କରୋନା କଟକଣାରେ ପାଳନ ହେବ ରଜ: ଆରମ୍ଭ ହେଲା ପୂର୍ବର ସଜବାଜ
କରୋନା କଟକଣାରେ ପାଳନ ହେବ ରଜ ଆରମ୍ଭ ହେଲା ପୂର୍ବର ସଜବାଜ କଟକ(ଏନ୍.ଏମ୍.): ଆନନ୍ଦ ଉତ୍ସବର ପର୍ବ ରଜ । ଏହା ହିନ୍ଦୁ ଧର୍ମର ଏକ କୃଷି ଭିତ୍ତିକ ପର୍ବ । ଏହି ରଜପର୍ବର ଅବ୍ୟବହିତ ପୂର୍ବରୁ ଆଜି କଟକ ସହରରେ ଆରମ୍ଭ ହୋଇଛି ସଜବାଜ । ଘରେ…
କରୋନା କଟକଣାରେ ପାଳନ ହେବ ରଜ ଆରମ୍ଭ ହେଲା ପୂର୍ବର ସଜବାଜ କଟକ(ଏନ୍.ଏମ୍.): ଆନନ୍ଦ ଉତ୍ସବର ପର୍ବ ରଜ । ଏହା ହିନ୍ଦୁ ଧର୍ମର ଏକ କୃଷି ଭିତ୍ତିକ ପର୍ବ । ଏହି ରଜପର୍ବର ଅବ୍ୟବହିତ ପୂର୍ବରୁ ଆଜି କଟକ ସହରରେ ଆରମ୍ଭ ହୋଇଛି ସଜବାଜ । ଘରେ…
କଟକ ପାଲଟିଛି ଦେହ ବ୍ୟବସାୟୀଙ୍କ ସାମ୍ରାଜ୍ୟ କମିଶନରେଟ ପୁଲିସର ଚଢ଼ାଉ: ୨ଟି ସ୍ଥାନରୁ ୩ ଗିରଫ ୪ ଉଦ୍ଧାର କଟକ(ଏନ୍.ଏମ୍.): ଲକ୍ଡାଉନ ଓ ସଟଡାଉନ ସମୟରେ କଟକ ସହରରେ ଆରମ୍ଭ ହୋଇଯାଇଛି ଦେହ ବ୍ୟବସାୟ । ଗୋଟିଏ ଦିନରେ ସହରର ଦୁଇଟି ଭିନ୍ନ ଭିନ୍ନ ସ୍ଥାନରୁ ସେକ୍ସ ରାକେଟ…
କଟକ କନିକା ଛକରେ ଧରାପଡ଼ିଲା ନକଲି କରୋନା ଔଷଧ: ୧୭୦ ପେଟି ଭର୍ତ୍ତି ୧୭ହଜାର ‘ଫାଭିପିରାଭିର’ଟାବଲେଟ ଜବତ କଟକ (ଏନ୍.ଏମ୍.): କଟକସ୍ଥିତ କନିକା ଛକର ଏକ ମେଡ଼ିସିନ ଷ୍ଟୋରରୁ ଡ୍ରଗ୍ସ କେଣ୍ଟ୍ରାଲ ସ୍କ୍ୱାଡ ଦ୍ୱାରା ବିପୁଳ ପରିମାଣର ନକଲି ଫାଭିପିରାଭିର୍ ମେଡିସିନ୍ ଜବତ ହୋଇଛି । ଏହା ୧୭୦…
କୋଭିଡ ପରିଚାଳନା ପାଇଁ ପଶ୍ଚିମ ଓଡ଼ିଶାର ୧୧ଟି ଜିଲ୍ଲା ପାଇଁ ଆଉ ୨୫ କୋଟି ଟଙ୍କାର ସ୍ୱତନ୍ତ୍ର ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର (ଏନ୍.ଏମ୍.): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍ଫରେନ୍ସିଂ ଜରିଆରେ ପଶ୍ଚିମ ଓଡିଶାର ୧୧ଟି ଜିଲ୍ଲାରେ କୋଭିଡ ପରିଚାଳନା ପାଇଁ ଆହୁରି ୨୫…
ସ୍ୱେଚ୍ଛାସେବୀ ସଂଗଠନ ପକ୍ଷରୁ କିନ୍ନରମାନଙ୍କୁ ଶୁଖିଲା ଖାଦ୍ୟ ବିତରଣ କଟକ (ଏନ୍.ଏମ୍.): ସ୍ୱେଚ୍ଛାସେବୀ ସଂଗଠନ ଆଞ୍ଜେଲ ୱେଲଫେୟାର ପକ୍ଷରୁ ଦ୍ୱାରା ଶୁଖିଲା ଖାଦ୍ୟ ସାମଗ୍ରୀ ବିତରଣ କରାଯାଇଛି । କଟକ ସହରର ବିଭିନ୍ନ ଅଞ୍ଚଳ ସମେତ କଲେଜ ଛକ ଅଞ୍ଚଳରେ ବସବାସ କରୁଥିବା ୭୦ଜଣ କିନ୍ନରମାନଙ୍କୁ ଚାଉଳ, ଚୂଡା,…
