ହିନ୍ଦୁସେନା ପକ୍ଷରୁ ଚୌଦ୍ୱାରରେ ରକ୍ତଦାନ ଶିବିର
ହିନ୍ଦୁସେନା ପକ୍ଷରୁ ଚୌଦ୍ୱାରରେ ରକ୍ତଦାନ ଶିବିର ଚୌଦ୍ୱାର (ଏନ୍.ଏମ୍.): ସମ୍ପ୍ରତି କରୋନା ଚିକିତ୍ସା ପାଇଁ ରକ୍ତର ଯଥେଷ୍ଟ ଆବଶ୍ୟକତା ଥିବାବେଳେ ରକ୍ତ ସଂକଟ ସୃଷ୍ଟି ହୋଇଛି । ବିଶେଷ କରି ପୋଷ୍ଟ କୋଭିଡ ରୋଗୀଙ୍କ ପାଇଁ ରକ୍ତର ଆବଶ୍ୟକତା ଥିବାବେଳେ ବିଭିନ୍ନ ରକ୍ତ ଭଣ୍ଡାରରେ ରକ୍ତ ମିଳୁନାହିଁ ।…




















