ବାତିଲ ହେଲା ଯୁକ୍ତ ଦୁଇ ପରୀକ୍ଷା
ବାତିଲ ହେଲା ଯୁକ୍ତ ଦୁଇ ପରୀକ୍ଷା ଭୁବନେଶ୍ୱର (ଏନ୍.ଏମ୍.): ଚଳିତ ବର୍ଷ ଯୁକ୍ତ ଦୁଇ ଶେଷ ବର୍ଷ ପିଲାଙ୍କ ପରିକ୍ଷା ବାତିଲ କରିବା ପାଇଁ ଶେଷରେ ସରକାର ନିଷ୍ପତ୍ତି ନେଇଛନ୍ତି । ତେଣୁ ଏଥର ଯୁକ୍ତ ଦୁଇ ଶେଷ ବର୍ଷ ପିଲାଙ୍କ ପରୀକ୍ଷା ହେବ ନାହିଁ । ଏନେଇ…
ବାତିଲ ହେଲା ଯୁକ୍ତ ଦୁଇ ପରୀକ୍ଷା ଭୁବନେଶ୍ୱର (ଏନ୍.ଏମ୍.): ଚଳିତ ବର୍ଷ ଯୁକ୍ତ ଦୁଇ ଶେଷ ବର୍ଷ ପିଲାଙ୍କ ପରିକ୍ଷା ବାତିଲ କରିବା ପାଇଁ ଶେଷରେ ସରକାର ନିଷ୍ପତ୍ତି ନେଇଛନ୍ତି । ତେଣୁ ଏଥର ଯୁକ୍ତ ଦୁଇ ଶେଷ ବର୍ଷ ପିଲାଙ୍କ ପରୀକ୍ଷା ହେବ ନାହିଁ । ଏନେଇ…
କଟକରେ କୋଟିଏ ଟଙ୍କାର ବ୍ରାଉନସୁଗାର ଜବତ: ୩ ଗିରଫ ୫ ମାସରେ ଜବତ ହେଲାଣିି ୩ କିଲୋଗ୍ରାମ୍ ବ୍ରାଉନ ସୁଗାର ଓ ୨୪ ଗିରଫ କଟକ(ଏନ୍.ଏମ୍.): କଟକ ଜିଲ୍ଲାରରେ ଏବେ ବାଉନସୁଗାର କାରବାର ବେଶ ବୃଦ୍ଧି ପାଇଛି । ଏପରିକି ସନ୍ଧ୍ୟା ହେଲେ ସହରର ଅନ୍ଧାରୁଆ ଗଳି ଓ…
କଟକ (ଏନ୍.ଏମ୍.): କରୋନା ମହାମାରୀ ପରିଚାଳନା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ତରଫରୁ ସମସ୍ତ ବ୍ୟବସ୍ଥା କରାଯାଉଥିବା ସମୟରେ କଟକ ସହର ଉପକଣ୍ଠ ବୟାଳିଶମୌଜା ବେଣ୍ଟକାର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଏହାର ବ୍ୟତିକ୍ରମ ଦେଖାଯାଇଛି । ସୂଚନା ମୁତାବକ ସ୍ବାସ୍ଥ୍ୟକେନ୍ଦ୍ର ପାଖରେ ଥିବା ଏକ କୋଠାଘରେ କୋରୋନା…
କେନ୍ଦ୍ରାପଡ଼ା ସାଂସଦଙ୍କ ପିତା ପଦୋନ୍ନତି ପାଇଁ ବ୍ୟବହାର କରିଥିଲେ ଜାଲ ସାର୍ଟିଫିକେଟ ! ଭୁବନେଶ୍ୱର(ଏନ୍.ଏମ୍.): କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତିଙ୍କ ପିତା ଅଭୟ କୁମାର ମହାନ୍ତି ଜାଲ୍ ସାର୍ଟିଫିକେଟ୍ ଦେଇ ସିନିୟର ଅଧ୍ୟାପକରୁ ରିଡର ପାହ୍ୟାକୁ ପଦୋନ୍ନତି ପାଇଥିବା ଭଳି ସାଙ୍ଘାତିକ ଅଭିଯୋଗ ଆସିଛି । ଅବସରପ୍ରାପ୍ତ ଇଂରାଜୀ…
କରୋନା ପାଇଁ ଆଉ ଏକ ସ୍ୱଦେଶୀ ଟିକାକୁ ମିଳିବ ଅନୁମତି ନୂଆଦିଲ୍ଲୀ (ଏଜେନ୍ସି): ଦେଶରେ କରୋନାର ଦ୍ୱିତୀୟ ଲହର ସାମାନ୍ୟ ହ୍ରାସ ପାଇଥିଲେ ମଧ୍ୟ ଟିକାକରଣରେ କୌଣସି ଅଗ୍ରଗତି ହୋଇନଥିବା ଜଣାପଡ଼ିଛି । ଅନେକ ରାଜ୍ୟରେ ଟିକା କେନ୍ଦ୍ର ମଧ୍ୟ ଖାଲି ରହିଛି । ଦେଶର ଯୋଗ୍ୟ ବ୍ୟକ୍ତିକୁ…
