ଅଲିମ୍ପିକରେ ପଦକ ଜିତିଲେ ଓଓଏ ପକ୍ଷରୁ ମିଳିବ ଆର୍ଥିକ ପୁରସ୍କାର
ଅଲିମ୍ପିକରେ ପଦକ ଜିତିଲେ ଓଓଏ ପକ୍ଷରୁ ମିଳିବ ଆର୍ଥିକ ପୁରସ୍କାର କଟକ(ଏନ୍.ଏମ୍.): ଆସନ୍ତା ୨୩ରୁ ଅଗଷ୍ଟ ୮ତାରିଖ ପର୍ଯ୍ୟନ୍ତ ଟୋକିଓ ଅଲିମ୍ପିକରେ ପ୍ରତିଯୋଗିତା ଆୟୋଜିତ ହେବ । ଏହି ପ୍ରତିଯୋଗିରେ ୬ ଜଣ ଓଡ଼ିଆ ଆଥଲେଟ ଭାଗ ନେଇଛନ୍ତି । ଟୋକିଓ ଅଲିମ୍ପିକରେ ରାଜ୍ୟର ୬ଜଣ ଖେଳାଳି ଅଂଶଗ୍ରହଣ…




