ତୈଳ ଦର ବୃଦ୍ଧି ପ୍ରତିବାଦରେ କଂଗ୍ରେସର ପ୍ରତିବାଦ: ପେଟ୍ରୋଲ ପମ୍ପ ସମ୍ମୁଖରେ ଧାରଣାରେ ବସିଲେ କର୍ମୀ ଭୁବନେଶ୍ୱର (ଏନ.ଏମ୍.): ଦେଶରେ ଗତ ୧୩ ମାସ ଭିତରେ ପେଟ୍ରୋଲ ଦର ୨୫ ଟଙ୍କା ୭୨ ପଇସା ଓ ଡିଜେଲ ଦର ୨୩ ଟଙ୍କା ୯୩ ପଇସା ବୃଦ୍ଧି ପାଇଛି ।…
ମାଓ ନିୟନ୍ତ୍ରଣରେ ଓଡ଼ିଶା ପୁଲିସକୁ ସଫଳତା: ସିନିୟର କ୍ୟାଡର ମାଓବାଦୀ ନିହତ ଭୁବନେଶ୍ୱର (ଏନ୍.ଏମ୍.): ମାଓବାଦୀ ନିୟନ୍ତ୍ରଣରେ ଓଡ଼ିଶା ପୁଲିସକୁ ବଡ଼ ସଫଳତା ମିଳିଛି । ପୁଲିସ ଏନକାଉଣ୍ଟରରେ ଜଣେ ସିନିୟର କ୍ୟାଡର ମାଓବାଦୀ ନିହତ ହୋଇଛି । ଏ ନେଇ ଡିଜିପି ଅଭୟ ସୂଚନା ଦେଇଛନ୍ତି ।…
ଜିଲ୍ଲାରେ ବର୍ଦ୍ଧିତ ପ୍ରଦୂଷଣ ନିୟନ୍ତ୍ରଣ ଦାବି ପର୍ଯ୍ୟାବରଣ ମଞ୍ଚ ପକ୍ଷରୁ ଜିଲ୍ଲାପାଳଙ୍କୁ ସ୍ମାରକପତ୍ର କଟକ(ଏନ୍.ଏମ୍.): ଭାରତୀୟ ମଜଦୁର ସଂଘ ସହବନ୍ଧିତ ଓଡ଼ିଶା ପର୍ଯ୍ୟାବରଣ ମଞ୍ଚର କଟକ ଜିଲ୍ଲା ଶାଖା ପକ୍ଷରୁ ଜିଲ୍ଲାରେ ବର୍ଦ୍ଧିତ ପ୍ରଦୂଷଣ ନିୟନ୍ତ୍ରଣ ଦାବିରେ କଟକ ଜିଲ୍ଲାପାଳଙ୍କୁ ସ୍ମରକପତ୍ର ପ୍ରଦାନ କରାଯାଇଛି । ଦାବିଗୁଡ଼ିକ ମଧ୍ୟରେ…
ରେଲୱେ ଷ୍ଟେସନ ଅଟୋ ଚାଳକଙ୍କୁ ରିଲିଫ ବିତରଣ କଟକ(ଏନ୍.ଏମ୍.): କଟକ ରେଳଷ୍ଟେସନ ଠାରେ ଖୋଲାଯାଇଥିବା କଟକର ପ୍ରଥମ ପ୍ରିପେଡ଼ ଅଟୋ ସେବା ଏବେ ବନ୍ଦ ହେବାକୁ ଯାଉଥିବା ଅଟୋ ଚାଳକ ସଂଘ ପକ୍ଷରୁ କୁହାଯାଇଛି । ଦୀର୍ଘ ଦିନ ଧରି ଏହି ସେବାରେ ନିୟୋଜିତ ଥିବା ଅଟୋଚାଳକଙ୍କୁ ମୌଳିକ…
ପାରାଦୀପ ପୋର୍ଟ ଓ କେନ୍ଦ୍ରାପଡ଼ା ସାଂସଦଙ୍କ ପକ୍ଷରୁ ବିଏଲଏସ ଆମ୍ବୁଲାନ୍ସ ପ୍ରଦାନ କଟକ (ଏନ୍.ଏମ୍.): ସମ୍ପ୍ରତି କଟକ ଜିଲ୍ଲାରେ କରୋନା ସଂକ୍ରମଣ ଜାରି ରହିଛି । ତେବେ ଏହାକୁ ପ୍ରତିହତ କରିବା ଲାଗି ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି । ଜଣେ କରୋନା ସଂକ୍ରମିତ ହେଲେ…
