ଜଗତପୁର ଅଞ୍ଚଳରୁ ମାରଣା ଷଣ୍ଢକୁ ଉଠାଇଲା ସିଏମସି, ଅଞ୍ଚଳବାସୀ ଆଶ୍ୱସ୍ଥ
ଜଗତପୁର ଅଞ୍ଚଳରୁ ମାରଣା ଷଣ୍ଢକୁ ଉଠାଇଲା ସିଏମସି, ଅଞ୍ଚଳବାସୀ ଆଶ୍ୱସ୍ଥ [caption id="attachment_5083" align="alignnone" width="300"] ଫଟୋ- କାହ୍ନୁଚରଣ ପଣ୍ଡା[/caption] ଜଗତପୁର(ଏନ୍.ଏମ୍.): କଟକ ସହରରେ ବୁଲାଷଣ୍ଢ ଉତ୍ପାତ ସଂକ୍ରାନ୍ତରେ ଖବର ପ୍ରସାରଣ ପରେ ଏବେ ସିଏମସି କର୍ତ୍ତୃପକ୍ଷଙ୍କ ଚେତା ପଶିଛି । ଦୀର୍ଘ ଦିନ ଧରି ଅଞ୍ଚଳରେ ଉତ୍ପାତ…




