ବିପଦ ଶଙ୍କୁଳ ଅବସ୍ଥାରେ ୧୬ନମ୍ବର ଜାତୀୟ ରାଜପଥ: କୁମ୍ଭକର୍ଣ୍ଣ ନିଦ୍ରାରେ ବିଭାଗୀୟ ଅଧିକାରୀ
ବିପଦ ଶଙ୍କୁଳ ଅବସ୍ଥାରେ ୧୬ନମ୍ବର ଜାତୀୟ ରାଜପଥ: କୁମ୍ଭକର୍ଣ୍ଣ ନିଦ୍ରାରେ ବିଭାଗୀୟ ଅଧିକାରୀ [caption id="attachment_5067" align="alignnone" width="300"] ଫଟୋ- କାହ୍ନୁଚରଣ ପଣ୍ଡା[/caption] ଜଗତପୁର(ଏନ୍.ଏମ୍.): ଜାତୀୟରାଜପଥ କର୍ତ୍ତୃପକ୍ଷଙ୍କ ଖାମଖିଆଲି ନୀତି ଯୋଗୁଁ କଟକ ସହରବାସୀ ନାହିଁ ନଥିବା ସମସ୍ୟା ଭୋଗ କରୁଛନ୍ତି । ଭୁବନେଶ୍ୱରରୁ ମଙ୍ଗୁଳିଛକ ପର୍ଯ୍ୟନ୍ତ କଟକ…