ଔଷଧ ଗୋଦାମ ଘରେ ଅଗ୍ନିକାଣ୍ଡ ଲକ୍ଷାଧିକ ଟଙ୍କାର ସାମଗ୍ରୀ ପାଉଁଶ କଟକ(ଏନ୍.ଏମ୍.): ହାଇକୋର୍ଟ ଛକ ସ୍ଥିତ ଏକ ଔଷଧ ଗୋଦାମ ଘରେ ଭୟାବହ ଅଗ୍ନିକାଣ୍ଡ ଘଟିଛି ଅଗ୍ନିକାଣ୍ଡ ଯୋଗୁଁ ଗୋଦାମରେ ଥିବା ବିଭିନ୍ନ ମୂଲ୍ୟବାନ ଔଷଧ ଜଳି ପୋଡି ପାଉଁଶ ହୋଇଯାଇଛି । ଘଟଣା ସ୍ଥଳରେ ଅଗ୍ନିଶମ ବିଭାଗ…
ପରଲୋକରେ ସାହିତ୍ୟିକା ମୀନାକ୍ଷୀ ଦେବୀ କଟକ(ଏନ୍.ଏମ୍.): ବିଶିଷ୍ଟ ଲେଖିକା ତଥା ଉତ୍କଳ ସାହିତ୍ୟ ସମାଜର ସାଧାରଣ ସମ୍ପାଦକ ମୀନାକ୍ଷୀ ଦେବୀଙ୍କର ଆଜି ସଂଧ୍ୟା ୬ଟା ସମୟରେ ଦେହାନ୍ତ ହୋଇଯାଇଛି । ରାଜାବଗିଚା ଚକୋଲେଟ୍ଲେନ୍ସ୍ଥିତ ବାସଗୃହରେ ସେ ହଠାତ୍ ପଡ଼ିଯାଇଥିଲେ । ତାଙ୍କୁ ତୁରନ୍ତ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡ଼ିକାଲ କଲେଜକୁ…
ଦ୍ୱାଦଶ ପରୀକ୍ଷା ବାତିଲ ପାଇଁ କଟକ ନଗର ଛାତ୍ର କଂଗ୍ରେସ ପକ୍ଷରୁ ଧନ୍ୟବାଦ କଟକ(ଏନ୍.ଏମ୍.): ମହାମାରୀ କରୋନା ସାରା ଦେଶରେ ଶିକ୍ଷା ବ୍ୟବସ୍ଥାକୁ ପ୍ରଭାବିତ କରିଥିବାରୁ ଛାତ୍ର, ଶିକ୍ଷକ ଓ ଅଭିଭାବକମାନେ ଘୋର ଚିନ୍ତାରେ ଥିଲେ । ଏହି ପରିସ୍ଥିତିରେ ଗମ୍ଭୀରତାକୁ ନେଇ ଛାତ୍ର ଛାତ୍ରୀଙ୍କ ସ୍ୱାସ୍ଥ୍ୟ ଓ…
ଲକ୍ଡାଉନ୍ ସୁଯୋଗରେ ବସ୍ତିବାସିନ୍ଦାଙ୍କ ପ୍ରତି ବର୍ବରତା ବନ୍ଦ ହେଉ - ବସ୍ତିବାସିନ୍ଦାଙ୍କ ମିଳିତ ମଞ୍ଚ କଟକ (ଏନ୍.ଏମ୍.): କରୋନାଜନିତ ହାହାକାରମୟ ପରିସ୍ଥିତି ଓ ଲକ୍ଡାଉନ୍ ଭିତରେ ବସ୍ତି ଉଛେଦ ଚାଲିଛି । ସରକାରଙ୍କ ଏପରି କଣ ଜରୁରୀ ହୋଇ ପଡିଛି କେଜାଣି ଗରିବ ବସ୍ତିବାସିନ୍ଦାଙ୍କୁ ଅତ୍ୟନ୍ତ ନିର୍ମମ ଭାବରେ…
ଆରପାରିରେ ପୂର୍ବତନ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟ ଭୁବନେଶ୍ୱର(ଏନ୍.ଏମ୍.): ପୂର୍ବତନ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟଙ୍କ ଆଜି ପରଲୋକ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୬୭ ବର୍ଷ ହୋଇଥିଲା । ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଥିବାବେଳେ ତାଙ୍କର ଦେହାନ୍ତ ହୋଇଛି । ଏନେଇ ବିଜୟଶ୍ରୀଙ୍କ ନିକଟ ସମ୍ପର୍କୀୟଙ୍କ…
