ବାରହା ଆକ୍ରମଣରେ ମହିଳା ଗୁରୁତର
ବାରହା ଆକ୍ରମଣରେ ମହିଳା ଗୁରୁତର [caption id="attachment_4904" align="alignnone" width="300"] News & Photo From Maheswar Behera (Athagarh)[/caption] ଆଠଗଡ଼ (ଏନ୍.ଏମ୍.): ଜଙ୍ଗଲକୁ ପତ୍ର ତୋଳିବାକୁ ଯାଇଥିବା ବେଳେ ବାରାହା ଆକ୍ରମଣରେ ଜଣେ ମହିଳା ଗୁରୁତର ଆହତ ହୋଇଥିବା ଜଣାପଡିଛି। ଗୁରୁତର ଆହତ ମହିଳା ଜଣଙ୍କ ହେଲେ…

