ବଡ଼ଚାଞ୍ଚୋ ବୁଢ଼ି ଜାଗୁଳେଇ କ୍ଲବ ପକ୍ଷରୁ ରକ୍ତଦାନ ଶିବିର ଓ ନୂତନ ଗୃହ ଉଦ୍ଘାଟନ
ବଡ଼ଚାଞ୍ଚୋ ବୁଢ଼ି ଜାଗୁଳେଇ କ୍ଲବ ପକ୍ଷରୁ ରକ୍ତଦାନ ଶିବିର ଓ ନୂତନ ଗୃହ ଉଦ୍ଘାଟନ କଟକ(ଏନ୍.ଏମ୍.): ଚୌଦ୍ୱାର-କଟକ ନିର୍ବାଚନ ମଣ୍ଡଳୀ ନଖରା ପଞ୍ଚାୟତ ବଡ଼ଚାଞ୍ଚୋ ଗ୍ରାମରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିରକୁ ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳ ଉଦ୍ଘାଟନ କରିଛନ୍ତି । ବୁଢ଼ି ଜାଗୁଳାଇ କ୍ଲବ ଆନୁକୂଲ୍ୟରେ…




