ପେଟ୍ରୋଲ ପମ୍ପ ଲୁଟ୍ ଯୋଜନା ପଣ୍ଡ ; ୬ ଆନ୍ତଃଜିଲ୍ଲା ଡକାୟତ ଗିରଫ ୫ ବନ୍ଧୁକ, ୩୦ ଗୁଳି, ମୋଟରସାଇକେଲ, ମୋବାଇଲ ଜବତ କଟକ(ଏନ୍.ଏମ୍.): ମଙ୍ଗଳାବାଗ ଥାନା ପୁଲିସ ଯଥା ସମୟରେ ଚଢାଉ କରି ଏକ ଡକାୟତି ଯୋଜନା ପଣ୍ଡ କରିବାରେ ସଫଳ ହୋଇଛି । ସ୍ଥାନୀୟ ପେଟ୍ରୋଲ…
୪୧୮.୪୭ ଲକ୍ଷ ଟନ ଗହମ କିଣିଲେ ସରକାର ନୂଆଦିଲ୍ଲୀ (ଏଜେନ୍ସି): ଚଳିତ ବର୍ଷ ଏପ୍ରିଲ ମାସରେ ଆରମ୍ଭ ହୋଇଥିବା ବିପଣନ ଋତୁରେ ସରକାର ଏପର୍ଯ୍ୟନ୍ତ ରେକର୍ଡ ପରିମାଣ ୪୧୮.୪୭ ଲକ୍ଷ ଟନ୍ ଗହମ ଖରିଦ କରିଛନ୍ତି । ଏ ସମ୍ପର୍କରେ ସରକାରୀ ସୂତ୍ରରୁ କୁହାଯାଇଛି ଯେ, ଗହମ କ୍ରୟ…
ବାତ୍ୟା ‘ୟାସ’ ପ୍ରଭାବିତ କୃଷକଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ସହାୟତା ଘୋଷଣା ଭୁବନେଶ୍ୱର (ଏନ୍.ଏମ୍.) : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ବାତ୍ୟା ୟାସ ପ୍ରଭାବିତ ଅଞ୍ଚଳର କୃଷକ ମାନଙ୍କ ପାଇଁ ସହାୟତା ଘୋଷଣା କରିଛନ୍ତି । ୩୩ପ୍ରତିଶତ ବା ତାଠାରୁ ଅଧିକ ଫସଲ କ୍ଷତି ସହିଥିବା ଛୋଟ ଓ…
ଭାରତୀୟ ରେଳବାଇକୁ ମିଳିବ ୫ ମେଗାହର୍ଜ ସ୍ପେକ୍ଟ୍ରମ ନୂଆଦିଲ୍ଲୀ (ଏଜେନ୍ସି): ଭାରତୀୟ ରେଳବାଇକୁ ୫ ମେଗାହର୍ଜ ସ୍ପେକ୍ଟ୍ରମ ଯୋଗାଇ ଦିଆଯିବ । ୭୦୦ ମେଗାହର୍ଜ ବ୍ୟାଣ୍ଡ୍ରେ ଏହି ସ୍ପେକ୍ଟ୍ରମ ଉପଲବ୍ଧ କରାଯିବ । ଏହାଦ୍ୱାରା ରେଳବାଇର ସଂଚାର ଓ ସିଗନାଲ ବ୍ୟବସ୍ଥାରେ ଉନ୍ନତି ଅଣାଯାଇପାରିବ ବୋଲି ବିଭାଗ ପକ୍ଷରୁ…
ଦକ୍ଷିଣ ଆଫ୍ରିକାରେ ମହାତ୍ମା ଗାନ୍ଧୀଙ୍କ ଅଣନାତୁଣୀଙ୍କୁ ୭ବର୍ଷ ଜେଲ ଦଣ୍ଡ ନୂଆଦିଲ୍ଲୀ (ଏଜେନ୍ସି): ଭାରତକୁ ସ୍ୱାଧୀନ କରିବାରେ ମୁଖ୍ୟ ଭୂମିକା ନେଇଥିବା ଏବଂ ଅହିଂସାର ପୂଜାରୀ ମହାତ୍ମା ଗାନ୍ଧୀ ଦକ୍ଷିଣ ଆଫ୍ରିକାରେ ବର୍ଣ୍ଣ ବୈଷମ୍ୟବାଦର ବିଲୋପ ପାଇଁ ମଧ୍ୟ ଲଢେଇ କରିଥିବାବେଳେ ଏବେ ତାଙ୍କ ଅଣନାତୁଣୀ ସେହି ଦକ୍ଷିଣ…
