କଟକ ଜଗତପୁରରୁ ପୁଣି ନକଲି ସାମଗ୍ରୀ ତିଆରି କାରଖାନା ଠାବ: ଚାଲିଥିଲା ବେଆଇନ ମୃଦୁପାନୀୟ ପ୍ରସ୍ତୁତି
କଟକ ଜଗତପୁରରୁ ପୁଣି ନକଲି ସାମଗ୍ରୀ ତିଆରି କାରଖାନା ଠାବ: ଚାଲିଥିଲା ବେଆଇନ ମୃଦୁପାନୀୟ ପ୍ରସ୍ତୁତି [caption id="attachment_5125" align="alignnone" width="300"] Photo By Smrutiranjan Tripathy[/caption] କଟକ(ଏନ୍.ଏମ୍.): କଟକ ସହର ତଥା ଏହାର ଉପକଣ୍ଠ ଅଞ୍ଚଳ ଏବେ ନକଲି ସାମଗ୍ରୀ ପ୍ରସ୍ତୁତର ପେଣ୍ଠସ୍ଥଳ ପାଲଟି ଯାଇଛି ।…


