କଟକ ଜିଲ୍ଲାରେ କ୍ରୀଡା ଭିତ୍ତିଭୂମି ସମୂହ ଉଦଘାଟିତ
କଟକ ଜିଲ୍ଲାରେ କ୍ରୀଡା ଭିତ୍ତିଭୂମି ସମୂହ ଉଦଘାଟିତ #କଟକ/ଚୌଦ୍ୱାର(ଏନ୍.ଏମ୍.): କଟକ ସିଡିଏ ସେକ୍ଟର -୭ ଠାରେ ବିଜୁ ପଟ୍ଟନାୟକ ବହୁମୁଖୀ ଇନଡୋର ଷ୍ଟାଡିୟମ ଏବଂ ହକି ଷ୍ଟାଡିୟମ ଉଦଘାଟିତ ହୋଇଯାଇଛି । ଆଭାସୀ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ବିଭିନ୍ନ ସ୍ଥାନରେ କ୍ରୀଡା ଭିତିଭୂମି ସମୂହର ଉଦଘାଟନ…




