କରୋନା ପିକ୍ ଅତିକ୍ରମ କରିଛି, ଏବେ ସ୍ଥିତି ତଳମୁହାଁ- ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଭୁବନେଶ୍ୱର (ଏନ୍.ଏମ୍.): ‘ବୋଧହୁଏ ଆମେ ପିକ୍ ଅତିକ୍ରମ କରିଗଲେଣି । ସ୍ଥିତି ଏବେ ତଳମୁହାଁ ହେଉଛି ।’ ସମ୍ପ୍ରତି ରାଜ୍ୟରେ କୋଭିଡ ସ୍ଥିତି ନେଇ ଏକଥା ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର କହିଛନ୍ତି । ସେ…
୨୦୨୪ ଅଲମ୍ପିକ୍ସ ପାଇଁ ଜୋରଦାର ପ୍ରସ୍ତୁତିରେ ଓଡ଼ିଶାର ସୁନା ଝିଅ ଅର୍ପିତା ରାଉରକେଲା (ଏନ୍.ଏମ୍.): ଜାତୀୟ ଓ ଅନ୍ତର୍ଜାତୀୟ ଆଥଲେଟିକସରେ ସ୍ୱର୍ଣ୍ଣପଦକ ଜିତି ରାଜ୍ୟ ଓ ଦେଶ ପାଇଁ ଗୌରବ ଆଣିଥିବା ଅର୍ପିତା ଏବେ ୨୦୨୪ ଅଲମ୍ପିକସ ପାଇଁ ପ୍ରସ୍ତୁତିକୁ ଜୋରଦାର କରିଛନ୍ତି । ସେକ୍ଟର-୬ରେ ରହୁଥିବା ପଙ୍କଜ…
ଟିକା ଲଢ଼େଇ ପାଇଁ ସବୁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ନବୀନ ଭୁବନେଶ୍ୱର(ଏନ୍.ଏମ୍.): କରୋନା ଟିକା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଶର ସବୁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି । ଟିକା ସଂକଟ ଦୂର କରିବା ନେଇ ସେ ସମସ୍ତଙ୍କ ସହମତି ଲୋଡ଼ିଛନ୍ତି । ତାଙ୍କ ଚିଠିରେ ଟିକା ପାଇଁ…
କୋଭିଡ ହସ୍ପିଟାଲରେ ଅବ୍ୟବସ୍ଥା ଅଭିଯୋଗ: ସିଏମସି ଏନଫୋର୍ସମେଣ୍ଟ ଟିମର ଅଚାନକ ଚଢ଼ାଉ କଟକ (ଏନ୍.ଏମ୍.): କଟକ ସହରରେ ରହିଥିବା ବିଭିନ୍ନ କୋଭିଡ ହସ୍ପିଟାଲରେ ଅବ୍ୟବସ୍ଥା ସମ୍ପର୍କରେ ଅଭିଯୋଗ ଆସିବା ପରେ ଆଜି ସିଏମସି ଏନଫୋର୍ସମେଣ୍ଟ ଟିମ ପକ୍ଷରୁ ଅଚାନକ ଚଢ଼ାଉ କରାଯାଇଛି । କୋଭିଡ ହସ୍ପିଟାଲରେ ରୋଗୀ ତଥା…
୫ଚୋରା ବାଇକ୍ ଜବତ : ଗ୍ୟାଙ୍ଗର ୪ ଲୁଟେରା ଗିରଫ କଟକ(ଏନ୍.ଏମ୍.): କଟକ ଓ ଭୁବନେଶ୍ୱରରୁ ବାଇକ୍ ଚୋରି କରି କନ୍ଧମାଳ ଜିଲ୍ଲାରେ ବିକ୍ରି କରୁଥିବା ଏକ ଗ୍ୟାଙ୍ଗର ପର୍ଦ୍ଦାଫାସ କରିଛି କ୍ୟାଣ୍ଟନମେଣ୍ଟ ଥାନା ପୁଲିସ । ଏହି ଲୁଟେରା ଗ୍ୟାଙ୍ଗର ୪ ସଦସ୍ୟଙ୍କୁ ପୁଲିସ ଗିରଫ କରିବା…
