ଫୁଲନଖରା ନିକଟରେ କାର ଦୁର୍ଘଟଣା: ଗାଡ଼ିକୁ ଜବତ କଲା ସଦର ପୁଲିସ
ଫୁଲନଖରା ନିକଟରେ କାର ଦୁର୍ଘଟଣା: ଗାଡ଼ିକୁ ଜବତ କଲା ସଦର ପୁଲିସ [caption id="attachment_4722" align="alignnone" width="300"] Photo by Smrutiranjan Tripathy[/caption] କଟକ (ଏନ୍.ଏମ୍.): ୧୬ ନମ୍ବର ଜାତୀୟ ରାଜପଥ କଟକରୁ ଭୁବନେଶ୍ୱର ଯାଉଥିବା ଏକ କାର ଫୁଲନଖରା ଠାରେ ଦୁର୍ଘଟଣାଗ୍ରସ୍ତ ହୋଇଛି । ଗାଡ଼ିଟି ରୋଡ଼…