କରୋନା ଯୋଗୁଁ କେବଳ ପୁରୀରେ ହେବ ରଥଯାତ୍ରା- ଏସଆରସି ଭୁବନେଶ୍ୱର(ଏନ୍.ଏମ୍.): କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ପୁରୀ ଛଡା ଅନ୍ୟ କେଉଁଠାରେ ରଥଯାତ୍ରାହୋଇ ପାରିବ ନାହିଁ । ଏନେଇ ଆଜି ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ଗତ…
ସହରରେ ବକ୍ସ ଡ୍ରେନ ନେଇ ଗୁରୁତ୍ୱ: ଜୁଲାଇ ୧ରୁ ଆରମ୍ଭ ହେବ କାର୍ଯ୍ୟ କଟକରେ ଜଳନିଷ୍କାସନ ଓ ଟ୍ରାଫିକ ସମସ୍ୟାର ସ୍ଥାୟୀ ସମାଧାନ ହୋଇ ପାରିବ- ପ୍ରତାପ ଜେନା କଟକ(ଏନ୍.ଏମ୍.): କଟକ ସହରରେ ଜଳ ନିଷ୍କାସନ ଓ ଟ୍ରାଫିକ ସମସ୍ୟାର ସ୍ଥାୟୀ ସମାଧାନ ଦିଗରେ ରାଜ୍ୟ ସରକାର ତତ୍ପରତା…
ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ଜଗତପୁର ଅଞ୍ଚଳର ଏସିଡ୍ ପୀଡିତକୁ ସହାୟତା ରାଶି ପ୍ରଦାନ କଟକ(ଏନ.ଏମ.): କଟକ ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ଜଗତପୁର ଅଞ୍ଚଳର ଏସିଡ୍ ପୀଡିତ ଏକ ଯୁବକକୁ ସହାୟତା ଯୋଗାଇ ଦିଆଯାଇଛି । ସୁଚନା ଥାଉକି, ୨୦୧୯ ମସିହା ନଭେମ୍ବର ମାସରେ ଉକ୍ତ ଅଞ୍ଚଳର…
କଟକ ଅଟୋ ଚାଳକ ମହାସଂଘ ପକ୍ଷରୁ ମହାମାରୀରେ ରିଲିଫ ବଣ୍ଟନ କଟକ(ଏନ୍.ଏମ୍.): କଟକର ସିଟି କଲେଜ ,ରାଜା ବଗିଚା ଠାରେ କଟକ ଅଟୋ ଚାଳକ ମହାସଂଘ ପକ୍ଷରୁ ଅଟୋଚାଳକ ମାନଙ୍କୁ ମହାମାରୀରେ ରିଲିଫ ବିତରଣ କରାଯାଇଛି । ରାଜ୍ୟସଭା ସାଂସଦ ଓ ଓଡିଶା ଅଟୋଚାଳକ ମହାସଂଘର ସଭାପତି ସୁବାସ…
ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବଢାଇଲେ କେନ୍ଦ୍ର ସରକାର -କେନ୍ଦ୍ର କୃଷି ମନ୍ତ୍ରୀ ନୂଆଦିଲ୍ଲୀ(ଏନ୍.ଏମ୍.): ଚାଷୀମାନଙ୍କ ଉନ୍ନତି ପାଇଁ କେନ୍ଦ୍ର ସରକାର ସର୍ବଦା ଉଦ୍ୟମ ଜାରି ରଖିଛନ୍ତି । ଏହି ପରିପ୍ରେକ୍ଷୀରେ କେନ୍ଦ୍ରସରକାର ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି କରିଛନ୍ତି । ଧାନ କ୍ୱିଣ୍ଟାଲ ପିଛା ଏମ୍ଏସପି…
© 2026 Nishkarsha Media Entertainment & Publication. All rights reserved | Design & develop by AmpleThemes