କଟକରେ ଯୁବ କଂଗ୍ରେସ ପକ୍ଷରୁ ଶୁଖିଲା ଖାଦ୍ୟ ବଣ୍ଟନ କଟକ (ଏନ୍.ଏମ୍.): ସମ୍ପ୍ରତି ମହାମାରୀ କରୋନା ଯୋଗୁଁ ଲକଡାଉନ ଓ ସଟ ଡାଉନ ଯୋଗୁଁ ଲୋକେ ନାହିଁ ନଥିବା ହଇରାଣ ହେଉଥିବାବେଳେ ଯୁବକଂଗ୍ରେସ ପକ୍ଷରୁ ଶୁଖିଲା ଖାଦ୍ୟ ବିତରଣ କରାଯାଇଛି । ସହରରେ ଗରିବ, ଦିନ ମଜୁରିଆ ଲୋକେ…
କଟକ (ଏନ୍.ଏମ୍.) - ବାତ୍ୟା ୟାସ୍ କେବଳ ଧନଜୀବନ ଉଜାଡ଼ି ଦେଇଗଲା ନାହିଁ ବରଂ ଲୋକଙ୍କୁ ଅନେକ ଦୁର୍ଦ୍ଦଶା ଭିତରକୁ ଠେଲି ଦେଇଗଲା । ଏଭଳି ଏକ ଘଡ଼ିସନ୍ଧି ମୁହୁର୍ତ୍ତରେ ପ୍ରଶାସନକୁ ସହଯୋଗ ତଥା ଜନସାଧାରଣଙ୍କୁ ସାହାଯ୍ୟ କରିବାକୁ ଅଣ୍ଟା ଭିଡ଼ିଥିଲେ ସାମାଜିକ ଅନୁଷ୍ଠାନ "ସାଧନା ପରିବାର" ।…
ହରିପୁର ଦୋଳମୁଣ୍ଡାଇ ଗ୍ରାମରେ ଚନ୍ଦନ ଯାତ୍ରା କଟକ(ଏନ୍.ଏମ୍.): ହରିପୁର ଦୋଳମୁଣ୍ଡାଇ ଗ୍ରାମର ଇଷ୍ଟ ଦେବ ଶ୍ରୀଶ୍ରୀ ମଦନମୋହନ ଜୀଉ ଓ ଶ୍ରୀଶ୍ରୀ ରାଧାଗୋବିନ୍ଦ ଜୀଉମାନଙ୍କୁ ମନ୍ଦିର ଭିତର ଭାଗରେ କୃତ୍ରିମ ପୁସ୍କରଣୀ କରାଯାଇ ରାଧାକୃଷ୍ଣଙ୍କୁ ସୋଲରେ ନିର୍ମିତ ହୋଇଥିବା ନୌକା ସାହାର୍ଯ୍ୟରେ ଚାପ ଖେଳା ଯାଇଥିଲା । ଏହା…
ଘରୋଇ ହିଂସା ଓ ପତ୍ନୀଙ୍କୁ ମାଡ଼ ମାରିବା ଅଭିଯୋଗରେ ଗିରଫ ହେଲେ ଅଭିନେତା କରଣ ମେହେରା ମୁମ୍ବାଇ (ଏଜେନ୍ସି): ଘରୋଇ ହିଂସା ଓ ପତ୍ନୀଙ୍କୁ ମାଡ଼ ମାରିବା ଅଭିଯୋଗରେ ଅଭିନେତା କରଣ ମେହେରା ଗିରଫ ହୋଇଛନ୍ତି । ପତ୍ନୀଙ୍କ ପ୍ରତି ହିଂସା ପ୍ରଦର୍ଶନ କରିବା ଅଭିଯୋଗରେ ମୁମ୍ବାଇ ପୁଲିସ…
ଆନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ କବି ଜୟନ୍ତ ମହାପାତ୍ର ଏସସିବିରେ ଭର୍ତ୍ତି କଟକ(ଏନ୍.ଏମ୍.): ବିଶିଷ୍ଟ ଆନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ କବି ପଦ୍ମଶ୍ରୀ ଜୟନ୍ତ ମହାପାତ୍ର ଗୁରୁତର ଅସୁସ୍ଥ ହୋଇ ପଡ଼ିଛନ୍ତି । ଆଜି ଅପରାହ୍ନରେ ସେ ଅଧିକ ଅସୁସ୍ଥ ହୋଇ ପଡ଼ିବାରୁ ତାଙ୍କୁ ଆଜି କଟକ ବଡ଼ମେଡ଼ିକାଲ (ଏସସିବି)ରେ ଭର୍ତ୍ତି…
© 2026 Nishkarsha Media Entertainment & Publication. All rights reserved | Design & develop by AmpleThemes