ଆତ୍ମସମର୍ପଣ ପରେ ହତ୍ୟା ଅଭିଯୁକ୍ତ ଥାନାରୁ ନିଖୋଜ !, ଖୋଜି ଆଣିବାକୁ ପରିବାର ଲୋକଙ୍କ ଧାରଣା
ଆତ୍ମସମର୍ପଣ ପରେ ହତ୍ୟା ଅଭିଯୁକ୍ତ ଥାନାରୁ ନିଖୋଜ ! ଖୋଜି ଆଣିବାକୁ ପରିବାର ଲୋକଙ୍କ ଧାରଣା ବଲାଙ୍ଗୀର (ଏନ୍.ଏମ୍.): ହତ୍ୟା ଅଭିଯୋଗରେ ଫେରାର ଥିବା ଜଣେ ଅଭିଯୁକ୍ତ ଥାନାରେ ଆତ୍ମସମର୍ପଣ କରିବାର ଦିନକ ପରେ ହତ୍ୟା ଅଭିଯୁକ୍ତ ଥାନାରୁ ନିଖୋଜ ହୋଇଯିବା ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି…




















