ଏସସିବିରେ ପୁଣି ଏକ ସଫଳ କିଡନୀ ପ୍ରତିରୋପଣ: ୧୫ ବର୍ଷିୟା ନାବାଳିକାର ଅଙ୍ଗଦାନ ଯୋଗୁଁ ବଞ୍ଚିଗଲା ୨ଜଣଙ୍କ ଜୀବନ
ଏସସିବିରେ ପୁଣି ଏକ ସଫଳ କିଡନୀ ପ୍ରତିରୋପଣ: ୧୫ ବର୍ଷିୟା ନାବାଳିକାର ଅଙ୍ଗଦାନ ଯୋଗୁଁ ବଞ୍ଚିଗଲା ୨ଜଣଙ୍କ ଜୀବନ [caption id="attachment_4966" align="alignnone" width="300"] ଫଟୋ- ପଦ୍ମଲୋଚନ ମିଶ୍ର[/caption] କଟକ(ଏନ୍.ଏମ୍.): କରୋନା ସଂକ୍ରମଣ ଲାଗି କଟକ ବଡ଼ମେଡ଼ିକାଲ(ଏସସିବି)ରେ ଅସ୍ତ୍ରୋପଚାର ବନ୍ଦ ହୋଇ ରହିଥିଲା । ଦୀର୍ଘ ଦିନ ବ୍ୟବଧାନ…




