ୱାର୍ଡ଼ ସମସ୍ୟା ତଦାରଖ କଲେ ସିଏମସି ଡେପୁଟି ମେୟର ଦମୟନ୍ତି ମାଝୀ
ୱାର୍ଡ଼ ସମସ୍ୟା ତଦାରଖ କଲେ ସିଏମସି ଡେପୁଟି ମେୟର ଦମୟନ୍ତି ମାଝୀ ଜଗତପୁର(ଏନ୍.ଏମ୍.): ସିଏମସି ୪୮ନମ୍ବର ୱାର୍ଡ ପୁରୁଣା ଜଗତପୁର ଅଞ୍ଚଳରେ କଟକ ଡେପୁଟି ମେୟର ଦମୟନ୍ତୀ ମାଝି ଆଜି ଅପରାହ୍ନରେ ୱାର୍ଡବାସୀଙ୍କ ସମସ୍ୟା ତଦାରଖ କରିଛନ୍ତି । ଉକ୍ତ ୱାର୍ଡ଼ରେ ସ୍ଥାନୀୟ କର୍ପୋରେଟର ନଳିନୀ ବେହୋରାଙ୍କ ସହିତ ୱାର୍ଡ ବିଜେଡି କର୍ମକର୍ତ୍ତା ମାନେ ପୁରୁଣା ଜଗତପୁର ଶନିଶ୍ଚର ମନ୍ଦିର ପାଖରୁ ଖର୍ଦ୍ଧା ସାହି, ଠାକୁର ସାହି, ତେଲି ସାହି, ଖଣ୍ଡାୟତ ସାହି ଓ ମଲ୍ଲିକ ସାହିର…
