନ ବାଲିକୁଦା ଗ୍ରାମ୍ୟ ଶ୍ମଶାନଟି ବହୁ ଯୁଗରୁ ବିପର୍ଯ୍ୟସ୍ତ ଅବସ୍ଥାରେ ପଡିରହିଛି । ଦୀପତଳ ଅନ୍ଧାର ଭଳି ଏହି ଗ୍ରାମ୍ୟ ଶ୍ମଶାନକୁ ସରକାର ଓ ସିଏମସି ଅଣଦେଖା କରାଯାଉଥିବା ଅଭିଯୋଗ ହେଉଛି । ସ୍ଥାନୀୟ ବାଲିକୁଦା ଗ୍ରାମ୍ୟ ଶ୍ମଶାନରେ ଏକ ସ୍ଥାୟୀ ଶବଦାହ ଗୃହ ନିର୍ମାଣ, ପାଣିର ବ୍ୟବସ୍ଥା, ସୌନ୍ଦର୍ଯ୍ୟକରଣ, ଚାରି…
